Breaking News

ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||     

ପିପୁଲ୍ସ ପ୍ରେସ ଟ୍ରଷ୍ଟ ର ଷଷ୍ଠ ବାର୍ଷିକଉତ୍ସବ ଅନୁଷ୍ଠିତ ||

22-Mar-2026

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ୬ଷ୍ଠ ବାର୍ଷିକୋତ୍ସବ  ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ।

ଓଡିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ୨୨/୦୩/୨୬:--

 ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ୬ଷ୍ଠ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ Answer Academy ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାର୍ଷିକୋତ୍ସବ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ନିରଞ୍ଜନ ଶତପଥି,ବିଭାଗୀୟ ମୁଖ୍ଯ,ଆଞ୍ଚଳିକ ମହାବିଦ୍ୟାଳୟ,ଜଗନ୍ନାଥପ୍ରସାଦ, ଡ.ଲକ୍ଷ୍ମୀନାରାୟଣ ଦାଶ,ସମ୍ପାଦକ, ତ୍ରିଧାରା ସାହିତ୍ଯ ସଂସଦ,ଯୋଗ ଦେଇଥିବାବେଳେ କବିତା ସଂଯୋଜନା କରିଥିଲେ ଡ. ସ୍ବାତିଶ୍ରୀ ଦାଶ ଓ ଦେବାଶିଷ ସ୍ବାଇଁ । ୩୫ ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ବାର୍ଷିକୋତ୍ସବ ପାଳନ ହୋଇଥିଲା। ବାର୍ଷିକୋତ୍ସବରେ ପିପିଟି ଅଧ୍ୟକ୍ଷା ଦେବସ୍ମିତା ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ଯ ଅତିଥି ଡ.ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧ୍ଯାପକ,ମୁଖ୍ଯ ବକ୍ତା ଭାବେ ଡ.(ଇଁ)ସଞ୍ଜୟ କୁମାର ପଣ୍ଡା,ମୁଖ୍ଯ ସମ୍ପାଦକ,"ବୌଦ୍ଧ ଚକ୍ର", ବିଶିଷ୍ଟ ଅତିଥି,ପ୍ରସାଦ ରାଓ,ବରିଷ୍ଠ ସାମ୍ବାଦିକ, ସମ୍ମାନିତ ଅତିଥି ମିହିର କାନ୍ତ ଶତପଥି, ଶିକ୍ଷାବିତ୍, ସମ୍ପାଦକ ସମରଜିତ୍ ମହାନ୍ତି,ଉପ ସଭାପତି ବିଘ୍ନେଶ୍ୱର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। “ଗଣ ମାଧ୍ୟମ ଓ କୃତ୍ରିମ ବୁଦ୍ଧିମତ୍ତା” ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ସାମ୍ବାଦିକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ,ମାନ ପତ୍ର ସହିତ ୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ, ପିପିଟି ସାହିତ୍ୟ ସମ୍ମାନ ଡ.(ଇଁ)ସଞ୍ଜୟ କୁମାର ପଣ୍ଡା,ମୁଖ୍ଯ ସମ୍ପାଦକ "ବୌଦ୍ଧ ଚକ୍ର "ସମ୍ମାନିତ କରାଯାଇଥିଲା,ପିପିଟି ନବକଳିକା ସମ୍ମାନ ଜୁଏଲ ଶତପଥୀ,ପିପିଟି ସଂସ୍କୃତି ସମ୍ମାନ ରାଜେନ୍ଦ୍ର ପାତ୍ର । ୩୫ ଜଣ କବିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। "ବୌଦ୍ଧ ଚକ୍ର" ସଂସ୍କରଣକୁ ଉନ୍ମୋଚିତ କରାଯାଇଥିଲା ।  ପିପିଟି ପକ୍ଷରୁ ସହ ସମ୍ପାଦକ ନାରାୟଣ ମିଶ୍ର, ଏସ୍.ବିଜୟ ଲକ୍ଷ୍ମୀ,ସପ୍ନେଶ୍ବର ପାଣିଗ୍ରାହୀ, ଉମାଚରଣ ପଟ୍ଟନାୟକ, ଟି.ଶରତ କୁମାର ସୁବୁଦ୍ଧି,ସନ୍ତୋଷ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାନା କରିଥିଲେ।

News Comment

You Might Also Like

BACK TO TOP