Breaking News

ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||     

କନ୍ୟା ସନ୍ତାନ କୁ ଚଳନ୍ତା ଟ୍ରେନ ରେ ଜନ୍ମ ଦେଲେ ମହିଳା |

20-Sep-2026

ଚଳନ୍ତା ଟ୍ରେନ୍‌ରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା

ଅମ୍ବାଦଳା ଷ୍ଟେସନ୍‌ରେ ଟ୍ରେନ୍ ଅଟକାଇ ଚିକିତ୍ସା ସହାୟତା, ମା’ ଓ ଶିଶୁ ସୁସ୍ଥ

ଓଡିଶା ଜନମତ ରାୟଗଡ଼ା, ୧୯/୯(କାମେଶ୍ୱର କରକରିଆ): ଚଳନ୍ତା ଟ୍ରେନ୍‌ରେ ଜଣେ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଘଟଣା ଶନିବାର ଚର୍ଚ୍ଚାର ବିଷୟ ହୋଇଛି। ମୁନିଗୁଡ଼ା ଷ୍ଟେସନ୍‌ରୁ ଟ୍ରେନ୍‌ଟି ଛାଡ଼ିବାର କିଛି ସମୟ ପରେ ମହିଳାଙ୍କୁ ହଠାତ୍ ପ୍ରସବ ବେଦନା ହୋଇଥିଲା। ଟ୍ରେନ୍‌ରେ ଥିବା ସହଯାତ୍ରୀଙ୍କ ସହଯୋଗରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସୂଚନା ଅନୁଯାୟୀ, ମହିଳା ଜଣକ ଚେନ୍ନାଇରୁ ନିଜ ଘର ବିହାର ଅଭିମୁଖେ ଯାତ୍ରା କରୁଥିଲେ। ସେ ଆଲମ୍ବୁଜା–ଧାନବାଦ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ବେଳେ ମୁନିଗୁଡ଼ା ଷ୍ଟେସନ୍ ଅତିକ୍ରମ କରିବା ପରେ ହଠାତ୍ ପ୍ରସବ ବେଦନା ଅନୁଭବ କରିଥିଲେ। ଟ୍ରେନ୍‌ ଚଳନ୍ତା ଅବସ୍ଥାରେ ହିଁ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଘଟଣା ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ଅମ୍ବାଦଳା ଷ୍ଟେସନ୍‌ରେ ଟ୍ରେନ୍‌କୁ ଅଟକାଯାଇଥିଲା। ଷ୍ଟେସନ୍‌ ମାଷ୍ଟର ତୁରନ୍ତ ଆମ୍ବୁଲାନ୍ସ ଓ ଚିକିତ୍ସା ସହାୟତା ପାଇଁ ଯୋଗାଯୋଗ କରିଥିଲେ। ସ୍ଥାନୀୟ ସମାଜସେବୀ ମୁକୁନ୍ଦ ତ୍ରିପାଠୀଙ୍କ ସହଯୋଗରେ ଅମ୍ବାଦଳା ମେଡିକାଲ୍‌ରୁ ଜଣେ ନର୍ସଙ୍କୁ ଷ୍ଟେସନ୍‌କୁ ଡକାଯାଇଥିଲା। ନର୍ସ ଷ୍ଟେସନ୍‌ରେ ପହଞ୍ଚି ନବଜାତ ଶିଶୁ ଓ ମା’ଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ। ଏହି ସମୟରେ ରେଳ ବିଭାଗର ପଏଣ୍ଟସ୍‌ମ୍ୟାନ୍‌ ଗୌରାଙ୍ଗ ଗଙ୍ଗାଙ୍କ ସମେତ ଆର୍‌ପିଏଫ୍‌ କର୍ମଚାରୀମାନେ ମଧ୍ୟ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ଆମ୍ବୁଲାନ୍ସ ଷ୍ଟେସନ୍‌ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀଙ୍କ ସହଯୋଗରେ ମା’ ଓ ନବଜାତ କନ୍ୟାକୁ ଅମ୍ବାଦଳା ମେଡିକାଲ୍‌କୁ ନିଆଯାଇ ଭର୍ତ୍ତି କରାଯାଇଥିଲା। ମେଡିକାଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ରେଳ କର୍ମଚାରୀ, ମେଡିକାଲ୍‌ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ମା’ ଓ ନବଜାତ ଶିଶୁଙ୍କୁ ତୁରନ୍ତ ଚିକିତ୍ସା ସହାୟତା ମିଳିପାରିଥିଲା।

News Comment

You Might Also Like

BACK TO TOP