Breaking News

ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||     

ପୋଲସରା ବ୍ଳକ ତିନି ପଞ୍ଚାୟତ ରେ ବିକାଶ ରଥର ଶୁଭାରମ୍ଭ |

12-Jun-2025

ପୋଲସରା ବ୍ଲକ୍ ତିନି ପଞ୍ଚାୟତରେ ବିକାଶ ବାହନ ରଥର ଶୁଭାରମ୍ଭ। 

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
ତା.୧୨/୦୬/୨୫ :

ପୋଲସରା ବ୍ଲକ ବନ୍ଥପଲ୍ଲୀ , ମଥୁରା ଓ ଯେ. ଡେଙ୍ଗାପଦର ଏହି ତିନି ପଞ୍ଚାୟତରେ ସରକାରଙ୍କ ବିକାଶ ବାହନ ସଚେତନତା ରଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ତିନି ପଞ୍ଚାୟତର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଓ ତହସିଲଦାର ଦିପ୍ତିମୟୀ ପାତ୍ର ଯୋଗଦାନ ପୂର୍ବକ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିକାଶ ବାହନ ରଥ ତିନି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିବାସହ  ଭିଡିଓ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ରଥକୁ ତିନି ପଞ୍ଚାୟତର ମହିଳା ମାନଙ୍କଦ୍ଵାରା  ପାରମ୍ପରିକ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇ ହୁଳହୁଳି ସହିତ ଘଣ୍ଟ ମୃଦଙ୍ଗ  ତାଳେ ତାଳେ ପୁଷ୍ପବର୍ଷା  କରାଯାଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀମାନଙ୍କୁ   ଅତିଥିବୃନ୍ଦ  ଭତ୍ତା, ଆୟୁଷ୍ମାନ କାର୍ଡ,ରାସନ କାର୍ଡ, ଅନ୍ତଦୋୟ କାର୍ଡ, ଶ୍ରମିକ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୃଷକ,ବୟବୃଦ୍ଧ ସ୍ବାସ୍ଥ୍ୟ କାର୍ଡ ଓ ପଟା ବଣ୍ଟନ କରିଥିଲେ। ଏହି ତିନିଗୋଟି କାର୍ଯ୍ୟକ୍ରମକୁ ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ମଥୁରା ସରପଞ୍ଚ ସୁନିତା ବେହେରା ଓ ଯେ. ଡେଙ୍ଗାପଦର ସରପଞ୍ଚ ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ସନ୍ଦିପ କୁମାର ବେହେରା,ଜିପିଡିଓ ଅସିମା ବେହେରା,ବିପିଏମ ଶଶ୍ମିତା ଦାସ, ବିଏଲଏଫ ଗଙ୍ଗାଧର ମିଶ୍ର, ମଥୁରା ରାଜସ୍ବ ନୀରିକ୍ଷକ କଳ୍ପନା ସେଠୀ, ପଞ୍ଚାୟତ ପିଈଓ ପ୍ରବିଣ କୁମାର ଗୌଡ଼ ଓ ଭଗବାନ ବେହେରା ଏବଂ ତିନି ପଞ୍ଚାୟତ ଗୁଡ଼ିକର ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ସମେତ  କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

News Comment

You Might Also Like

BACK TO TOP