Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପଦ୍ମପୁର ରେ ଏବିସିଡ଼ି ର ରଙ୍ଗା ରଙ୍ଗ ନୁଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ||

16-Sep-2026

ପଦ୍ମପୁରରେ ଏବିସିଡ଼ି ର ରଙ୍ଗାରଙ୍ଗ ନୂଆଁଖାଇ ମହୋତ୍ସବ
ଓଡିଶା ଜନମତ ବରଗଡ଼ - ମନୋହର ଦାଶ

ପଦ୍ମପୁର  ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ଏବିସିଡ଼ି ଆୟୋଜିତ ବୋଡ଼ାସମ୍ବର ନୂଆଁଖାଇ ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଯାଇଛି। ଜାତି, ଧର୍ମ ନିର୍ବିଶେଷରେ ବିଭିନ୍ନ ଅନୁଷ୍ଠାନର ମିଳନ ପେଣ୍ଠସ୍ଥଳୀର ମଞ୍ଚରେ ଏହି ମହୋତ୍ସବ ସଭାପତି ଅନିଲ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ପାରମ୍ପରିକ ରୀତିରେ ଗାଁ ଝାଙ୍କର ସୁରେଶ ଡୁଡୁକାଙ୍କ ଦ୍ୱାରା ସମଲେଶ୍ୱରୀ ମାଁ ଙ୍କ ପୂଜାର୍ଚ୍ଚନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂଗୀତ ଓ ନୃତ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁଙ୍କ ଏକ ଟଙ୍କିକିଆ ସଂଗୀତ ବିଦ୍ୟାଳୟର ପ୍ରାରମ୍ଭିକ ସଂଗୀତ ଓ ଉଚ୍ଚକୋଟୀର ଲୋକସଂସ୍କୃତି ଆଧାରିତ  ନୃତ୍ୟ ସମ୍ଭାର ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ପୁରୀ କହିଥିଲେ ଯେ, ନୂଆଁଖାଇ ଭେଟଘାଟ ସାମ୍ପ୍ରତିକ ସମାଜରେ ସଂସ୍କୃତିର ଅବକ୍ଷୟକୁ ଉଜ୍ଜୀବିତ ଓ ପୁନରୁଦ୍ଧାର କରିବା ପାଇଁ ଏକ ପ୍ରୟାସ। ଏହି ମଞ୍ଚ ଜାତି ଧର୍ମ ନିର୍ବିଶେଷରେ କ୍ରୀଡା, କୃଷି, ସାହିତ୍ୟ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବାର ପବିତ୍ର ସ୍ଥାନ।

ମୁଖ୍ୟବକ୍ତା ଭାବେ ପରମାଲ କଲେଜର ଅଧ୍ୟକ୍ଷ ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ପରାମର୍ଶଦାତା ମଣ୍ଡଳୀ ସଦସ୍ୟ ଡଃ. ମନୋଜ ପଣ୍ଡା ତାଙ୍କ ଓଜସ୍ୱିନୀ ଭାଷଣରେ ନୂଆଁଖାଇ ପରମ୍ପରାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଶାଶ୍ୱତ ମିଶ୍ରଙ୍କ ଲୋକସଂଗୀତ ଓ ସଂଗୀତ ସମିତି ପଦ୍ମପୁରର ମ୍ୟୁଜିକ ଡାଇରେକ୍ଟର ରମେଶ ଗୁର୍ଲାଙ୍କ ସଂଯୋଜନା ସମଗ୍ର ପରିବେଶକୁ ମୁଖରିତ କରିଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଦୂର ପଶ୍ଚିମବଙ୍ଗର ପୁରୁଲିଆ ଛଉ ନୃତ୍ୟ ନାଟିକା `ମହିଷାମର୍ଦିନୀ`, ନୃତ୍ୟଭୂମି କଟକର ଓଡିଶୀ ନୃତ୍ୟ, ମହାରାଷ୍ଟ୍ର ଲୋକନୃତ୍ୟ, ପ୍ରତିଭା ଅନୁଷ୍ଠାନ ଭବାନୀପାଟଣାର କଳାହାଣ୍ଡି ଲୋକନୃତ୍ୟ ଏବଂ ରଙ୍ଗବତୀ ନୃତ୍ୟ ପରିବେଷିତ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ବ୍ୟଙ୍ଗ କବି ହରିଲାଲ ସାହୁ, ମୁନିଲାଲ କୁମ୍ଭାର, ଏବଂ ଅଧିକାର ସା ଙ୍କ ବ୍ୟଙ୍ଗ କବିତା ଗୁଡିକ ଦର୍ଶକ ଙ୍କ ମନ ମୋହିତ କରିଥିଲା।

ଏହି ଅବସରରେ ବିଶିଷ୍ଟ ଚାଷୀ, ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାରେ ସଫଳତା ଅର୍ଜନ କରିଥିବା ପରି ମେହେର ଓ ତାଙ୍କ ଭାଇ ରାଜ ମେହେର, ଚେସ୍ ରେ ପ୍ରଥମରୁ ଷଷ୍ଠ ସ୍ଥାନ ଅଧିକାର କରିଥିବା ସୁବର୍ଣ୍ଣପୁର ଜିଲ୍ଲା ଓ ଛତିଶଗଡ଼ର ଖେଳାଳି, ଚାମ୍ପିୟାନ ତଥା ମାରାଥନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତମାନଙ୍କୁ ମୁଖ୍ୟ ଅତିଥି ବରଗଡ଼ ଜିଲ୍ଲା ଉନ୍ନୟନ ପରିଷଦର ଚେୟାରମ୍ୟାନ ଗୋବର୍ଧନ ଭୁଏଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମକୁ , ସୁମନ୍ତ ସାହୁ, ଆଇନଜୀବୀ ତଥା ଅନୁଷ୍ଠାନର ପୂର୍ବତନ ସମ୍ପାଦକ ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଶାନ୍ତ ସଂଗ୍ରାମ ଭୋଇ, ଅଂଶୁମାନ ମେହେର, ଅମୀୟ ପୁରୋହିତ, ସରୋଜ ଦାନୀ,ସରୋଜ ଯୋଶୀ,ସହଦେବ ମେହେର, ରବୀନ୍ଦ୍ର ଦାଶ,ଇନ୍ଦ୍ରମଣି ପୁରୋହିତ,ସୁନୀଲ ଭୋଇ, ଟୁନା ବାରିକ, ଗୋପବନ୍ଧୁ ଶିକ୍କା, ବିକ୍ରମ ପଧାନ ପ୍ରମୁଖ ସୁପରିଚାଳନା କରିଥିଲେ। ପରିଶେଷରେ ସହ-ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ

News Comment

You Might Also Like

BACK TO TOP