Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉଛବ ସିଦ୍ଧ ଗୋରଖ ନାଥ ମନ୍ଦିର ର ଅନୁଷ୍ଠିତ |

19-Sep-2026

ସିଦ୍ଧ ଗୋରକ୍ଷନାଥ ମନ୍ଦିରର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ  ଅନୁଷ୍ଠିତ l 
ଓଡିଶା ଜନମତ, ଭୁବନେଶ୍ୱର,

 ଜ୍ୟୋତିରଞ୍ଜନ ପଟ୍ଟନାୟକ :----

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଟୋରି ଠାରେ ଥିବା ସିଦ୍ଧ ଗୋରକ୍ଷ ନାଥ ମନ୍ଦିର ତାର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବେଶ ଆନନ୍ଦ ଉଲ୍ଲାସରେ ପାଳିତ କରିଛି l ଏହି କାର୍ଯ୍ୟକ୍ରମ କୁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଆସି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଟି ମନ୍ଦିର ପରିଚାଳନା କମିଟି 
ସଭାପତି  ନୀଳମଣି ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ସିଦ୍ଧ ପରିବାର ମହିଳା ଓ ପୁରୁଷ ସହଯୋଗ କରିଥିଲେ l ମନ୍ଦିର କମିଟି ସଦଶ୍ୟ ମାନଙ୍କ ଶ୍ରଦ୍ଧା, ଭକ୍ତି କାର୍ଯ୍ୟକ୍ରମ କୁ ଯେତିକି ସୁନ୍ଦର କରିପାରିଥିଲା ସେତିକି ଶୃଙ୍ଖଳିତ ଭାବେ ବି ହୋଇଥିଲା l ଏହି ଉତ୍ସବକୁ ବିଭିନ୍ନ ଜିଲ୍ଲାରୁ ଅନେକ ସିଦ୍ଧ ପରିବାର ନିଜ ଖର୍ଚରେ ଗାଡ଼ି କରି ଆସି ପହଂଚି ନିଜ ନିଜର ସ୍ମୃତି ସବୁ ବଖାଣି ଥିଲେ l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ କୁମାର ମିଶ୍ର ଯୋଗଦେଇ ସିଦ୍ଧ ପରିବାର ଜନ୍ମଦାତା ସିଦ୍ଧ ସ୍ୱାମୀ ହରଦାସ ଜି ଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ କୀର୍ତ୍ତିମାନ ଉପରେ ଉପସ୍ଥିତ ଭକ୍ତ ମାନଙ୍କୁ ବୁଝାଇଥିଲେ l ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ଆମେ ଆସି ତାଙ୍କ ସ୍ମୃତି ଚାରଣା କରି ମନ୍ଦିର ଖଣ୍ଡେ କରିପାରିଛେ, ତେଣୁ ତାଙ୍କ ବାଟ ଦେଇ ଆମକୁ ଯିବାକୁ ପଡିବ ବୋଲି ସେ କହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ କଲେଜ ଅଧକ୍ଷା ଡାକ୍ତର ପ୍ରତିଭା ମହାରଥୀ ଯୋଗଦେଇ ହରଦାସ ଜି ଙ୍କ ବିଭିନ୍ନ ରୋଗ ଉପଚାର ସମ୍ପକରେ କହିଥିଲେ ଓ ସେଥିରୁ ମୁକ୍ତି ପାଇଁ ସମସ୍ତେ ଧ୍ୟାନ ଦେବାକୁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସିଦ୍ଧ ପରିବାର ର ବହୁ ଭକ୍ତ ଯଥା ସୌଭାଗିନୀ ମହାପାତ୍ର, ସନ୍ଧ୍ୟାରାଣୀ ସାହୁ, ଚନ୍ଦ୍ରକଳା ଘଡେଇ, ବିଜୟ ଲଷ୍ମୀ ସାହୁ, ପୁଷ୍ପରେଣୁ ପଣ୍ଡା, ମମତା ପାଢ଼ୀ, କଳ୍ପନା ଜେନା, ଶୁଭ ସ୍ମିତା ସାହୁ, ଗୋବର୍ଧନ ପାଢ଼ୀ, ଧର୍ମାନନ୍ଦ ପୃଷ୍ଟି ଓ ମୁରଲୀଧର ପରିଡା ପ୍ରମୁଖ ସହଯୋଗ କରିବା ସହିତ ଭକ୍ତ ମାନଙ୍କ ପ୍ରତି ଅକୁଣ୍ଠ ସ୍ନେହ, ସୁଭେତ୍ସା ଜଣାଇଥିଲେ l ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା l

News Comment

You Might Also Like

BACK TO TOP