Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଖଲ୍ଲିକୋଟ ବ୍ଲକ ରେ ଆରମ୍ଭ ହେଲା ଅନ୍ତୋର୍ଦୟ ଗୃହନିର୍ମାଣ ଯୋଜନା |

30-Mar-2025

ଖଲ୍ଲିକୋଟ ବ୍ଲକ ରେ ଶୁଭାରମ୍ଭ ହେଲା "ଅନ୍ତୋଦୟ ଆବାସ ଯୋଜନା, ଉପକୃତ ହେବେ    248      ହିତାଧିକାରୀ  |

ଓଡିଶା ଜନମତ, ଖଲ୍ଲିକୋଟ ମାଧବ ବେହେରା,
30/3 :
ନିମ୍ନ ଆୟ ବର୍ଗ ର ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡି କ୍ଷତିଗ୍ରସ୍ତ, ହାତୀ ଉପଦ୍ରଵ ଓ ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ ରାଜ୍ୟ ପଂଚାୟତ ଓ ପାନୀୟ ଜଳ ବିଭାଗ ତରଫ ରୁ ଆରମ୍ଭ ହୋଇଥିବା "ଅନ୍ତୋଦୟ ଆବାସ " ଯୋଜନା ର ର ଶୁଭାରମ୍ଭ ହୋଇଛି |ରାଜ୍ୟ ମୁଖ୍ୟମନ୍ତ୍ରୀ ଆଭାସୀ ଯୋଜନା ମାଧ୍ୟମ ରେ ଶୁଭାରମ୍ଭ କରିଥିଲେ | ଖଲ୍ଲିକୋଟ ବ୍ଲକ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ର ଏକ ଘଣ୍ଟା ବିଳମ୍ବ ରେ ଆରମ୍ଭ ହୋଇଥିଲା |ଯା ଫଳରେ ବ୍ଲକ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା  ହିତାଧିକାରୀ ଓ ମହିଳା ଗୋଷ୍ଟି ର ସଦସ୍ୟ ମାନେ 43  ଡିଗ୍ରୀ ଖରାରେ ସିଝୁ ଥିବା ଦେଖିବାକୁ ମିଳିଥିଲା |ଉକ୍ତ ଯୋଜନା ମାଧ୍ୟମ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର248  ଜଣ ହିତାଧିକାରୀ ଉପକୃତ  ହେବେ ବୋଲି ଜଣାଅପଡ଼ିଛି | ତେବେ ଆବାସ ଯୋଜନା ରେ ଏକ ଲକ୍ଷ୍ୟ କୋଦିଏ ହଜାର ଟଙ୍କା ମିଳିବ |ତିନିମାସ ରେ ନିର୍ମାଣ କାର୍ଯ୍ୟ ସାରିଲେ 20 ହଜାର ଓ 6 ମାସ ରେ ନିର୍ମାଣ କାର୍ଯ୍ୟ ସାରିଲେ 10 ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବା ସହ ମନେରେଗା ଓ ଅନ୍ୟାନ୍ୟ ଯୋଜନାରୁ ମଧ୍ୟ ସୁବିଧା ମିଳିବ ବୋଲି ଜଣାପଡିଛି | କାର୍ଯ୍ୟକ୍ରମ ରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସମଲ ଓ ବ୍ଲକ ର ସହ ନିର୍ବାହୀ ଯନ୍ତ୍ରୀ  ହରି କୃଷ୍ଣ ସାହୁ ଓ  କୁମାରୀ ଦାସ, ଉପାଧ୍ୟାଖ୍ୟା ଭାରତୀ ମହାରଣା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରି ଯୋଜନା ସମ୍ପର୍କ ରେ ସୂଚନା ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ,, କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ, କହେଁଇପୁର ସରପଞ୍ଚ ପ୍ରକାଶ ଶାସମଲ, ବାକୁଟୁଗାଁ ସରପଞ୍ଚ ଗଣେଶ ସାହୁ, ବାଣିଆ ସରପଞ୍ଚ ପ୍ରତିନିଧି ସିମାଞ୍ଚକ ଦୋରା, ମଥୁରା ସରପଞ୍ଚ ମେହମତ୍ତ ସେଠୀ,ତାଳପଡା ସରପଞ୍ଚ ମନୋଜ ସେଠୀ ପ୍ରମୁଖ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP