Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଓଡିଶା ର ଦଶ ଥାନା ମଧ୍ୟରେ କୋଦଳା 4ର୍ଥ ସ୍ଥାନରେ, ଥାନା ଅଧିକାରୀ ଙ୍କୁ ସବୁଆଡୁ ଶୁଭେତ୍ସା ର ସୁଅ

04-Jan-2026

ଓଡ଼ିଶାର 10 ଥାନା ମଧ୍ୟରେ କୋଦଳା ଥାନା ଚତୁର୍ଥ ରେ,ଥାନା ଅଧିକାରୀଙ୍କୁ ସୁଭେତ୍ସା ର ସୁଅ ।,

ଓଡିଶା  ଜନ ମତ, କୋଦଳା, ସୂର୍ଯ୍ୟ ନାରାୟଣ ବଡ଼ୁ,

ବେଗୁନିଆପଡା: କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ସିଷ୍ଟମ 2025(ସିସିଟିଏନ୍‌ଏସ୍‌)ପ୍ରଗତି ଡ୍ୟାସବୋର୍ଡ଼ ରିପୋର୍ଟ ମୁତାବକ ଜନସାଧାରଣଙ୍କୁ ହାତପାହନ୍ତାରେ ସୁରକ୍ଷା ସମ୍ବଦ୍ଧୀୟ ବିଭିନ୍ନ ସେବା ଯୋଗାଇବା,ଅନଲାଇନରେ ମାମଲା ପଞ୍ଜିକରଣ ଓ ସେଗୁଡିକ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନେଇ ରାଜ୍ୟସ୍ତରୀୟ ରିର୍ପୋଟ ପ୍ରକାଶ ପାଇଛି । ସିସିଟିଏନ୍‌ଏସ୍ ପ୍ରଗତି ଡ୍ୟାସବୋର୍ଡରେ ଜିଲା,ଥାନା,ଏସଡିପିଓ ଓ ଥାନା ଅଧିକାରୀଙ୍କ ବର୍ଗରେ ପ୍ରକାଶିତ ରିପୋର୍ଟରେ ଗଞ୍ଜାମ ପୁଲିସ ଜିଲ୍ଲା କୁ ବେଶ ସଫଳତା ମିଳିଥିବା ଗଞ୍ଜାମ ଏସପି ସୁଭେନ୍ଦୁ  କୁମାର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଶ୍ରେଷ୍ଠ  ୧୦ଟି ଥାନା ମଧ୍ୟରୁ ଗଞ୍ଜାମ ପୁଲିସ ଜିଲାରେ ୬ଟି ଥାନା ସାମିଲ ହୋଇଥିବା ବେଳେ ଏସ୍ଡ଼ିପିଓ ସ୍ତର ରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୁଜିତ କୁମାର ନାୟକ ମଧ୍ୟ ପ୍ରଥମ ସ୍ଥାନ ଓ ସପ୍ତମ ସ୍ଥାନ ରେ ଛତ୍ରପୁର ରହିଛି । ସେଥିମଧ୍ୟରୁ ଗଞ୍ଜାମ ଥାନା ପ୍ରଥମ ରେ ଥିବା ବେଳେ କୋଦଳା ଥାନା ଚତୁର୍ଥ ସ୍ଥାନ ରେ ରହିଛି, ଯାହାକୁ ନେଇ କୋଦଳା ଥାନା ଅଧିକାରୀଙ୍କ ନିକଟକୁ ସୁଭେତ୍ସା ର ସୁଅ ଛୁଟୁଛି..…ଓଡିଶା ସରକାଙ୍କ ଗୃହ ବିଭାଗ ର କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ୍ ସିଷ୍ଟମ୍ସ,ରେ ରାଜ୍ୟର ୬୪୩ ଥାନା ମଧ୍ୟରୁ କୋଦଳା ଥାନା ଚତୁର୍ଥ ସ୍ଥାନରେ ରହିଛି  l ଭାରତ ସରକାରଙ୍କ ଦ୍ୱାରା ଏକ ସମନ୍ୱିତ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ ଯାହା ଦେଶବ୍ୟାପୀ ସମସ୍ତ ପୋଲିସ ଷ୍ଟେସନକୁ ଅପରାଧ ତଥ୍ୟ, ତଦନ୍ତ ଏବଂ ନାଗରିକ ସେବା ପରିଚାଳନା ପାଇଁ ଏକ ସାଧାରଣ ସଫ୍ଟୱେର୍ ସହିତ ସଂଯୋଗ କରି ପୋଲିସିଂକୁ ଆଧୁନିକୀକରଣ କରିଥାଏ। ଏହା ଅପରାଧ ଏବଂ ଅପରାଧ ଟ୍ରାକିଂ ପାଇଁ ଏକ କେନ୍ଦ୍ରୀକୃତ, ପ୍ରକୃତ-ସମୟ ଡାଟାବେସ୍ ମାଧ୍ୟମରେ ଆଇନ ପ୍ରବର୍ତ୍ତନ ଦକ୍ଷତା ବୃଦ୍ଧି କରିବା, ଉତ୍ତମ ତଦନ୍ତ ଏବଂ ନୀତି