Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଗଣେଶ ମେଢ଼ ବିସର୍ଜନ ବେଳେ ପାଣିରେ ବୁଡି ଚାଲିଗଲା ଚାରି ଯୁବକଙ୍କ ଜୀବନ |

17-Sep-2026

ଗଣେଶ ମେଢ଼ ବିସର୍ଜନ ବେଳେ ଚାଲିଗଲା ଜୀବନ l 
ଓଡିଶା ଜନମତ ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ.....
ଗାଁ ଠୁ ସହର ସବୁଆଡେ ଗଣେଶ ପୂଜା ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିଵା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା  ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓରନାଳ ଗ୍ରାମରେ l ଗଣେଶ ପୂଜା ବିସର୍ଜନ କୁ ଯାଇ ଆଉ ଫେରିଲେ ନାହିଁ ଚାରି ଯୁବକ, ଅସାବଧାନତା ବଶତଃ ଗଭୀର ନଈରେ ବୁଡି ଯାଇଥିଲେ l ମୃତ ଯୁବକମାନେ ହେଲେ ଜଗନ୍ନାଥ ପଲେଇ, ରଶ୍ମି ରଞ୍ଜନ ନାୟକ, ମନୋଜିତ ସ୍ୱାଇଁ ଓ ସ୍ବପ୍ନଜିତ ବାରିକ ପ୍ରମୁଖ l ଏପରି ଘଟଣା ର ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରି ଥିଲେ ବି ନିଖୋଜ ଯୁବକମାନଙ୍କୁ ପାଇ ନଥିଲେ l ଖୋଜିବା ପାଇଁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଓ ସେମାନଙ୍କୁ ଉଦ୍ଧାର କରାଯାଇଥିଲା l ଏରସମା ପୋଲିସ ଘଟଣା ସ୍ଥଳରେ ପହଂଚି ଅପ ମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଅଭାବନୀୟ ଘଟଣା କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l
ବ୍ୟୁରୋ ଚିଫ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ସହ ଜ୍ୟୋତିରଞ୍ଜନ ପରିଡା ଙ୍କ ରିପୋର୍ଟଏ ଏମ ମିଡ଼ିଆ 24lବେଳେ ଚାଲିଗଲା ଜୀବନ l 
ଗାଁ ଠୁ ସହର ସବୁଆଡେ ଗଣେଶ ପୂଜା ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିଵା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା  ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓରନାଳ ଗ୍ରାମରେ l ଗଣେଶ ପୂଜା ବିସର୍ଜନ କୁ ଯାଇ ଆଉ ଫେରିଲେ ନାହିଁ ଚାରି ଯୁବକ, ଅସାବଧାନତା ବଶତଃ ଗଭୀର ନଈରେ ବୁଡି ଯାଇଥିଲେ l ମୃତ ଯୁବକମାନେ ହେଲେ ଜଗନ୍ନାଥ ପଲେଇ,  ରଶ୍ମି ରଞ୍ଜନ ନାୟକ, ମନୋଜିତ ସ୍ୱାଇଁ ଓ ସ୍ବପ୍ନଜିତ ବାରିକ ପ୍ରମୁଖ l ଏପରି ଘଟଣା ର ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରି ଥିଲେ ବି ନିଖୋଜ ଯୁବକମାନଙ୍କୁ ପାଇ ନଥିଲେ l ଖୋଜିବା ପାଇଁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଓ ସେମାନଙ୍କୁ ଉଦ୍ଧାର କରାଯାଇଥିଲା l ଏରସମା ପୋଲିସ ଘଟଣା ସ୍ଥଳରେ ପହଂଚି ଅପ ମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଅଭାବନୀୟ ଘଟଣା କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l

News Comment

You Might Also Like

BACK TO TOP