Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ରାକ୍ଷୀ ସାୱା ଙ୍କ ଇଚ୍ଛା ପୁଣି ଥରେ ସ୍ୱୟଂମ୍ବର କରି ବିବାହ ହେବାକୁ |

18-Dec-2025

ରାଖୀ ସାୱନ୍ତ,ଙ୍କ ଇଚ୍ଛା ସ୍ୱୟମ୍ବର କରି ରାମଦେବ ନଚେତ ରାହୁଲ ଗାନ୍ଧୀ ଙ୍କୁ ବିବାହ କରିବେ,

      ଓଡିଶା ଜନ ମତ ବ୍ୟୁରୋ,

ବିବାହ ପାଇଁ ହାର ମାନିଯାଏ ବୟସ| ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ 45 ବର୍ଷ ରୁ 60 ବର୍ଷ ମଧ୍ୟରେ ବିବାହ କରିଥାନ୍ତି | ସେମଧ୍ୟରୁ ଜଣେ ହେଲେ ରାଖୀ ସାୱାନ୍ତ ଦୁଇ ଦୁଇଟି ବିବାହ ବିଚ୍ଛେଦ ପରେ ମଧ୍ୟ ରାଖୀ ହାର ମାନିନାହାନ୍ତି ଏବଂ ୪୭ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ସେ ନିଜ ପାଇଁ ବର ଭାବରେ ଯୋଗଗୁରୁ ବାବା ରାମଦେବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ମଧ୍ଯ ନେଇଛନ୍ତି । ବଲିଉଡର ‘ଡ୍ରାମା କୁଇନ୍` ଭାବେ ପରିଚିତ ରାଖୀ ସାୱନ୍ତ ସର୍ବଦା ନିଜର ଅଜବ ବୟାନ ଏବଂ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ପୋଷାକକୁ ନେଇ ତ କେତେବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି । ତେବେ ନିକଟରେ ରାଖୀ ଏମିତି ଏକ ବୟାନ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଦୁଇ ଦୁଇଟି ବିବାହ ବିଚ୍ଛେଦ ପରେ ମଧ୍ୟ ରାକ୍ଷୀ ହାର ମାନିନାହାନ୍ତି ଏବଂ ୪୭ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ସେ ନିଜ ପାଇଁ ବର ଭାବରେ ଯୋଗଗୁରୁ ବାବା ରାମଦେବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ନେଇଛନ୍ତି । ତେବେ ଏଥର ସ୍ଵୟମ୍ବରରେ କଳାକାରମାନଙ୍କୁ ଡାକୁ ନାହାଁନ୍ତି ରାଖୀ, କେବଳ ରାଜନେତାମାନେ ହେବେ ସାମିଲ।ଗଣମାଧ୍ୟମ ସହ କଥାବାର୍ଭା ବେଳେ ରାଖୀ ସାୱନ୍ତ କହିଛନ୍ତି ଯେ, ସେ ଏବେ ମଧ୍ୟ ପ୍ରେମ ଉପରେ ଭରସା ରଖନ୍ତି । ଅତୀତରେ ତାଙ୍କର ଦୁଇଟି ବିବାହ ଅସଫଳ ହୋଇଥିଲେ ମଧ୍ୟ ସେ ଜୀବନରେ ଜଣେ ସାଥୀର ଆବଶ୍ୟକତା ଅନୁଭବ କରୁଛନ୍ତି । ତେଣୁ ସେ ପୁଣି ଥରେ ଏକ "ସ୍ଵୟମ୍ବର" ଆୟୋଜନ କରିବାକୁ ଚାହୁଁଛନ୍ତି । 
ରାଖୀ ଏକ ସ୍ଵୟମ୍ବର ଆୟୋଜନ କରିବାକୁ ଚାହୁଛନ୍ତ । ଉଲ୍ଲେଖଯୋଗ୍ୟ ଯେ, ବହୁ ବର୍ଷ ପୂର୍ବେ ଟିଭିରେ `ରାଖୀ କା ସ୍ଵୟମ୍ବର` ନାମକ ଏକ ସୋ` ପ୍ରସାରିତ ହୋଇଥିଲା, ଯାହା ବେଶ୍ ଲୋକପ୍ରିୟ ହୋଇଥିଲା।
ରାକ୍ଷୀ ନିଜର ଚିରାଚରିତ ଅନ୍ଦାଜରେ କହିଛନ୍ତି ଯେ, ଯଦି ତାଙ୍କର ସ୍ଵୟମ୍ବର ହୁଏ, ତେବେ ସେ ଚାହିଁବେ ସେଥିରେ ବଡ଼ ବଡ଼ ହସ୍ତୀ ସାମିଲ ହୁଅନ୍ତୁ ସେ ଥଟ୍ଟାମଜାରେ କହିଛନ୍ତି ଯେ, "ମୁଁ ଚାହେଁ ମୋ ସ୍ବୟମ୍ବରରେ ବାବା ରାମଦେବ ଏବଂ ରାହୁଲ ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱ ଆସନ୍ତୁ । ଯଦି ସେମାନେ ମୋତେ ବିବାହ କରିବାକୁ ରାଜି ହୁଅନ୍ତି, ତେବେ ମ ମୁଁ ବହୁତ ଖୁସି ହେବି" ରାହୁଲ ଗାନ୍ଧୀ ଏବେ ବି ଅବିବାହିତ ଅଛନ୍ତି ଏବଂ ବାବା ରାମଦେବ ଜଣେ ବ୍ରହ୍ମଚାରୀ, ତେଣୁ ରାକ୍ଷୀଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଓ ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।ରାକ୍ଷୀଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଝଡ଼ଝଞ୍ଜାରେ ପରିପୂର୍ଣ୍ଣ ରହିଛି । ପ୍ରଥମେ ସେ ରୀତେଶ ସିଂହ ନାମକ ଜଣେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିଲେ । କିନ୍ତୁ ସେହି ସମ୍ପର୍କ ବେଶୀ ଦିନ ତିଷ୍ଠି ନଥ୍‌ଲା ଏବଂ ପରେ ଜଣାପଡିଥିଲା ଯେ ରୀତେଶ ଆଗରୁ ବିବାହିତ ଥିଲେ । ଏହାପରେ ରାଖୀ ମହୀଶୂରର ବ୍ୟବସାୟୀ ଆଦିଲ ଖାନ ଦୁରାନୀଙ୍କ ସହ ପ୍ରେମ ବିବାହ କରିଥିଲେ ଏବଂ ଧର୍ମ ପରିବର୍ତ୍ତନ କରି ଫାତିମା ନାମ ଗ୍ରହଣ କରିଥିଲେ । କିନ୍ତୁ ଏହି ବିବାହ ଅତ୍ୟନ୍ତ ତିକ୍ତତାର ସହ ଶେଷ ହୋଇଥିଲା । ରାଖୀ ଆଦିଲଙ୍କ ବିରୋଧରେ ପ୍ରତାରଣା ଏବଂ ନିର୍ଯାତନାର ସଙ୍ଗୀନ ଅଭିଯୋଗ ଆଣିଥିଲେ, ଯାହା ପରେ ଆଦିଲଙ୍କୁ ଜେଲ ମଧ୍ଯ ଯିବାକୁ ପଡିଥିଲା।ରାଖୀ କହିଛନ୍ତି ଯେ, ୪୭ ବର୍ଷ ବୟସରେ ଏକା ରହିବା କଷ୍ଟକର । ସେ କହିଛନ୍ତି, "ମୋ ଜୀବନରେ ଅନେକ ଧୋକା ମିଳିଛି, କିନ୍ତୁ ମୁଁ ଏବେ ବି ଆଶାବାଦୀ । ମୋତେ ଏମିତି ଜଣେ ସ୍ଵାମୀ ଦରକାର ଯିଏ ମୋତେ ପ୍ରକୃତରେ ଭଲ ପାଇବ ଏବଂ ମୋର ସମ୍ମାନ କରିବା"
ତେବେ ରାକ୍ଷୀ ଙ୍କ ଏହି ବିବାହ କରିବା ଇଚ୍ଛା କେତେ ମାତ୍ରାରେ ସଫଳ ହେଉଛନ୍ତି ତାହାକୁ ଦେଖିବା କଥା  |

News Comment

You Might Also Like

BACK TO TOP