Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ରାଜ୍ୟ କଂଗ୍ରେସ ସଭାପତି ଙ୍କୁ ଆଶାଳୀନ ମନ୍ତବ୍ୟ କହିବା କୁ ନେଇ କଂଗ୍ରେସ ଦଳ ତରଫରୁ ଖୋର୍ଦ୍ଧା ଏସପି ଙ୍କୁ ଦାବିପତ୍ର | ପ୍ରଦାନ |

23-Oct-2025

କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ବିରୁଦ୍ଧରେ,ମିଥ୍ୟା, ଅଶାଳୀନ ମନ୍ତବ୍ୟ କୁ ନେଇ ଖୋର୍ଦ୍ଧା ଏସ୍ପିଙ୍କୁ ଦାବିପତ୍ର ଦେଲେ--ଜିଲ୍ଲା କଂଗ୍ରେସ ସଭାପତି-ରାଜୀବ ପଟ୍ଟନାୟକ

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ:

ଆଜି ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଫୋକସ ପ୍ଲସ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କ ବିରୂଦ୍ଧରେ ଏକ ଅଭିଯୋଗ ପତ୍ର ପଞ୍ଜିକୃତ କରିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି I ପ୍ରକାଶ ଥାଉ କି କିଛି ଦିନ ହେବ ଫୋକସ ପ୍ଲସର ସମ୍ପାଦକ ସୁଧାଂଶୁ ରାଉତ ବିନା ତଥ୍ୟରେ କଂଗ୍ରେସ ଦଳ ତଥା କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓ ବିଧାୟକ ସାଗର ଦାସ ଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅଶାଳୀନ ,ଅରୁଚିକର ଓ ମନ୍ତବ୍ୟ ଦେବା ସହ ମନ୍ତବ୍ୟ ଦେବା ବେଳେ ଅସାମ୍ବିଧାନିକ ଭାଷାର ବ୍ୟବହାର କରି ଦେଶର ସର୍ବ ପୁରାତନ ଦଳ ଓ ଏହାର ସଭାପତି ଓ ଲକ୍ଷ ଲକ୍ଷ କାର୍ଯ୍ୟକର୍ତାଙ୍କ ସମ୍ମାନ ଓ ମର୍ଯ୍ୟାଦା ହାନୀ କରୁଛନ୍ତି I ଏଭଳି ଗଣମାଧ୍ୟମ ସମାଜ ପାଇଁ ମଧ୍ୟ ଶୁଭଙ୍କର ନୁହେଁ I ତତ ସହିତ ଓଡ଼ିଶାର ଏକ ପ୍ରମୂଖ ଯାତ୍ରାପାଟିର ମାଲିକ ନଣ୍ଡୁ ଧଳ ବଳ ପୂର୍ବକ କଂଗ୍ରେସ ଭବନରେ ପଶିବାରେ ବିଫଳ ହେବା ପରେ ଓ ବାଙ୍କୀ ଅଞ୍ଚଳର ଜନୈକ ଯୁବକ ଅଜୟ ପଣ୍ଡା କଂଗ୍ରେସ ଦଳରୁ ନିଲମ୍ବିତ ହେବା ପରେ ପ୍ରତ୍ୟକ ଦିନ ସାମାଜିକ ଗଣମାଧ୍ୟମରେ ଦଳର ସଭାପତିଙ୍କୁ ବ୍ୟକ୍ତିଗତ ଆକ୍ଷପ କରି ଟିପ୍ପଣୀ ଦେବା ସହ ବିନା ତଥ୍ୟ ପ୍ରମାଣରେ ତାଙ୍କ ଚରିତ୍ର ସଂହାର କରୁଥିବାରୁ ସମସ୍ତ ଘଟଣାକୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବୀ ରଖାଗଲା I ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି ଉକ୍ତ ଅଭିଯୋଗ ପତ୍ର ପ୍ରଦାନ କଲେ I ଏଥିରେ ପୃଥୀ ବଲ୍ଲଭ ପଟ୍ଟନାୟକ, ପ୍ରଦୀପ ସ୍ୱାଇଁ, ସ୍ୱାଗତିକା ପଟ୍ଟନାୟକ,ଜୟଶ୍ରୀ ପଟ୍ଟନାୟକ, ଶିଶିର ପରିଡ଼ା,ଅମିତ୍ ମହାନ୍ତି, ରଞ୍ଜିତ ମହାପାତ୍ର, ତପନ ଚକ୍ରବର୍ତ୍ତୀ,ଅଶୋକ ମଙ୍ଗରାଜ,ସଦାଶିବ ମହାପାତ୍ର,ତାପସ ମିଶ୍ର,ସାଇଲେଣ୍ଡୁ ଦାସ,ବଟକୃଷ୍ଣ ରାଉତରାୟ , ସୌମ୍ୟ ବରାଳ,ସୌମ୍ୟ ପଟ୍ଟନାୟକ, ଇନ ଖାଁ,ପ୍ରଦୋଷ ହରିଚନ୍ଦନ,ସିବୁ ନାୟକ, ଏସ କେ ସାଜିଦ, ରମେଶ ପଟ୍ଟନାୟକ, ସଞ୍ଜୟ ସୁବୁଦ୍ଧି, କାଳେନ୍ଦି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP