Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପିକାପ ଭେନ ଧକ୍କାରେ 4ବର୍ଷ ର ଶିଶୁ ମୃତ୍ୟୁ | ରାସ୍ତାରୋକ କଲେ ଗ୍ରାମବାସୀ |

27-Sep-2026

ସଡ଼କ ଦୁର୍ଘଟଣାରେ  ଜଣେ ଶିଶୁର ମୃତ କୁ ନେଇ ପୁରୁଷୋତ୍ତମପୁର, ବ୍ରହ୍ମପୁର ରାସ୍ତା କୁ ଅବରୋଧ କଲେ ଗ୍ରାମବାସୀ  |

ପୁରୁଷୋତ୍ତମ ପୁର ଠାରେ ଆଜି ସନ୍ଧ୍ୟା ରେ ଏକ ଦୁର୍ଘଟଣା ଘଟି ଯାଇଛି  | ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆ ପଦର ସାହିର ବିଦେଶୀ ବେହେରା ଙ୍କ 4ବର୍ଷ ର ଶିଶୁ ପୁତ୍ର ଶଙ୍କର ଙ୍କୁ ଏକ ପିକପ ଭେନ ରାସ୍ତା ସାଇଡ ରେ ଠିଆ ହୋଇଥିବା ବେଳେ ଧକ୍କାଦେଇଥିଲା  | ଏବଂ ପୁରୁଷୋତ୍ତମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆ ଯାଇଥିଲା ବେଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣା ପ୍ରଚାରିତ ପରେ ସାହି କୋକେପୁରୁଷୋତ୍ତମପୁର ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି। ସନ୍ଧ୍ୟା ସମୟରେ ପୁରୁଷୋତ୍ତମପୁର ଚଙ୍ଗୁଡ଼ିଆପଦର ସାହି ନିକଟରେ ଏକ ଗାଡ଼ି ଧକ୍କା ଦେବା ଫଳରେ ଶିଶୁର ମୃତ ହୋଇଥିଲା । ପୋଲିସ ଗାଡି ଜବତ କରିବା ଘଟଣା ସ୍ଥଳରେ ଏସଡ଼ି ପିଓ ସୁଜିତ ନାୟକ, ଆଇ ଆଇସି କୂଳମଣି ସେଠୀ, ଏବଂ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ରାସ୍ତା ରୋକ ହଟାଇ ବାକୁ ଚେଷ୍ଟା କରୁଛନ୍ତି | ତେବେ ତହସିଲଦାର ଙ୍କ ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ 4ଲକ୍ଷ ଟଙ୍କା ର ସହାୟତା ଏବଂ ଜିଲ୍ଲା ପାଳ ଙ୍କ ରେଡ଼କ୍ରସ ଫଣ୍ଡ ରୁ 30ହଜାର ଟଙ୍କା  ର ସହାୟତା ପ୍ରଦାନ ର ଘୋଷଣା ପରେ ରାସ୍ତା ରୋକ ଉଠିଥିଲା | |  

News Comment

You Might Also Like

BACK TO TOP