Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

କୁମାରୀ ସ୍ତିତ ସନ ସାଇନ ସ୍କୁଲ ରେ ଖାଦ୍ୟ ମେଳା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ||

07-Jan-2026

ସନସାଇନ ଇଂଲିଶ ମିଡ଼ିଏମ ସ୍କୁଲରେ ଖାଦ୍ୟମେଳା ଓ ବିଭିନ୍ନ ଇଭେଣ୍ଟ  କ୍ରୀଡା ଅନୁଷ୍ଠିତ, ଓଡିଶା ଜନ 

        ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର  ଏନଏସି ସ୍ତିତ କୁମାରୀ ଠାରେ  ଅବସ୍ଥିତ ସନ ସାଇନ ଇଣ୍ଟରନ୍ୟାସନାଲ ଇଂଲିଶ ମିଡ଼ିଏମ ସ୍କୁଲରେ ଖାଦ୍ୟ ମେଳା ସହ ଆସିଥିବା ମହିଳା ଅଭିଭାବକମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ  ଅନୁଷ୍ଠାନର ଅଧକ୍ଷ ସୁନୀଲ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଓ ସ୍କୁଲ ର ସଭାପତି ତଥା ମୁଖ୍ୟ ବକ୍ତା  ପ୍ରଫୁଲ କୁମାର ରଥ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା |ଏହାକୁ  ତାରାତାରିଣୀ ମହାବିଦ୍ୟାଳୟ ର ଫିଜିକ୍ସ ବିଭାଗ ର ଅଧ୍ୟାପକ ଡ଼ଃ ସୁବ୍ରତ କୁମାରଷଡ଼ଙ୍ଗୀ ଉଦଘାଟନ କରିଥିଲେ |  ଏହି ମେଳାଦ୍ୱାରା ]ଛାତ୍ର, ଛାତ୍ରୀ ଓ ଅଭିଭାବକ ଙ୍କ ଉପରେ କଣ ଲାଭ ହେଉଛି ତା ଉପରେ ପୁଙ୍ଖାନୁ ପୁଙ୍ଖ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଏନଏସିର ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଈଏହି ଖାଦ୍ୟ ମେଳାର   ଉପାଦେୟତା ଉପରେ ସମସ୍ତଙ୍କୁ କହିଥିଲେ | ଶେଷରେ ପୁରସ୍କାର ବିତରଣ କରିଥିଲେ | ମୁଖ୍ୟ ବକ୍ତା ଶ୍ରୀ ରଥ ତାଙ୍କ ବକ୍ତବ୍ୟ ରେ ଏହି ଖାଦ୍ୟ ମେଳା ଯୋଗୁଁ ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ କିଛିସମୟ ପାଈଁ ହାଇ ଜିନିକ ଖାଦ୍ୟ  ର ମଜା ସମସ୍ତେ ନେଇ ପାରି ଆନନ୍ଦ ଉପଭୋଗ କରୁଛନ୍ତି ତାଉପରେ ମତ ଦେଈ ଥିଲେ  | ଅନ୍ୟ  ସମ୍ମାନିତ ଅତିଥିଭାବେ ଏ ରାଜୁଗୋପାଳ ରାଓ ଯୋଗ ଦେଇ ସମସ୍ତଙ୍କୁ କହିଥିଲେ କି ଏହି ସ୍କୁଲରେ ଶିକ୍ଷା ଦାନ ଅତିଉଚ୍ଚକୋଟୀରଓଶୃଙ୍ଖଳାଭାବେଦିଆଯାଉ ଥିବାଯୋଗୁଁ ବହୁ ଛାତ୍ର ଛାତ୍ରୀ ମାନେ ଏଠାରେଅଧ୍ୟୟନ କରି ଉପକୃତ ହୋଇ ପାରିଛନ୍ତି | ଆଉ ଏହି ଖାଦ୍ୟ ମେଳା ଅନ୍ୟତମ ଅଟେ | ଶେଷରେ ଅନୁଷ୍ଠାନ ର ଅଧକ୍ଷ ସୁନୀଲ ମହାନ୍ତି ଏହି ଖାଦ୍ୟ ମେଳା ର ପ୍ରକୃତ ରହସ୍ୟ କୁ ସମସ୍ତ ଅଭିଭାବକ, ଅତିଥି ଙ୍କ ଆଗରେ ଉନ୍ମୋଚିତ କରିଥିଲେ | ଏହି ଖାଦ୍ୟ ମେଳା ରେ ଯାହା ଲାଭହୁଏ ସେତିକି ଅର୍ଥରେ ଆଉ ସେତିକି ଅର୍ଥ ସ୍କୁଲ ତରଫରୁ ମିଶାଇ ଛାତ୍ର, ଛାତ୍ରୀ ଓ ଷ୍ଟାଫ ଙ୍କ ସହ ଗଞ୍ଜାମ ଜିଲ୍ଳାର କୌଣସି ଅନାଥ ଆଶ୍ରମ କୁ ଯାଇ ସେମାନଙ୍କୁ  ଏହିଅର୍ଥ ଦାନ କରିବା ସହ ସେମାନଙ୍କ ସହ ସମସ୍ତେ କିଛି ସମୟ ମିଶି ତାଙ୍କର ସୁଖ, ଦୁଃଖ କଥାକୁ ବୁଝିପାରି ସେଠାରୁ କିଛି ଶିକ୍ଷା ଲାଭ କରନ୍ତି |  ଶେଷରେ କୃତୀ ବିଜେତା ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ  କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ସ୍କୁଲର ଷ୍ଟାଫ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

News Comment

You Might Also Like

BACK TO TOP