Breaking News

ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||     

ବଡ଼ ଖରିଡା ଶୀତଳ ଷଷ୍ଠି ଯାତ୍ରା ରେ ଯୋଗ ଦେଲେ କବିସୂର୍ଯ୍ୟନଗର ବିଧାୟକ |

07-Jun-2025

ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଲେ ବିଧାୟକ ପ୍ରତାପ ନାୟକ |

ଓଡିଶା ଜନମତ, ପୁରୁଷୋତ୍ତମ ପୁର, ଶୁଭଙ୍କର ଦ୍ଦାଶ, ତା-07/06/25,

ପାରମ୍ପରିକରୀତି ନୀତି ପ୍ରକାରେ ଓ ଆଡମ୍ବର ସ‌ହକାରେ ମହା ସମାରୋହ ରେ ପ୍ରଭୁ କାଳେଶ୍ଵର ( ଚନ୍ଦ୍ରଶେଖର ମହାଦେବଙ୍କସହ ମାତା ପାର୍ବତୀ ଙ୍କ) ବିଭାହ ସମ୍ପନ୍ନ ଓ ଶୀତଳ  ଷଷ୍ଠୀ ଯାତ୍ରା ଶେଷ ହୋଇଯାଛି | ଏହି ଅବସର ରେ ବାଣିଆ ଗ୍ରାମର  କଳାଠାକୁର ନାଟ୍ୟ ସଙ୍ଘ ର ରାମାୟଣ ନାଟକ ବଡ଼ ଖରିଡା ଗ୍ରାମରେ  ମଞ୍ଚସ୍ଥ ହୋଇଯାଇଛି।
ଠାକୁରଙ୍କ ଏହି ବିବାହ କାର୍ଯ୍ୟକ୍ରମ ପାଇଁ ସବୁ ଦେବ, ଦେବୀ ଓ ଶିବଭକ୍ତ ଏବଂ ଲୋକଙ୍କ ମନୋରଞ୍ଜନ ନିମନ୍ତେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା | ଏହି ନାଟକ କୁ କବିସୂର୍ଯ୍ୟ ନଗର ବିଧାୟକପ୍ରତାପ ଚନ୍ଦ୍ର ନାୟକ ଉଦଘାଟନକରି ଥିଲା ବେଳେ ତାଙ୍କ ସହଖରିଡା ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଦଳେଇ,ଯୁବ ନେତା ସୀତାରାମପାଣିଗ୍ରାହୀ,
ସରୋଜ ଦାଶ,ଲିଟୁନ ଦାଶ, ଭୁତ ସରସିଙ୍ଗି ସରପଞ୍ଚ  ମନୋଜ ଦାଶ, ଅରଖ ପୁର ପୂର୍ବତନ ବ୍ଳକ ଅଧକ୍ଷ ସୂର୍ଯ୍ୟ ନାରାୟଣ  ପଣ୍ଡା,ପ୍ରଶାନ୍ତ କୁମାର ଦାଶ,  କାଉନ ସିଲର ଭାସ୍କର ବେହେରା, ଙ୍କ ସହିତବଡ଼ ଖରିଡା  ଗ୍ରାମ୍ୟ ନେତା  ମୋହିନୀ ଗଉଡ଼, ଗୋପାଳ ବାରିକ, ଟିକି ତ୍ରିପାଠୀ, ବଣ୍ଟି ବାରିକ, ତାପସ ପ୍ରଧାନ, ହର ପ୍ରସାଦ ମିଶ୍ର,କାଳୁ ଚରଣ ପ୍ରଧାନ, ଟୁଲୁ ମୁନି,ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ଙ୍କ ସହିତ ଗ୍ରାମବାସୀ, ଯୁବ ଗୋଷ୍ଟି, ସ୍ଵେଛା ସେଵୀ ଏହି ନାଟକ ପରିବେଷଣ ରେସକ୍ରିୟ ରହି ସହଯୋଗ  କରିଥିଲେ |

News Comment

You Might Also Like

BACK TO TOP