ନିର୍ଦ୍ଧାରଣକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି। କୋଦଳା ଥାନା ଅପରାଧ, ଅପରାଧୀ ଏବଂ ନିଖୋଜ ବ୍ୟକ୍ତିଙ୍କ ପ୍ରକୃତ-ସମୟ ଟ୍ରାକିଙ୍ଗ, ଅନଲାଇନ୍ ଅଭିଯୋଗ ପଞ୍ଜିକରଣ ଏବଂ ଟ୍ରାକିଂକୁ ସକ୍ଷମ କରିବା, ଆନ୍ତଃ-କାର୍ଯ୍ୟକ୍ଷମ ଅପରାଧିକ ନ୍ୟାୟ ବ୍ୟବସ୍ଥା ମାଧ୍ୟମରେ ଅନ୍ୟ ନ୍ୟାୟ ସ୍ତମ୍ଭ (ଇ-କୋର୍ଟ, ଇ-କାରାଗାର, ଇତ୍ୟାଦି) ସହିତ ସମନ୍ୱିତ କରିବା,ଡାଟା ବିଶ୍ଳେଷଣ, ରିପୋର୍ଟିଂ ଏବଂ ଏକ ବ୍ୟାପକ ଅପରାଧିକ ରେକର୍ଡ ପ୍ରଣାଳୀ ସୃଷ୍ଟି କରି ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିର ବ୍ୟବହାର କରିବାରେ ସଫଳତା ଲାଭ କରିଛି l କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା 07/01/2024 ରେ ଯୋଗ ଦେବା ଠାରୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ, ସମନ୍ନୟ ରକ୍ଷ୍ୟା,ଅଭିଯୋଗର ସଠିକ ନ୍ୟାୟ,ସଫଳ ଟିମ ୱାର୍କ, ଗୃହରକ୍ଷୀ ଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିନସ୍ଥ ପୋଲିସ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ସ୍ଥାପନ,ଅପରାଧ ଦମନ, ଥାନା ଅଧିକାରୀ ମାନଙ୍କ କାର୍ଯ୍ଯ ଦକ୍ଷତା, ଭିତ୍ତିଭୂମି ର ସୁଦୃଢ଼ୀକରଣ, ମହିଳା ଓ ଶିଶୁ ମାନଙ୍କ ପ୍ରତି ନ୍ୟାୟିକ ଭରଷା ଓ ଉତ୍ତମ ଆଚରଣ ସାଙ୍ଗକୁ ସର୍ବୋପରି ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ବଜାୟ ରଖିବା ଯୋଗୁଁ କୋଦଳା ଥାନା ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ଭିତରେ ରହି ପ୍ରଶଂସା ସାଉଁଟିଛି । ଯାହାକି ଖାଲି କୋଦଳା ନୁହେଁ ଗଂଜାମ ଜିଲ୍ଲାର ମଧ୍ୟ ଗୌରବ ବଢ଼ାଇଛି । ଏଣୁ ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଓ ସମସ୍ତ ପୋଲିସ ଅଧିକାରୀଙ୍କୁ କୋଦଳା ଓ ବେଗୁନିଆପଡା ର "ଭଏସ ଅଫ ମିଡ଼ିଆ "ର ସଦସ୍ୟ କାର୍ଯ୍ୟରତ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପୋଲାଈ, ସୁଶାନ୍ତ କୁମାର ପଟ୍ଟନାୟକ, ବାପୁନି କୁମାର ମାଲୁ,ଙ୍କ ସମେତ ସାମ୍ବାଦିକ ବିଜୟ କୁମାର ନାୟକ, ଭଗବାନ ପାଢ଼ୀ, ଗୁଲସନ କର, ଟୁକୁନା ପ୍ରଧାନ, ଶିକ୍ଷ୍ୟାବିତ୍ତ, କୋଦଳା ସ୍ୱାଭିମାନ ସୁରକ୍ଷ୍ୟା ଅଭିଯାନ ମଞ୍ଚ,ସମାଜସେବୀ ତଥା କୋଦଳା ଅଞ୍ଚଳ ବାସି ଙ୍କ ତରଫରୁ ହୃଦୟରୁ ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ ଜଣାଇ ଛନ୍ତି।

News Comment

You Might Also Like

BACK TO TOP