Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବାଲିଆ ଗାଁରେ ଆରଡ଼ି ରାସ୍ତା କାମ ସମୟରେ ଠିକାଦାର ଭାଙ୍ଗିଦେଲେ ପାଇପ ଲାଇନ |

19-Mar-2025

ବାଲିଆ ଗ୍ରାମରେ ଆରଡ଼ି ବିଭାଗ ଠିକାଦାର ଙ୍କ ମନ ମାନି,

(ରାସ୍ତା ତିଆରି କାମରେ  ଭାଙ୍ଗିଦେଲେ ପାନୀୟ ଜଳ ଯୋଗାଣ  ପାଇପ |

             ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲଜ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ବାଲିଆ ଛକ ଠାରୁ  ୟୁ ଡ଼ିଏସ ପୁର  ଛକ ପର୍ଯ୍ୟନ୍ତ    ଛତ୍ରପୁର ଆରଡ଼ି ବିଭାଗ  ଦ୍ୱାରା ରାସ୍ତା କାମ  ଚାଲିଥିଲା ସମୟରେ ଲୋକଙ୍କ ପାନୀୟ ଜଳ ଯୋଗାଣ ପାଇଁ  ପଡ଼ି ଥିବା ପାଇପ  ଗୁଡିକୁ ଠିକା ଦାର  ସେହି ପାଇପ  ଗୁଡିକ  ଭାଙ୍ଗି ନଷ୍ଟ କରି ଦେଇଛନ୍ତି |  ଯାହାଦ୍ୱାତା  ଗାଁରବିଶେଷ କରି ହରିଜନ ଲୋକଙ୍କୁ  ତିନି ଦିନ ହେଲା ପାଣି ମିଳୁ ନାହିଁ, ଯାହାଫଳରେ ଖରାଦିନେ ପାଣି ପାଇଁ ଡହଳ ବିକଳ ଲୋକମାନେ | ତେବେ ଏହା ଉପରେ  କେ ଏନ ପୁର  ସରପଞ୍ଚ  ମଧ୍ୟ ଏହାଉପରେ ବିଭାଗୀୟ ଏସଡିଓ ଙ୍କ ପୁର୍ଣ ଚନ୍ଦ୍ର ବେହେରା ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗା ଯୋଗ ସମ୍ଭବ ହୋଇ ପାରି ନଥିଲା  ବୋଲି  ସରପଞ୍ଚ କହିଛନ୍ତି | 
ତେବେ ଠିକାଦାର  ଙ୍କୁ ପାଇପ ଭାଙ୍ଗିବା କଥା କହିଲେ  ସେ ମୁଁ କଣ କରିବି ବୋଲି କହିଛନ୍ତି  | ତେବେ ଏବେ ପ୍ରଚଣ୍ଡ ରୌଦ୍ର ତାପ ସହିତ ପିଇବା ପାଣି ସମସ୍ୟା ବାଲିଆ  ଲୋକଙ୍କ ପାଇଁ ସମସ୍ୟା ବଢ଼େଇ ଦେଇଛି  | କିନ୍ତୁ ଏହି ସମୟ ରେ  ପାଣି ସମସ୍ୟା କିଛି ମାତ୍ରାରେ ଦୂର କରିବା ନିମିତ୍ତ ସେହି ଗାଁ ର  ସମାଜ ସେଵୀ ତଥା ରାଜ ନୀତି  ମାଷ୍ଟର ମାଇଣ୍ଡ  ଏନ ରାମଚନ୍ଦ୍ର ରେଡି  ଟେଙ୍କର ରେ ନେଇ ଲୋକମାନଙ୍କୁ ପାଣି ଯୋଗାଉ ଛନ୍ତି |  ଲୋକମାନଙ୍କ  ପାଣି କଷ୍ଟ ଦୁରକରିବା ପାଇଁ ନୂତନ ଭାବେ ପାଇପ ପକାଯାଇ ଲୋକଙ୍କୁ ପାଣି ଯୋଗାଣ ପର୍ଯ୍ୟନ୍ତ  ଟେଙ୍କର ରେ ପାଣି ସପ୍ଲାଇ କରାଯିବ ବୋଲି ରାମଚନ୍ଦ୍ର ରେଡି କହିଛନ୍ତି | ତେବେ କେବେ ପୁଣି ଏହି ରାସ୍ତାରେ ପାଇପ ପଡିବ ଓ କେବେ ଲୋକଙ୍କୁ ପାଣି ଯୋଗାଣ ହେବ ତାହା ଲୋକଙ୍କ ମନରେ ପ୍ରଶ୍ନ ବାଚୀ  ସୃଷ୍ଟି କରିଛି |  ତେବେ ଠିକା ଦାର ଙ୍କ ମନ ମୁଖୀ ଯୋଗୁଁ ଏପରି ଦଶା ଲୋକେ ଭୋଗୁ ଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା  ହେଉଛି |

News Comment

You Might Also Like

BACK TO TOP