Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ରଘୁନାଥ ପୁର ଥାନରେ ଦୁଇ ଅଧିକାରୀ ଙ୍କ ମନମୁଖୀ ରେ ଅତିଷ୍ଟ ଜନସାଧାରଣ ||

20-Sep-2026

ରଘୁନାଥପୁର ଥାନାରେଷ୍ଟାଫ ପରିବର୍ତ୍ତନ ପାଇଁ ଜନତାଙ୍କ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ |

ଓଡିଶା ଜନମତ, ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ....
ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ଥାନା ଟି ଦିନକୁ ଦିନ ଭୂତ କୋଠିରେ ପରିଣତ ହେବାଜୁ ବସିଲାଣି l ଏହି ଥାନା ଅଂଚଳରେ ଦିନକୁ ଦିନ ଚୋରି, ରାହାଜାନି, ବ୍ରାଉନ ସୁଗାର ବ୍ୟବସାୟ ଓ ଚୋରା ମଦ ବ୍ୟବସାୟ ବୃଦ୍ଧି ହେବାରେ ଲାଗିଥିବା ବେଳେ ମହିଳା ମାନଙ୍କୁ ଅସଂଯତ ବ୍ୟବହାର କରୁଥିବାର ଦୃଶ୍ୟ ବେଶ ରୋଚକ ମୋଡ଼ ନେଇଛି l ଏହି ଥାନା ଅନ୍ତର୍ଗତ ତାରପୁର ଠାରେ ଅନୁସୂଚିତ ଜାତି ବର୍ଗର କିଛି ଛାତ୍ରଛାତ୍ରୀ ମାନେ ପ୍ରତି ବର୍ଷ ଭଳି ଧୂମଧାମ ସହକାରେ ଗଣେଶ ପୂଜା ପାଳନ କରୁଥିଲେ | ଶୁକ୍ରବାର ସନ୍ଧ୍ୟା ରେ ଗଣେଶ ଭସାଣି ର ଆୟୋଜନ କରିଥିବା ବେଳେ ସେଥିରେ ଡିଜେ ସାଉଣ୍ଡ ନଥିଲା କି ମଦ୍ୟପ ଯୁବକ ମାନେ କେହି ନଥିଲେ | ଏହି କୁନିକୁନି ପିଲାମାନେ ଟଲିରେ  ବକ୍ସ ବଜାଇ ଆସୁଥିବା ବେଳେ ଖୋଲା ଅଟୋରେ  ଗଣେଶ ଙ୍କ ବିସର୍ଜନ ମୂର୍ତ୍ତି ହିଁ ଆସୁଥିଲା l ଶୋଭାଯାତ୍ରା ରେ କୁନି କୁନି ପିଲା ମାନଙ୍କ ସହିତ ସେମାନଙ୍କ ମା, ଭଉଣୀ ମାନେ ହିଁ ଯାଉଥିଲେ l ହଠାତ ଘଟଣା ସ୍ଥଳରେ ରଘୁନାଥପୁର ପୋଲିସ ର କିଛି କର୍ମଚାରୀ ପହଂଚି କୁନି କୁନି ପିଲାମାନଙ୍କୁ ପ୍ରସେସନ ପାଇଁ ଅନୁମତି ଆଣିଛ କି ପଚାରି ଥିଲେ ସେମାନେ ନାହିଁ କରିବାରୁ  ପୋଲିସ କର୍ମଚାରୀ ପିଲା ମାନଙ୍କୁ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ପିଲା ମାନେ ଥାନା କର୍ମଚାରୀ ଙ୍କୁ ଲାଞ୍ଚ ନଦେବାରୁ ପୋଲିସ କର୍ମଚାରୀ ମାନେ ଘଟଣା ସମ୍ପର୍କ ରେ ଥାନା ଅଧିକାରୀ ପ୍ରେମଜିତ ଦାସ ଙ୍କୁ ଅବଗତ କରିଥିଲେ | କିନ୍ତୁ ବାହାଘର ବରଯାତ୍ରୀ ହେଉ ଵା କେଉଁ ଭସାଣି ହେଉ ଡିଜେ ବାଜି ଲୋକ ମାନଙ୍କୁ ଶୁଆଇ, ବସାଇ ଦେଉନଥିବା ବେଳେ ଏଠାରେ ରଘୁନାଥପୁର ଥାନା ପୋଲିସ  ହାତ ଗୁଞ୍ଜl ନେଇ ଶୋଇପଡନ୍ତି l କିନ୍ତୁ ଛୁଆ ଙ୍କ ଗଣେଶ ଭସାଣି ସମୟରେ  ଯେପରି ନିଦ ଭାଙ୍ଗି ଗଲା ପରି ମନେ ହେଉଥିଲା l କିଛିକ୍ଷଣ ପରେ କୁନି କୁନି ପିଲାମାନେ ଗଣେଶ ବିସର୍ଜନ ସାରି ଘରକୁ ଫେରୁ ଥିବା ବେଳେ ରଘୁନାଥପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଅନୁସୂଚିତ ଜାତିର ମହିଳା ଏବଂ ପରିବାର ସଦସ୍ୟମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଏବଂ ମାଡପିଟ କରି ଦବଙ୍ଗଗିରି ଦେଖାଇଵା ସହିତ ଅତ୍ୟନ୍ତ ଅଶାଳୀନ ଭାସାରେ ମହିଳା ମାନଙ୍କୁ ବେତ ବାଡ଼ିରେ ଇଙ୍ଗିତ କରିଥିଲେ l ଏହି ଦଳିତ ପରିବାର ଘଟଣା ସମ୍ପର୍କ ରେ ରଘୁନାଥପୁର ଥାନା କୁ ରାତ୍ର ବାରଟା ପରେ ଅଭିଯୋଗ କରିବାକୁ ଯାଇଥିବା ସମୟରେ ଥାନା ଏସ ଆଇ ଯୋଗେଶ ବେହେରା  ସେମାନଙ୍କୁ ନାଲି ଆଖି ଦେଖାଇ କେଉଁ ଗାଡ଼ିରେ କାହିଁ ଆସିଛ କହି ଏତଲା ଗ୍ରହଣ କରିନଥିଲେ | ରଘୁନାଥପୁର ଥାନାରେ ଜଣେ ମାତ୍ର ଏସ  ଆଇ ଥିବାରୁ ଶ୍ରୀ ବେହେରା ସାଧାରଣ ରେ ବି ଲୋକଙ୍କୁ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି l ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କିଛି ଦିନ ତଳେ କନକ ଟିଭି ରେ କାର୍ଯ୍ୟରତ ଜଣେ ସାମ୍ବାଦିକ ଓ ତାଙ୍କ ପରିବାର ଛୋଟ ଝିଅ ହଜି ଯାଇଥିବା ନେଇ ରାତିରେ ଥାନାକୁ ଯାଇ ପଚାରିବାରୁ ଅତ୍ୟନ୍ତ ଖରାପ ଭାଷାରେ ଗାଳି ମନ୍ଦ କରି ମୋର କିଏ ବଙ୍କା କରିବ କହିଥିଲେ l ଝିଅ ହଜିଥିବା ମାମଲାରେ ସେ ଓତୋପ୍ରୋତ ଭାବେ ଜଡିତ ବି ଥିଲେ l ସେହିପରି ଏହି ମହିଳା ମାନେ ଯାଇଥିବା ଚାରି ଚକିଆ ଗାଡ଼ି ଆଗରେ ଥାନା ଗାଡ଼ି ରଖି ବିଭିନ୍ନ ଧମକ, ଚମକ ବି ଦେଇଥିଲେ l ମହିଳା ମାନଙ୍କୁ କେତେ ସମାନ ଦେଉଛନ୍ତି ଏହି ଭିଡିଓ ବାର୍ତ୍ତାରୁ ବୁଝା ପଡୁଛି l ରଘୁନାଥପୁର ଥାନା ଅଧିକାରୀଙ୍କ  ଦବଙ୍ଗଗିରି ବିରୋଧ ରେ ନ୍ୟାୟ ପାଇଁ ଜଗତସିଂହପୁର ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏସପି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ଏସପି ଏକ ବୈଠକ ରେ ଥିବାରୁ ତାଙ୍କ ସହକାରୀ ମାନେ ଲୋକଙ୍କ ଅଭିଯୋଗ ପତ୍ର ଏସପି ଙ୍କୁ ଦେବାକୁ ନେଇଥିଲେ | ଦୀର୍ଘ ବର୍ଷ ଧରି ଏଠାରେ ରହି ଯାଇ ସକାକେ ସଂଜେ ମଦ ବୁଲାଇ ଲୋକ ମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବଟି ଅଦାୟ କରୁଥିବା କିଛି ଥାନା କର୍ମଚାରୀଙ୍କ ବଦଳି ହେଉଛି ସେ ନେଇ ବୁଦ୍ଧିଜୀବୀ ମହଲ ପକ୍ଷରୁ ଶୁଣିବାକୁ ମିଳୁଛି  l

News Comment

You Might Also Like

BACK TO TOP