Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପୋଷ୍ଟାଲ ନୁଆଁ ଅଫର ମାସକୁ 28,100ଟଙ୍କା ବାନ୍ଧିଲେ 5ବର୍ଷ ପରେ ମିଳିବ 20 ଲକ୍ଷ ଟଙ୍କା |

17-Sep-2026

ଜମା କରିନିଅନ୍ତୁ ଏତିକି ଟଙ୍କା,୫ ବର୍ଷ ବେଳକୁ ହାତକୁ ଆସିବ ୨୦ ଲକ୍ଷ, ଟଙ୍କା ପେଡି ଖୋଲିଦେବପୋଷ୍ଟାଲ ର ଏହି ସ୍କିମ |

ଓଡିଶା ଜନ ମତ ବ୍ୟୁରୋ, 
ବର୍ତ୍ତମାନ ର ଯୁଗରେ ଯୁଗରେ ଯେଉଁଠି ସବୁଦର ବଢ଼ି ଚାଲିଛି, ସେଠାରେ 
ବର୍ତ୍ତମାନ ସମୟ ଯାହା ହେଲାଣି ସଞ୍ଚୟ ନକଲେ ନଚଳେ । ଏ ମହଙ୍ଗା ଯୁଗରେ ଯେଉଁଠି ପ୍ରତିଦିନ ସବୁକିଛି ହୁ’ ହୁ ହୋଇ ବଢ଼ୁଛି, ମଧ୍ୟବିତ୍ତ ପରିବାର ପାଇଁ ଚଳିବା ବି କଷ୍ଟକର ହୋଇପଡୁଛି ସେହି କ୍ଷେତ୍ରରେ ଭବିଷ୍ୟତ ସୁଧାରିବା ପାଇଁ କେବଳ ଗୋଟିଏ ବାଟ ହିଁ ରହିଛି ‘ସଞ୍ଚୟ’ । କଠିନ ପରିଶ୍ରମର ଟଙ୍କା ସୁରକ୍ଷିତ ରଖିବା ସହ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ଆୟ ପାଇବା ପ୍ରତ୍ୟେକ ନିବେଶକଙ୍କର ସ୍ବପ୍ନ ହୋଇଥାଏ। ଭାରତରେ ଆଜି ବି ସୁରକ୍ଷିତ ସେଭିଙ୍ଗ୍ ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ଭାରତୀୟ ଡାକବିଭାଗ ବା ପୋଷ୍ଟ ଅଫିସର ଭିନ୍ନ ଭିନ୍ନ ସ୍କିମ୍‌ଗୁଡ଼ିକ ।

