Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ହିନ୍ଦୋଳ ସବଟ୍ରେଜେରି ବରିଷ୍ଟ କିରାଣୀ ଙ୍କୁ ଭିଜାଲାନ୍ସ ବିଭାଗ ଗିରଫ କଲା |

23-Nov-2025

ଫେରାର୍ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ, 68.85 ଲକ୍ଷ  ଟଙ୍କା  ଆତ୍ମସାତ,

        ଓଡିଶା ଜନ ମତ ବ୍ୟୁରୋ,

ସବଟ୍ରେଜେରିବରିଷ୍ଟ କିରାଣୀଲୋକଙ୍କୁ ମିଛ ପ୍ରତିଶୃତି ଦେଈ ସେମାନଙ୍କ ଠାରୁ 68 ଲକ୍ଷ ୮୫ ହଜାର ୪୯୭ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରି ୨ ବର୍ଷ ହେଲା ଫେରାର ହୋଇ ଯାଇଥିଲେ  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ୍-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ | ତାଙ୍କୁ  ଭିଜିଲାନ୍ସ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି। ହିଦୋଳ ସବ୍- ଟ୍ରେଜେରୀରେ କରିଷ୍ଠ କିରାଣି ଭାବେ କାର୍ଯ୍ୟ କଲାବେଳେ ମନୋରଞ୍ଜନ ସାହୁ ଚଞ୍ଚକତା କରି ଫ୍ୟାମିଲି ପେନ୍‌ସନ୍ ପାଉଥିବା ଲୋକଙ୍କ ଅର୍ଥକୁ ନିଜର ତଥା ନିଜ ସଂପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଭିଜିଲାନ୍ସ ତଦନ୍ତ ବେଳେ ଏହି କଥା ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଗିରଫ ହେବା ଭୟରେ ମନୋରଞ୍ଜନ ସାହୁ ଫେରାର ହୋଇଯାଇଥିଲେ। ତେବେ ଗତକାଲି ସେ
ଭିଜିଲାନ୍ସ ଜାଲରେ ପଢ଼ିଥିଲେ। ଘଟଣାର ଅଧ‌ିକ ତଦନ୍ତ କରୁଛି  ଭିଜିଲାନ୍ସ ବିଭାଗ | ଏହି ଟଙ୍କାହଡ଼ପ କରିବା ଘଟଣାରେ ତତ୍କାଳୀନ ହିନ୍ଦୋଳ ସବଷ୍ଟ୍ରେଜରୀ ଅଫିସର ଗତ ୨୦୨୩ ମସିହା ଅଗଷ୍ଟ ୫ ତାରିଖରେ ହିନ୍ଦୋଳ ଥାନାରେ ଅଭିଯୋଗ କରି ଥିଲେ । ଏନେଇ ଭିଜିଲାନ୍ସ କଟକ କାର୍ଯ୍ୟାଳୟରେ ୩୨/୨୦୨୪ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା । ସେହି ଦିନ ଠାରୁ ଶ୍ରୀ ସାହୁ ଫେରାର ଥିଲେ । ତେବେ ହିନ୍ଦୋଳ ରୋଡ ସ୍ଥିତ ଏକ ଅଞ୍ଚଳକୁ ଭୋଜି ଖାଇ ଆସି ଥୁବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା । ତାଙ୍କୁ ମହିଷାପାଟ କାର୍ଯ୍ୟାଳୟରୁ  ଢେଙ୍କାନାଳ ଭିଜିଲାନ୍ସ କୋର୍ଟକୁ ପଠାଯାଇଥୁବା ଢେଙ୍କାନାଳ ଭିଜିଲାନ୍ସ ଅଧୁକାରୀ ସୂଚନା ଦେଇଛନ୍ତି ।

N

News Comment

You Might Also Like

BACK TO TOP