Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଜିତେନ୍ଦ୍ର ମହାରଣା ସ୍ମାରକୀ ନୂଆଗାଁ ପ୍ରିମିୟର ଲିଗ 2025ଉଦଘାଟିତ |

27-Dec-2025

ଜିତେନ୍ଦ୍ର ମହାରଣା ସ୍ମାରକୀ ନୂଆଗାଁ ପ୍ରିମିୟର ଲିଗ -2025 ଉଦଘାଟିତ ::ଭାଇଚାରା ଭାବ ନେଇ ଖେଳ ଖେଳିବାକୁ ଆହ୍ୱାନ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲ କିଶନ ନଗର ଠାରେ ଆଜି ଆରମ୍ଭ ହୋଇଥିବା ଜିତେନ୍ଦ୍ର ମହାରଣା ସ୍ମାରକୀ ନୂଆଗାଁ ପ୍ରିମିୟର ଲିଗ ସିଜିନ -3 ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ଯୁବ କ୍ରୀଡ଼ାବିତ ସତ୍ୟନାରାୟଣ ସୁନ୍ଦରାୟ ଙ୍କ ସଂଯୋଜନା ରେ ଉଦଘାଟନ ଉତ୍ସବ ରେ ଅତିଥି ରୂପେ ପୁରୋହିତ ଆଲୋକ ନନ୍ଦ,ଗ୍ରାମର ତୁଷାରକାନ୍ତ ବିଶ୍ୱାଳ, ଆକାଶ କୁମାର ବିଶ୍ୱାଳ, ଗୋପାଲକୃଷ୍ଣ ପ୍ରଧାନ,ମନୋରଞ୍ଜନ ପ୍ରଧାନ,ସତ୍ୟଜିତ ସାହୁ, ସୁଦର୍ଶନ ବିଶ୍ୱାଳ, ତୁଷାର ସୁନ୍ଦରାୟ, ପ୍ରମୁଖ ଯୋଗଦେଇ ଉଦଘାଟନ କରିବା ସହିତ  ଗ୍ରାମର ପିଲାଙ୍କ ଏକତା, ଭାଇଚାରା ମନୋଭାବ ଦ୍ୱାରା ଏଭଳି କ୍ରୀଡା ଦୀର୍ଘ 3 ବର୍ଷ ହେବ ଶାନ୍ତି ଶୃଙ୍ଖଳା ସହିତ ହେଉଥିବାରୁ ପ୍ରଶଂସା କରିଥିଲେ l ଗ୍ରାମର ଛୋଟ ବଡ଼ 100 ଜଣ ଯୁବକ ମାନଙ୍କ ଦ୍ୱାରା 4 ଟି ଟିମ ଗଠନ କରାଯାଇ ଏହି ଖେଳ ହୋଇଥିଲା l ପ୍ରଥମେ ଅଁଳାଇ ୱାରିୟର ର କ୍ୟାପଟେନ ଧର୍ମେନ୍ଦ୍ର ବିଶ୍ୱାଳ, ଓ ୟୌଙ୍ଗ ଫାଇଟର କ୍ୟାପଟେନ ଦେବାଶିଷ ବିଶ୍ୱାଳ ଙ୍କ ଟିମ ମଧ୍ୟରେ 10 ଓଭର ବିଶିଷ୍ଠ ଖେଳ ରେ   ୟୌଙ୍ଗ ଫାଇଟର ଦଳ ପ୍ରଥମେ 5 ଉଇକେଟ ବିନିମୟରେ 97 ରନ କରିଥିଲା ବେଳେ ଜବାବ ରେ ଅଁଳାଇ ୱାରିୟର 9 ଓଭର ଖେଳି 4 ଉଇକେଟ ବିନିମୟରେ 98 ରନ ବିଜୟୀ ହୋଇଥିଲେ l ଦ୍ୱିତୀୟ ଭାଗ ଖେଳ ରେ ଚନ୍ଦ୍ରଶେଖର ୱାରିୟର ର କ୍ୟାପଟେନ ମହେଶ୍ୱର ସ୍ୱାଇଁ ଓ ଷ୍ଟାର ଇଲେଭେନ କ୍ୟାପଟେନ ସାଗର ବଳିୟାରସିଂହ ଙ୍କ ନେତୃତ୍ୱରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ଚନ୍ଦ୍ରଶେଖର ୱାରିୟର ଟିମ 10 ଓଭର ଖେଳି 7 ଉଇକେଟ ବିନିମୟ ରେ 109 ରନ କରିଥିଲା ବେଳେ ଜବାବ ରେ ଷ୍ଟାର ଇଲେଭେନ ଟିମ 10 ଓଭର ଖେଳି 4 ଉଇକେଟ ବିନିମୟରେ 110 ରନ କରି ବିଜୟୀ ହୋଇଥିଲେ l ସେହିପରି ୩ ୟ ରାଉଣ୍ଡ ଖେଳ ରେ ଚନ୍ଦ୍ରଶେଖର ଦଳ 10 ଓଭର ଖେଳି 4 ଉଇକେଟ ବିନିମୟରେ 87 ରନ କରିଥିଲା ବେଳେ ୟୌଙ୍ଗ ଫାଇଟର ବିନା ଉଇକେଟ ରେ 9 ଓଭର ଖେଳି ଆବଶ୍ୟକ 88 ରନ କରି ବିଜୟୀ ହୋଇଥିଲେ lଅମ୍ପିୟାର ଭାବେ ମିହିର ପ୍ରଧାନ, ଅଶୋକ ପ୍ରଧାନ, ସୌମ୍ୟରଞ୍ଜନ ସାହୁ, ମହେଶ ସ୍ୱାଇଁ,ଖେଳ ପରିଚାଳନା କରିଥିଲା ବେଳେ ଭାଷ୍ୟକାର ଭାବେ ଦିପେଶ ବେହେରା, ପ୍ରଶାନ୍ତ ନାଟୁଆ ସହଯୋଗ କରଥିଲେ lପିଲାଙ୍କ ଦ୍ୱାରା ଏହି ଖେଳକୁ ଦେଖିବାକୁ ଆଖପାଖ ଅଞ୍ଚଳ ର ଅନେକ କ୍ରୀଡ଼ାବିତ ଯୋଗଦେଇଥିଲେ l ଆସନ୍ତା କାଲି ଫାଇନାଲ ଖେଳ ହେବ ବୋଲି ଉପେନ୍ଦ୍ର ସାହୁ, ସତ୍ୟନାରାୟଣ ସୁନ୍ଦରାୟ ସୂଚନା ଦେଇଛନ୍ତି l

News Comment

You Might Also Like

BACK TO TOP