Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଲଘୁଚାପ ବର୍ଷା ଜନିତ କ୍ଷତି ପୁରଣ ଟଙ୍କା ଆକ୍ସିସ ବେଙ୍କ ଚାଷୀଙ୍କ ଖାତା କୁ ନ ଆସିବାରୁ ଚାଷୀଙ୍କ ବେଙ୍କ ଆଗରେ ଧାରଣା ||

24-Mar-2025

ଲଘୁଚାପ ଜନିତ କ୍ଷତି ପୂରଣ ଟଙ୍କା ଆକ୍ସିସ ବେଙ୍କ ଦେଇନଥିବାରୁ ବେଙ୍କ ଆଗ ରେ ଚାଷୀଙ୍କ ଆନ୍ଦୋଳନ  |

ଓଡିଶା  ଜନମତ  ବ୍ୟୁରୋ,

ଗତ2024  ଡିସେମ୍ବର ମାସ ରେ ଲଘୁଚାପ ଜନିତ ବର୍ଷା ଯୋଗୁଁ  ଚାଷୀଙ୍କ ଧାନ ଫସଲ ଓ ପନିପରିବା ଚାଷ  କ୍ଷତିଗ୍ରସ୍ତ ହୋଇ ଥିଲା  | ଏହି ଘଟଣା କୁ ହୃଦୟଙ୍ଗମ କରି ରାଜ୍ୟ ମୁଖ୍ୟମନ୍ତ୍ରୀ   ମୋହନ  ଚରଣ ମାଝୀ  ରାଜସ୍ବ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତକଥାବାର୍ତା କରିଥିଲେ | ରାଜସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ  କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଘୋଷଣା କରି ଏହା ଉପରେରାଜସ୍ବ ବିଭାଗ ସଚିବ ଙ୍କୁ ନିର୍ଦେଶ ଦେଇଥିଲେ | ବିଭାଗୀୟ ସଚିବ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ କହିଥିଲେ | ତେବେ ଜିଲ୍ଲା ପାଳଙ୍କ ନିର୍ଦେଶକ୍ରମେ ସବୁ ତହସିଲଦାର ଓ ଆରଇ ମାନେ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ସରକାର ଙ୍କୁ ରିପୋର୍ଟ ଦେଇଥିଲେ | ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରିପୋର୍ଟ ଦେଖି କ୍ଷତି ପୂରଣ ଟଙ୍କା ଜିଲ୍ଲା ପାଳ ଅଫିସ ଓସେଠାରୁ ତହସିଲଦାର ଙ୍କ ଅଫିସ କୁ ପଠାଇ ଥିଲେ  |  ତେବେ ପୁରୁଷୋତ୍ତମପୁର ତହସିଲ ଦାର ବିନୋଦ କୁମାର ବେହେରା26ଗୋଟିପଞ୍ଚାୟତଓ ଏନଏସି ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କ ଏକାଉଣ୍ଟ କୁ ଟଙ୍କା ପଠାଇବା ନିମନ୍ତେ ପୁରୁଷୋତ୍ତମପୁର ରେ ଥିବା ଆକ୍ସିସ ବେଙ୍କ ଙ୍କୁ ଚେକ ପଠାଇଥିଲେ  | ତେବେ ଆକ୍ସିସ ବେଙ୍କ ର ମନମୁଖୀ ଯୋଗୁଁ କିଛି ପଞ୍ଚାୟତର ଚାଷୀଙ୍କ ଖାତା କୁ  ଟଙ୍କା ପଠାଇ ଅନ୍ୟ ପଞ୍ଚାୟତ ର ଚାଷୀଙ୍କ ଖାତାକୁ ଟଙ୍କାପଠାଇ ନଥିବାରୁ ଏବଂ ଚାଷୀମାନେ ବାରମ୍ବାର ବେଙ୍କ କୁ ଆସି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବାରୁ ବାଲିଆ, ଆଲଡ଼ି ଗାଁ ଓ   ଖାଜିପାଲୀ  ଗ୍ରାମର  ବହୁ ଚାଷୀ  ଏବଂ ସରପଞ୍ଚ ପ୍ରତିନିଧି ରାଜୀବ ଲୋଚନ ବେହେରା, ନ୍ୟାୟ ସରପଞ୍ଚ ଝଡିଆ ବେହେରା, ଏବଂ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ିଙ୍କ ସହିତ  ବହୁ ଚାଷୀ ଏବଂ ଏନଏସି ର 14 ନଂ ୱାର୍ଡ କୁମ୍ଭାରୀ ର ଅମର ପଣ୍ଡାଓ କିଛି ଚାଷୀ ଆକ୍ସିସ ବେଙ୍କ ସମ୍ମୁଖରେ ଧାରଣା ରେ ବସିଥିଲେ |  ବାଲିଆ ଗ୍ରାମର 369 କ୍ଷତିଗ୍ରସ୍ତ ଚାଷୀ, ଅଲାଡ଼ି ଗାଁ ର 120 ଚାଷୀ, ଓ ଖାଜି ପଲ୍ଲୀ ର 168 ଚାଷୀ, ଏବଂ କେଏ ନ ପୁର ର 201 ଚାଷୀ ଅଟନ୍ତି  | ତେବେ ସେଠାରେ ଗଣ ମାଧ୍ୟମ ପ୍ରତିନିଧି  ଏହା ଉପରେ ବେଙ୍କର ମେନେଜର ଅଶ୍ୱିନୀ କୁମାର ଦାଶ ଙ୍କୁ ପଚାରି ବାରୁ  ମାର୍ଚ୍ଚ ମାସ  ରେ କାମ ଗହଳି ସହିତ  ଅଧିକାଂଶ ଦିନ ଲିଙ୍କ ଫେଲ ଯୋଗୁଁ ଟଙ୍କା ଯାଇନଥିବା ବୋଲି ମେନେଜର କହିଥିଲେ |  ତେବେ ଆଜି ସନ୍ଧ୍ୟା ସୁଦ୍ଧା ଚାଷୀଙ୍କ ଖାତାକୁ ଟଙ୍କା ପହଞ୍ଚି ଯିବ ବୋଲି ପ୍ରତିଶୃତି ଦେଇ ଥିଲେ | କିଛି ଚାଷୀଙ୍କୁ ମଧ୍ୟ ମିଡ଼ିଆ ସମ୍ମୁଖରେ ଏହି ଉତ୍ତର ଦେଇ ଧାରଣା ରୁ ଉଠିଯିବାକୁ କହିଥିଲେ | ତେବେ ଆଜି ଯଦି ଚାଷୀଙ୍କ ଖାତାକୁ ଟଙ୍କା ନଯାଏ ତେବେ ବୁଧୁବାର ଦିନ ପୁଣି ବ୍ଲକରେ ଟଙ୍କା ମିଳିନଥିବା ଚାଷୀମାନେ ଆସି ସାମୁହିକ ଭାବେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି |

News Comment

You Might Also Like

BACK TO TOP