Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ହାତୀ ଉପଦ୍ରଵ ରେ ବିଭିନ୍ନ ଫସଲ ହେଲା ନଷ୍ଟ ||

18-Sep-2026

ପୁଣି ହାତୀ ଆତଙ୍କ, ନଷ୍ଟ ହେଲା ବିଭିନ୍ନ ଫସଲ

କଲ୍ଟି ମୌଜା ଓ ଗୁଣ୍ଡିରୀଗୁଡାରେ ହାତୀ ଉପଦ୍ରବ; ଧାନ, ମାଣ୍ଡିଆ ଓ ମକା ଚାଷ ନଷ୍ଟ

ଓଡିଶା ଜନମତ ରାୟଗଡା ୧୭/୯,

କାମେଶ୍ୱର କରକରିଆ : ----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ଜନବସତି ନିକଟକୁ ପଶି ଚାଷ ଜମିରେ ଉପଦ୍ରବ କରିବା ସହ ବିଭିନ୍ନ ପ୍ରକାର ଫସଲ ଖାଇବା ଓ ଦଳିଚକଟି ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କିଛିଦିନ ପୂର୍ବରୁ ଅଞ୍ଚଳରେ ୧୩ଟିକିଆ ହାତୀପଲ ଘୁରି ବୁଲି ବିଭିନ୍ନ ଚାଷ ନଷ୍ଟ କରିଥିଲେ। ଏବେ ପୁଣି ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିରୀଗୁଡା ଗାଁ ଓ କଲ୍ଟି ମୌଜା ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀମାନେ ଚାଷ ଜମିରେ ପଶି ଧାନ, ମାଣ୍ଡିଆ, ମକା ଭଳି ବିଭିନ୍ନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ଏଥିରେ ଚାଷୀ ସନମତି କାଡ୍ରାକା, ରାମସିଂ କାଡ୍ରାକା, ନାଗେଶ ମେଲାକା, ଚିଡିଗା ମାଣ୍ଡିକା ଓ ରଘୁ ମାଣ୍ଡିକାଙ୍କ ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି।ବର୍ଷସାରା ପରିଶ୍ରମ କରି ଚାଷ କରିଥିବା ଫସଲ ହାତୀପଲ ନଷ୍ଟ କରିଦେବାରୁ ଚାଷୀମାନେ ଆର୍ଥିକ କ୍ଷତି ସହ ଚିନ୍ତାରେ ପଡ଼ିଛନ୍ତି। ବାରମ୍ବାର ହାତୀ ଗାଁ ଓ ଚାଷ ଜମିକୁ ପଶୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
ଚାଷୀମାନେ ନଷ୍ଟ ହୋଇଥିବା ଫସଲର ଶୀଘ୍ର ଆକଳନ କରି ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀପଲକୁ ଗାଁ ଓ ଚାଷ ଜମିଠାରୁ ଦୂରେ ରଖିବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏ ସମ୍ପର୍କ ରେ ଫରେଷ୍ଟର ବରଖା ପାତ୍ର ଫରେଷ୍ଟ ଗାର୍ଡ ପାରାଗାର୍ଡ ଓ ଗଜସାଥି ମାନଙ୍କ ସହ ହାତୀ ର ଗତିପଥ ଆକଳନ କରି ହାତୀକୁ ଜଙ୍ଗଲୀ ମୁହାଁ କରି ଲକଙ୍କୁ ସତର୍କତା କରାଯାଇଛି ବୋଲି କହିଛନ୍ତି।

News Comment

You Might Also Like

BACK TO TOP