Breaking News

ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||     

ବାବା ନାମରେ କଳଙ୍କ ନାବାଳିକା କୁ ଅସଦାଚରଣ କରି ଗିରଫ |

05-Nov-2025

ଭିକ ମାଗିବାକୁ ଆସିଥିବା ବାବାଙ୍କ ନାବାଳିକାଙ୍କୁ ଅସଦାଚରଣକରି   ହେଲେhlଗିରଫ,

      ଓଡିଶା ଜନ ମତ ବ୍ୟୁରୋ,

ଆଜିକାଲି ଆମେ ମାନେ କାହାକୁ ଭରଷା କରିବା, ଯେଉଁ ବ୍ୟକ୍ତି  ଉପରକୁ ଅତି ସାଧାସିଧା ଶାନ୍ତ ଦେଖାଯାଉଥାଏ,  ତାର ରୂପ ଭିତରେ ଏତେ ନୀଚ, ପିଚାଶ ଭାବ ଲୁଚିହୋଇ ରହିଥାଏ ତାହା ଦେଖିଲେ କିମ୍ବା ଶୁଣିଲେ ମନରେ ଘୃଣା ଭାବ ଆସିଥାଏ, କିନ୍ତୁ ଏହି କଦର୍ଯ୍ୟ ବ୍ୟକ୍ରି ମାନଙ୍କ ଯୋଗୁଁ ପ୍ରକୃତ ରେ କିଛି ଭଲ ବ୍ୟକ୍ରି ଙ୍କ ଉପରୁ ମନୁଷ୍ୟ ବିଶ୍ୱାସ ଓ ଭରସା ଟୂଟାଇ ଦେଇଥାଏ, ଯାହାଫଳରେ କାଉ ଲାଗି ରାଜହଂସ ମାଡ଼ ଖାଇଥାଏ | ଏପରି ଜଣେ ବ୍ୟକ୍ତି ଭିକ୍ଷୁକବାବା ବେଶରେ ପିଚାଶ ହୋଉଥାଏ ତାରଉପରେ ନଜର ପକେଇବା | କଟକ ମଧୁପାଟଣା ଅଞ୍ଚଳରେ
ଅଭାବନୀୟ ଘଟଣା । ଆତ୍ମଘୋଷିତ ବାବାଙ୍କ ନାମରେ ଆସିଛି ଅସଦାଚରଣ ଅଭିଯୋଗ । ଭିକ୍ଷା ମାଗିବାକୁ ଆସି ନାବାଳିକାକୁ ଅସଦା ଚରଣ କରିଛନ୍ତି ବାବା। ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ସୂଚନାନୁସାରେ, କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଢିଅ ଅଞ୍ଚଳରେ ଦିନ ୧୦ ଘଣ୍ଟ ସମୟରେ ଆସିଥିଲେ  ଜଣେ ବାବା । ବାହାରେ ଛିଡ଼ା ହୋଇଥିବା ମାଲିକ ତାଙ୍କ ୭ ବର୍ଷର ଝିଅକୁ ଭିକ୍ଷା ବୃତ୍ତି ପାଇଁ  ଠିଆ ହୋଇ ଭିକ୍ଷା ମାଗୁ ଥିବା ବାବାକୁ ଟଙ୍କା ଦେବାକୁ  କହିଥିଲେ |  ଏହାର ସୁଯୋଗ ନେଇ ବାବା ଜଣଙ୍କ ଉକ୍ତ ନାବାଳିକାକୁ ଅସଦାଚରଣ କରିଥିଲେ। ପରେ ନାବାଳିକା ଭୟଭୀତ ହୋଇ ପରିବାର ଲୋକଙ୍କୁ ଡାକିବା ଫଳରେ ବାବା ଜଣକ ସେଠାରୁ ଖସି ପଳାଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇ ନିର୍ଧୂମ ଛେଚିବା ପରେ ମଧୁପାଟଣା ଥାନାକୁ ଯୋଗାଯୋଗ କରିଥିଲେ । ପୁଲିସ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News Comment

You Might Also Like

BACK TO TOP