ସେୟାର ବଜାରର ଅସ୍ଥିରତା ମଧ୍ୟରେ ବିନା କୌଣସି ରିସ୍କରେ ଗ୍ୟାରେଣ୍ଟିଯୁକ୍ତ ରିଟର୍ଣ୍ଣ ଚାହୁଥିବା ନିବେଶକଙ୍କ ପାଇଁ ଭାରତୀୟ ଡାକ ବିଭାଗର ରେକରିଂ ଡିପୋଜିଟ୍ ସ୍କିମ୍ ଏକ ଅତ୍ୟନ୍ତ ଭରସାଯୋଗ୍ୟ ବିକଳ୍ପ ଭାବେ ଉଭା ହୋଇଛି। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାରେ ନିବେଶିତ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହୁଥିବା ବେଳେ ବର୍ତ୍ତମାନ ଏହା ଉପରେ ବାର୍ଷିକ ୬.୭ ପ୍ରତିଶତ ହାରରେ ସୁଧ ମିଳୁଛି ଯାହା ପ୍ରତି ତିନି ମାସରେ ବଢ଼ିଥାଏ। ଯଦି ଆପଣ ୫ ବର୍ଷର ସ୍ୱଳ୍ପ ସମୟସୀମା ଭିତରେ ୨୦ ଲକ୍ଷ ଟଙ୍କାର ଏକ ବଡ଼ ପାଣ୍ଠି ସଞ୍ଚୟ କରିବାକୁ ଚାହୁଛନ୍ତି ତେବେ ପୋଷ୍ଟ ଅଫିସ୍ ଆରଡି ଗଣନା ଅନୁଯାୟୀ ଆପଣଙ୍କୁ ପ୍ରତିମାସରେ ପ୍ରାୟ ୨୮,୧୦୦ ଟଙ୍କା ନିବେଶ କରିବାକୁ ପଡ଼ିବ। ୫ ବର୍ଷ ଅର୍ଥାତ୍ ୬୦ ମାସର ଅବଧି ମଧ୍ୟରେ ଆପଣଙ୍କର ମୋଟ ଜମାରାଶି ୧୬,୮୬,୦୦୦ ଟଙ୍କା ହେବ। ଏହି ଜମାରାଶି ଉପରେ ୬.୭ ପ୍ରତିଶତ ଚକ୍ରବୃଦ୍ଧି ସୁଧ ହାର ଅନୁସାରେ ଆପଣଙ୍କୁ ପ୍ରାୟ ୩,୧୯,୩୮୨ ଟଙ୍କା କେବଳ ସୁଧ ଆକାରରେ ମିଳିବ। ଫଳରେ ୫ ବର୍ଷ ପରେ ଆକାଉଣ୍ଟର ମାଚ୍ୟୁରିଟି ସମୟରେ ଆପଣଙ୍କୁ ମୋଟ ୨୦,୦୫,୩୮୨ ଟଙ୍କା ମିଳିବ । ସମ୍ପୂର୍ଣ୍ଣ ସରକାରୀ ଗ୍ୟାରେଣ୍ଟି ସହ ଏତେ ମୋଟା ଅଙ୍କର ଟଙ୍କା ହାସଲ କରିବା ନିଶ୍ଚିତ ଭାବେ ଜଣେ ସାଧାରଣ ନିବେଶକଙ୍କ ପାଇଁ ବଡ଼ ଆଶ୍ୱାସନା ଆଣିଦେବ । ଅନ୍ୟପଟେ, ଯଦି ପ୍ରତିମାସରେ ୨୮ ହଜାରରୁ ଅଧିକ ଟଙ୍କା ଜମା କରିବା ସମ୍ଭବ ନୁହେଁ ତେବେ ଦୈନିକ ମାତ୍ର ୪୦୦ ଟଙ୍କାର ସଞ୍ଚୟ ଦ୍ୱାରା ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ପାଣ୍ଠି ତିଆରି କରାଯାଇପାରିବ। ଦୈନିକ ୪୦୦ ଟଙ୍କା ହିସାବରେ ମାସକୁ ପ୍ରାୟ ୧୨,୦୦୦ ଟଙ୍କା ପୋଷ୍ଟ ଅଫିସ୍ ଆରଡିରେ ଜମା କରିବାକୁ ପଡ଼ିବ। ଆରଡିର ପ୍ରାରମ୍ଭିକ ମାଚ୍ୟୁରିଟି ଅବଧି ୫ ବର୍ଷ ହୋଇଥିବା ବେଳେ, ଏହାକୁ ଆଉ ୫ ବର୍ଷ ପାଇଁ ବଢ଼ାଯାଇ ମୋଟ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ ଜାରି ରଖାଯାଇପାରିବ। ୧୦ ବର୍ଷ ମଧ୍ୟରେ ଆପଣଙ୍କର ମୋଟ ଜମା ୧୪,୪୦,୦୦୦ ଟଙ୍କା ହେଉଥିବା ବେଳେ, ଚକ୍ରବୃଦ୍ଧି ସୁଧର ଯାଦୁ ଯୋଗୁଁ ଆପଣଙ୍କୁ ୬,୧୦,୨୪୮ ଟଙ୍କାର ଜବରଦସ୍ତ ସୁଧ ଲାଭ ମିଳିବ। ଏହିପରି ୧୦ ବର୍ଷ ଶେଷରେ ଆପଣଙ୍କ ହାତରେ ମୋଟ ୨୦,୫୦,୨୪୮ ଟଙ୍କାର ମୋଟା ଅଙ୍କର ପାଣ୍ଠି ପ୍ରସ୍ତୁତ ହୋଇସାରିଥିବ।
ପୋଷ୍ଟ ଅଫିସ୍ ଆରଡି ସ୍କିମର ଖାସ୍ କଥା ହେଉଛି ଏହାର ସୁବିଧାସୁଯୋଗ। ଏଥିରେ ମାତ୍ର ୧୦୦ ଟଙ୍କାରୁ ନିବେଶ ଆରମ୍ଭ କରାଯାଇପାରିବ ଏବଂ ସର୍ବାଧିକ ନିବେଶର କୌଣସି ସୀମା ନାହିଁ। ଜରୁରୀ ପରିସ୍ଥିତିରେ ଆକାଉଣ୍ଟ ଖୋଲିବାର ୧ ବର୍ଷ କିମ୍ବା ୧୨ଟି କିସ୍ତି ଜମା ହେବା ପରେ ଜମାରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ନେବାର ସୁବିଧା ମଧ୍ୟ ରହିଛି। ଏହାଛଡ଼ା ନାବାଳକ, ଅବିବାହିତ କିମ୍ବା ଜଏଣ୍ଟ୍ ଆକାଉଣ୍ଟ ଖୋଲିବାର ସୁବିଧା ଥିବାରୁ ଏହା ପରିବାରର ସମସ୍ତ ବର୍ଗଙ୍କ ପାଇଁ ଉପଯୋଗୀ। କମ୍ ରୋଜଗାର କରୁଥିବା ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଏହି ସ୍କିମ୍ ଶୃଙ୍ଖଳିତ ସଞ୍ଚୟ ଅଭ୍ୟାସ ଗଢ଼ିତୋଳିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ସାଧନ ପାଲଟିଛି।

News Comment

You Might Also Like

BACK TO TOP