Breaking
News
Breaking
News
12-Oct-2026
ହିଞ୍ଜିଳି ପୋଲିସ ପକ୍ଷରୁ ଗଞେଇ ଜବତ ଓ ୩ ଜଣଙ୍କୁ କୋର୍ଟ ଚାଲାଣ।
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚନ୍ଦ୍ର ଚୌଧୁରୀ ;----
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଓ ଆସ୍କା ଏସ୍ ଡି ପି ଓ ହିଞ୍ଜିଳି ବସଷ୍ଟାଣ୍ଡ ରେ ସାଇକ୍ରିଷ୍ଣା ନାମକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ ଓ ୩ ଟି ଏୟାର ବ୍ୟାଗ୍ ରେ ୩ ଜଣ ଯୁବକ ଗଞେଇ ଧରି ବସିଥିଲା ବେଳେ ହିଞ୍ଜିଳି ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ସେମାନଙ୍କ ଠାରୁ ଉକ୍ତ ଗଞେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ଓଜନ ୮ କିଲୋ ୯୦ ଗ୍ରାମ୍ ବୋଲି ଜଣାପଡିଛି।
BACK TO TOP