Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଖଲ୍ଲିକୋଟ ଆର୍ଟ କଲେଜ ଓ ମଣୀନାଗେଶ୍ୱରୀ ସିଲେଇ କେନ୍ଦ୍ର କୁ ସଂସ୍କୃତି ସଚିବ ଙ୍କ ପରିଦର୍ଶନ |

23-Mar-2025

ସଂସ୍କୃତି ସଚିବ ଙ୍କ ଖଲ୍ଲିକୋଟ ସରକାରୀ ଚାରୁ ଓ କରୁକଳା ମହାବିଦ୍ୟାଳୟ ଓ ମଣିନାଗେଶ୍ୱରୀ ସିଲେଇ କେନ୍ଦ୍ର ପରିଦର୍ଶନ |

ଓଡିଶା ଜନମତ,ଖଲ୍ଲିକୋଟ, ମାଧବ ବେହେରା, 23/3:

ରାଜ୍ୟ ସଂସ୍କୃତି ବିଭାଗ ଓ ହରିଜନ ଆଦିବାସୀ କଲ୍ୟାଣ ବିଭାଗ ସଚିବ ସଂଜୀବ କୁମାର ମିଶ୍ର ଅଚାନକ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ବୁଝିବା ସହ ମହାବିଦ୍ୟାଳୟ ର ରକ୍ଷାଂବେକ୍ଷଣ ଓ ମରାମତି ପାଇଁ ରାଜ୍ୟ ସଂକୃତି ବିଭାଗ ଦୁଇ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଏହାର ସଠିକ ବିନିଯୋଗ ତ୍ବରାନ୍ୱିତ କରିବା ଓ ମହାବିଦ୍ୟାଳୟ ର ଏକ ନୂତନ ଓ ପୂର୍ଣ୍ଣାଙ୍ଗ କୋଠା ନିର୍ମାଣ ଆଇ ଆବଶ୍ୟକ ଡି ପି ଆର ପ୍ରସ୍ତୁତି କରି ରାଜ୍ୟ ସରକାର ଙ୍କୁ ପଠାଇବା ପାଇଁ ମହାବିଦ୍ୟାଳତ ର ଅଧକ୍ଷ ପ୍ରମୋଦ କୁମାର ମଲ୍ଲିକ ଙ୍କ ଓ ଅନ୍ୟାନ୍ୟ କର୍ମଚାରୀ ସମେତ ପୂର୍ତ୍ତ ବିଭାଗ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ |ସେହିପରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମ ଠାରେ ମହିଳା ଗୋଷ୍ଟି ମାନଙ୍କ ଦ୍ୱାରା ପରିଚାଲତ ମା ମଣିନାଗେଶ୍ୱରୀ ତୈଳରିଙ୍ଗ ୟୁନିଟ କୁ ଯାଇ ମହିଳା ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସିଲେଇ କାମ ଗୁଡିକ ଦେଖି ଉଚ୍ଚ ପ୍ରଶଂସା କରିଥିଲେ ଓ ମହିଳା ମାନବକ ଆୟ ବ୍ୟୟ ସମ୍ପର୍କ ଓ ସରକାରୀ ଓ ବ୍ୟାଙ୍କ ସହତଟା ସମ୍ପର୍କ ରେ ପଚାରି ବୁଝି ଥିଲେ |ମହିଳା ମାନେ ସଂସ୍କୃତି ସଚିବ ଶ୍ରୀ ମିଶ୍ର ଙ୍କୁ ବନ୍ଦାପନା କରି ଉପଢୌକନ ଦେଇ  ସିଲେଇ କେନ୍ଦ୍ର କୁ ପାଛୋଟି ନେଇଥିଲେ |ସଂସ୍କୃତ ସଚିବ ଙ୍କ ସହ  ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମଧୁମିତା ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସମଲ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଖଲ୍ଲିକୋଟ ତହସିଲଦାର ଡି ମଲେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP