Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |

25-Apr-2026

ପର୍ଯ୍ୟଟନସ୍ଥଳୀ  ତାରା ତାରିଣୀ ଓ ଜଉଗଡ଼କୁ ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ |

 ଓଡିଶା ଜନ ମତ ବ୍ୟୁରୋ 

ସମ୍ରାଟ ଅଶୋକ ଙ୍କ 11ଗୋଟି ଅନୁଶାସନ ଲେଖାହୋଇଥିବା  ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପାଣ୍ଡିଆ ନିକଟ ଜଉଗଡ଼ କୁ ଆଜି ପର୍ଯ୍ୟଟନ ସଚିବ ପରିଦର୍ଶନ କରି ସେଠିକାରସର୍ବନିମ୍ନ ମୌଳିକ ସୁବିଧା  ଏବଂ ଭିତ୍ତି ଭୂମିର ବିକାଶ  ସହିତଏହି ପୃଷ୍ଟ ଭୂମିର ଉନ୍ନତି,କଳିଙ୍ଗ ଯୁଦ୍ଧର ପାରବର୍ତ୍ତୀ ସବିଶେଷ ତଥ୍ୟାବଳୀ ଉପରେ ବୁଝିଥିଲେ | ଏହାସହ ପର୍ଯ୍ୟଟକ ଙ୍କ ମୁଖ୍ୟ  ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ଆଲୋକୀ କରଣ ଉତ୍ତମ ରାସ୍ତା, ସହିତ ଯାତ୍ରୀଙ୍କ ରହିବା  ବାସ ସ୍ଥଳୀ ଏବଂ ସ୍ୱାଦିଷ୍ଟ ଭୋଜନ ରବ୍ୟବସ୍ତା କିପରି ହେବ ତାହାଉପରେ ମଧ୍ୟ ସଚିବ  ଜିଲ୍ଲପାଳ ଙ୍କ ସହ ଆଲୋଚନା କରି ସେଠାରୁ ଫେରି  ଗଞ୍ଜାମ ର ଅଧିଷ୍ଠାତ୍ରୀ ଦେବୀ ତଥା ଦକ୍ଷିଣ ଓଡ଼ିଶାର ମୁଖ୍ୟ ଆରାଧ୍ୟ ଦେବୀ ମା ତାରାତାରିଣୀ ପୀଠକୁ ଆସି ପହଞ୍ଚିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ |ତାଙ୍କ ସହିତ  ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ,  ଅତିରିକ୍ତ ପର୍ଯ୍ୟଟନ ସଚିବ ସରୋଜକୁମାର ସ୍ୱାଇଁ ଛତ୍ରପୁର ଅତିରିକ୍ତ ଜିଲ୍ଲପାଳ

ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ ଅଧିକାରୀ ସମୀର କୁମାର ଜେନା, ଛତ୍ର ପୁର ଉପଜିଲ୍ଲା
ପାଳ ସୁଭାଶିଷ ବରାଳ,  ପୁରୁଷୋତ୍ତମପୁର ତହସିଲ
ଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ପୁରୁଷୋତ୍ତମ

ପୁର ବିଡ଼ିଓ ଶରତ କୁମାର ପାତ୍ର,ଙ୍କ ସହ ସେବାୟତ ବାପୁଜୀ ରଣା ଅନ୍ୟ ସେବାୟତ ମାନେ ଉପସ୍ଥିତ ରହି ସଚିବ ଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିବା ସହ ମନ୍ଦିର ଭିତରକୁ ନେଇ ପୂଜାର୍ଚନା କରି ସଚିବ ଓ ଅନ୍ୟମାନେ ମାଆଙ୍କ ଆଶିଷ ଭିକ୍ଷା ଲାଭ କରିଥିଲେ | ଏହାପରେ ବେଢ଼ା ପ୍ରଦକ୍ଷିଣ କରି  ପୀଠରେ ଚାଲିଥିବା ଉନ୍ନତି କରଣ କାର୍ଯ୍ୟକୁ  ଚତୃପାସ ବୁଲି ଦେଖିଥିଲେ | ଏହାସହ ପାହାଡ଼

ପାଦ ଦେଶରେ ହେଲିପୋର୍ଟ କରିବା ପାଈଁ ଯୋଜନା ରହି ଥିବାରୁ ତା ଉପରେ ମଧ୍ୟ ଆଲୋଚନା କରିଥିଲେ |ଏହା ସହ ଏହିପୀଠ ତଳେ କିଭଳି ହୋଟେଲ ଶିଳ୍ପର ଅଭିବୃଦ୍ଧି ହୋଈ ପାରିବ ଏବଂ ଏହି ପୀଠକୁ ଆସୁଥିବା ଛାତ୍ର, ଛାତ୍ରୀ ଙ୍କ ଠାରୁ ପର୍ଯ୍ୟଟକ ଭକ୍ତ ମାନେ କିପରି ସ୍ୱାଦିଷ୍ଟ ଭୋଜନ ପାଇପାରିବେ ତାଉପରେ ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ସହ ତ୍ୱରିତ କାର୍ଯ୍ୟକାରୀ ହେବତାଉପରେ କଥା ହୋଉଥିଲେ  | ସଚିବ ଙ୍କ

 ଗ୍ରସ୍ତ ଯୋଗୁଁ ଦୁଇଟି ପର୍ଯ୍ୟଟନ ସ୍ଥଳୀର ନୁଆଁ ବିକାଶ ସମ୍ଭାବନା ଥିବାର ଅନୁମାନ କରା ଯାଉଛି ||

News Comment

You Might Also Like

BACK TO TOP