Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପ୍ରସିଦ୍ଧ ଗୌରୀ ଆମ୍ମା ଯାତ୍ରା କମିଟିର ବୈଠକ |

28-Sep-2026

ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା କମିଟିର ବୈଠକ

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
  ତା ୨୮ / ୯ / ୨୦୨୬ :- ---

ଆଗାମୀ ମାସିକିଆ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଏହାକୁ ଦୃଷ୍ଟିଆଗରେ ରଖି  ଯାତ୍ରା କମିଟି ପକ୍ଷରୁ ମନ୍ଦିର କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ. ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ନିକଟରେ ସ୍ଵର୍ଗାରୋହଣ କରିଥିବା ଯାତ୍ରା କମିଟିର ବରିଷ୍ଠ ସଦସ୍ୟ କେ. କୈଳାଶ ଚନ୍ଦ୍ର ପାତ୍ର ଓ ରମେଶ ଚନ୍ଦ୍ର ମିଶ୍ର ଏବଂ ଟହଲିଆ ତଥା ଗୌରୀଆମ୍ମାର ସ୍ଥାୟୀ ବାରିକ ଜଗଦୀଶ ଡାକୁଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଏବଂ ଯାତ୍ରାବେଳେ ସେମାନଙ୍କ ଅକୁଣ୍ଠ ଯୋଗଦାନକୁ ନେଇ ସ୍ମୃତିଚାରଣ କରାଯାଇଥିଲା। ଏହାପରେ  ଆସନ୍ତା କାର୍ତ୍ତିକ ମାସରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମା`ଙ୍କ  ଯାତ୍ରା ପରିଚାଳନା କିଭଳି ସୁଚାରୁରୂପେ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ  ଗତ ୨୦୨୨ ପୋଲସରା ଗ୍ରାମ ସଭାରେ ଯାତ୍ରା କମିଟିର ରିକ୍ତ ଥିବା ସ୍ଥାୟୀ ସଦସ୍ୟ ପଦବୀଗୁଡ଼ିକୁ ପୂରଣ କରିବାଲାଗି ଯେଉଁ ସବୁ ସର୍ତ୍ତାବଳୀ ସ୍ଥିର ହୋଇଥିଲା ସେ ଗୁଡିକୁ ପାଳନ କରି ନୂତନ ସଦସ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ସୀମାଞ୍ଚଳ ପାଣିଗ୍ରାହୀ, ସୁକାନ୍ତି ସାହୁ, ଦୁର୍ଯ୍ୟୋଧନ ସାହୁ, ରଘୁନାଥ ସାହୁ, ମହେଶ୍ୱର ଜେନା, ଆର. କାମରାଜୁ ପାତ୍ର, ଆର. ବାବୁ ପାତ୍ର, ଏନ. ଭାସ୍କର ରାଓ ପାତ୍ର, ନାରାୟଣ ପାତ୍ର, ପ୍ରତାପ ଚନ୍ଦ୍ର ପତି, ପ୍ରତାପ କୁମାର ଦାସଙ୍କ  ସମେତ ଅନେକ ବ୍ୟକ୍ତିବିଶେଷ
ଯୋଗଦେଇଥିଲେ। ଶେଷରେ ସମ୍ପାଦକ ମଞ୍ଜୟ ପଟ୍ଟନାୟକ କମିଟି ତରଫରୁ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP