Breaking News

ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||     

ପୋଲସରା ସିଡିପିଓ ଅଫିସ ତରଫରୁ" ଶିଶୁ ପାଈଁ ଦିନଟିଏ` କାର୍ଯ୍ୟକ୍ରମ ଅନୁଷ୍ଠିତ |

03-Jul-2025

ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
  ତା.୦୩/୦୭/୨୦୨୫:

:- ଆଜି ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସଖି_ ୱାନ୍ ଷ୍ଟାଫ୍ ସେଣ୍ଟର ବ୍ରହ୍ମପୁର ଆଇନ ପରାମର୍ଶଦାତା ସ୍ନେହମୟୀ ପାଢ଼ୀ ଓ ସାବିତ୍ରୀ ଦଳ ବେହେରା, ପୋଲସରା ଥାନା ଆଇ ଆଇସି କୌଶିକ ମାଝୀ ଓ ଅରୁଣା ସ୍ବେଛାସେବୀ ସଂଗଠନର ସତ୍ୟନାରାୟଣ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା ବା "ଶିଶୁ ପାଇଁ ଦିନଟିଏ" ପ୍ରକଳ୍ପକୁ ସଫଳ କରିବାକୁ ସରକାର ଯେଉଁ ମହତ୍ ଲକ୍ଷ୍ୟରଖି ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେ ମଧ୍ୟରେ ନିର୍ଯ୍ୟାତିତା। ମହିଳାମାନଙ୍କ ଏଵଂ ବାଳିକାମାନଙ୍କ ସମନ୍ୱିତ ସୁବିଧାର ସହଯୋଗ ନିମନ୍ତେ ଆବଶ୍ୟକ ସ୍ଥଳେ ପୋଲସରା ସହାୟତା, ଡ଼ାକ୍ଟରି ସହାୟତା, ଆଇନଗତ ସହାୟତା, ମନସ୍ତାତ୍ତିକ ଓ ସାମାଜିକ ପରାମର୍ଶ, ଆଶ୍ରୟ ଏଵଂ ଅନ୍ୟ କୌଣସି ସହାୟତା ସକାଶେ ୨୪ ଘଣ୍ଟା ଏକକାଳୀନ ସମାଧାନ କେନ୍ଦ୍ର ଖୋଲାରଖା ଯାଇଥିବାବେଳେ ବଳାକ୍ତାର, ଅପହରଣ ବାନିଖୋଜ, ପାରିବାରିକ ହିଂସା, ଏସିଡ ବା ଅମ୍ଳ ଆକ୍ରମଣ, ଯୌନ ଉପ୍ତୀଡନ ବା ଶୋଷଣ, ମହିଳା ଚାଲାଣ, ଶିଶୁ ଯୌନ ଉପ୍ତୀଡନ ଓ ଶୋଷଣ, ବାଲ୍ୟବିବାହ, ସାଇବର କ୍ରାଇମ, ଯୋତୁକ ନିର୍ଯ୍ୟାତନା ଓ ମୃତ୍ୟୁ ଏଵଂ ଅନ୍ୟାନ୍ୟ ହିଂସା ଆଦି ଘଟଣାବହୁଳ ବିଷୟ ଉପରେ ଅତିଥିମାନେ ପ୍ରାଞ୍ଜଳଭାବେ ବୁଝାଇବା ସହିତ ଏସବୁର ମୁକାବିଲା ସକାଶେ ସ୍ଵତନ୍ତ୍ର ଯୋଗାଯୋଗ ନ° ୦୬୮୦-୨୨୯୨୯୦୦ରେ ଏଵଂ ମହିଳା ସହାୟତା ମାଗଣା ଫୋନ ନ° ୧୮୧ ଏଵଂ ପୋଲିସର ସହାୟତା ନେବାପାଇଁ ମାଗଣା ୧୧୨ ଫୋନ୍ ନମ୍ୱର୍ ମାଧ୍ୟମରେ ସହାୟତା ନେଇପାରିବେ ବୋଲି କହିଥିଲେ। ଏହି ସମୟରେ ନୂତନ ମାତୃତ୍ଵ ଲାଭ କରି କେବଳ କନ୍ୟା ଜନ୍ମ କରିଥିବା ମା ମାନଙ୍କୁ ସରକାରଙ୍କ ପ୍ରଦତ୍ତ ସ୍ଵତନ୍ତ୍ର ପୁରସ୍କାର ଦିଆଯାଇଥିଲା। ଉତ୍ସାହିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ବିଭାଗର ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଯାରଙ୍କ ସମେତ ଅନ୍ୟ ସମସ୍ତ ଷ୍ଟାଫ୍ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP