Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଜାତୀୟ ରାଜ ପଥ ରେ ସୁନାରୂପା ଲୁଟ ଘଟଣାରେ ବହୁ ଅପରାଧୀ ଗିରିଫ,

04-Dec-2025

316 --ଜାତୀୟ ରାଜପଥ ସୁନା-ରୁପା ଲୁଟ୍ ଘଟଣାରେ ବହୁ ଅଭିଯୁକ୍ତ ଗିରଫ,

       ଓଡିଶା ଜନ ମତ ବ୍ୟୁରୋ,

ଦିନକୁ ଦିନ ଲୁଟରା ମାନେ ସକ୍ରିୟ ହୋଇ ବହୁ ଲୁଟ ତରାଜ କରି ବ୍ୟବସାୟୀ ଓ ସାଧାରଣ ଲୋକଙ୍କଆଖିରୁ ନିଦ ହଜେଇ ଦେଉଛନ୍ତି | ଏପରି ଲୁଟ କରୁଛନ୍ତି ପୋଲିସ ମଧ୍ୟ ତାଙ୍କର ଟେର ପାଉ ନାହାନ୍ତି | କିନ୍ତୁ ପୋଲିସ ର ଅକ୍ଲାନ୍ତ ପରିଶ୍ରମ ପରେ ଅଭିଯୁକ୍ତ ମାନେ ଗିରଫ ହୋଇ ଛନ୍ତି | ଜାତୀୟ ରାଜପଥ ୩୧୬ ର ସମଜାଜପୁର ଓଭରବ୍ରିଜ୍   ନିକଟରେ ଗହଣା ଏବଂ ନଗଦଟଙ୍କା ବାହା ନକୂ  ଅସ୍ତ୍ର ଦେଖାଇ ଲୁଟ୍ କରିବା ଘଟଣାରେ ପୁରୀ ପୋଲିସ ସ୍ପେଶାଲ ଇନଭେଷ୍ଟିଗେସନ୍ ୱିଙ୍ଗ ତିବ୍ର ଚଢ଼ାଉ ଚଳାଇ ମୁଖ୍ୟ  ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତ ଟୁକୁ ନାୟକ, ଯିଏ ଚନ୍ଦନପୁରରେ ଗହଣା ବ୍ୟବସାୟୀ, ଅଭିଯୋଗକର୍ତ୍ତା ପରିବାର ସହ ରହିଥ‌ିବା ସମ୍ପର୍କକୁ ବ୍ୟବହାର କରି ଗହଣା ଓ ନଗଦ ଟ୍ରାନ୍ତିଟ୍ ବିଷୟରେ ସୂଚନା ଚୋରାଇଥିଲେ । ସେ ବାପି ଓ ପ୍ରଶାନ୍ତ ପ୍ରଧାନ ସହ ମିସି ଅପରାଧୀୟ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ ଆନ୍ଧ୍ରପ୍ରଦେଶରୁତିନି ଅପରାଧୀ ପୁରୀ ଆଡିଥିଲେ ଓ ଘଟଣା ଦିନଦାମୋଦର ପୁରବଜାର ନିକଟରେ ଗହଣାବାହାନକୁ ଅନୁସରଣକରିଥିଲେ |ସମାଜା ଜପୁର ଯଊଂଇ ନିକଟରେସ୍କୋଡା ଗାଡ଼ିରୁ ଗହଣା ଓ କ୍ୟାସ ଟଙ୍କା ଥିବା ବ୍ୟାଗକୁ ପିସ୍ତଲ୍ ଦେଖାଇ ଛଡେଇ ନେଇ ଯାଇଥିଲେ । ପରେ ଅଭିଯୁକ୍ତମାନେ ରାମେଶ୍ବର ମାର୍ଗରେ ପଳାଇବା ସମୟରେ ବାଇକ୍ ରୁ ସ୍କୋଡାକୁ ବଦଳ କରିଥିଲେ ଏବଂ ବାଲୁଗାଁ ନିକଟରେ ଲୁଟାଯାଇଥିବା ସୁନା, ରୁପା ଓ ଟଙ୍କା ବାଣ୍ଟି ନେଇଥିଲେ। ଶେଷରେ ୦୧ ଓ ୦ ୨ ଡିସେମ୍ବର ୨୦୨୫ ରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି ସୋନା—ଚାଁଦି, ଲୁଟ୍ ଗାଡି, ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରିଛି। ଅନ୍ୟ ଅଭିଯୁକ୍ତ ମାନଂକର ଅନୁସଂଧାନ ଜାରି ରହିଛି। ଅପରାଧୀ ଯେତେ ଚାଲାକ ହେଉନା କାହିଁକି ନିଶ୍ଚିତ ତାର ଅପରାଧ ର ପେଡି ଖୋଲିବ ଓ ଦିନେନା ଦିନେ ପୋଲିସ ଦ୍ୱାରା ବନ୍ଧା ହୋଇ ଜେଲ ଯିବ ||

News Comment

You Might Also Like

BACK TO TOP