Breaking News

ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||     

ଡ୍ରେନ ରେ ପଡିଯାଇଥିବା ଗାଈକୁ ଉଦ୍ଧାର କଲେସ୍ବେଛାସେବୀ |

16-Mar-2025

ଡ୍ରେନ ରେ ପଡିଯାଇଥିବା ଗାଈ ଉଦ୍ଧାର କଲେ ଯୁବ ସ୍ବେଛାସେବୀ,

ଓଡିଶା ଜନ ମତ ବଟ କୃଷ୍ଣ ରାଉଳ ଗଞ୍ଜାମ 16.3.25
----------------------------------------

  ଗଞ୍ଜାମ ସହର ଭାରତୀବିଦ୍ୟା ପୀଠ ପାର୍ଶ୍ୱରେ ରହିଥିବା ଡ୍ରେନ ର ଏକ ଗାଈ ପଡି ଯନ୍ତ୍ରଣା ଭୋଗୁଥିବା ବେଳେ ଖବରପାଇ ସ୍ୱାନୀୟ ଯୁବ ସ୍ବେଛାସେବୀ ମାନେ ତାକୁ ଉଦ୍ଧାର କରିଥିବା ଜଣାଅପଡ଼ିଛି l ବିଭିନ୍ନ ସମୟରେ ଉକ୍ତ ଡ୍ରେନ ରେ ଗାଈ ପଡିଯାଉଥିବା ନଜିର ରହିଛି l ହେଲେ ଏନଏସି କର୍ତ୍ୟୁପକ୍ଷ ଡ୍ରେନ ରେ ଢ଼ାଙ୍କୁଣୀ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି l ହୋଲି ଦିନ ଗାଇଟି ଉକ୍ତ ଡ୍ରେନ ରେ ପଡିଯାଇଥିବା ବେଳେ ଉକ୍ତ ଗାଈକୁ ଉଦ୍ଧାର କରିବା ପାଇଁ ଏନଏସି ପରିମଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା l ହେଲେ ଉକ୍ତ ଗାଈକୁ ଉଦ୍ଧାର କରିବା ପାଇଁ କୌଣସି ଏନଏସି କର୍ତ୍ୟୁପକ୍ଷ ଆସିଲେନାହିଁ l ଉକ୍ତ ଗାଈ କୁ ବାହାର କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ l
ଅନ୍ୟପକ୍ଷରେ ଖବର ପାଇ ଯୁବ ସ୍ବେଛାସେବୀ କେ. ଏଲେୟା ରେଡି , ପ୍ରଭାତ ସାହୁ, ଜିତୁ ବାରିକ, ଆକାଶ ଗୌଡ଼, ସୀମାଞ୍ଚଳ ପ୍ରମୁଖ ପହଞ୍ଚି ଗାଈଟିକୁ ଏକ ରସି ଓ ବଲ୍ଲା ସାହାଯ୍ୟରେ ଉଦ୍ଧାର କରିଥିଲେ l ଯୁବ ଗୋଷ୍ଟିଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି l

News Comment

You Might Also Like

BACK TO TOP