Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ |

16-Jan-2026

ପୁରୁଷୋତ୍ତମପୁର ବ୍ଳକ ପରିଷର ରେ ବେଟି ବଚାଓବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ |

  ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ବେଟି ବଚାଓ ବେଟି ପଢ଼ାଓ (BBBP)ଏବଂ ବାଲ୍ୟ ବିବାହ ନିଷେଧ, ଓ କିଶୋର କିଶୋରୀ ମାନଙ୍କୁ  ସାମାଜିକ କ୍ଷେତ୍ର ସହିତ ରାଜନୈତିକ ଅଧୀନରେ ଆର୍ଥିକ ,  ଅଧିକାର ଏବଂ ରାଜନୈତିକ ଅଧୂକାର ଉପରେ ଏକ ଦିବସୀୟ କର୍ମଶାଳା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଲଳିତା ମଲ୍ଲିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଛି ›ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଡ଼ିଓ ଶରତ କୁମାର ପାତ୍ର ଓ ବ୍ଳକ ଅଧକ୍ଷା ପିଙ୍କି ବେହେରା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଚାଇଲଡ ଲାଇନ କର୍ତ୍ତୃ ପକ୍ଷ ଅଳକା ସାହୁ, ବ୍ୟଙ୍କ ଅଧିକାରୀ ଦିଲ୍ଲୀପ ଦଳାଇ, ପୋଲିସ ଏସ ଆଇ ରାଜେଶ କୁମାର ଛତ୍ରୀୟା, ଏବଂ ସରକାରୀ ଆଇନ ଯିଵି ସନ୍ତୋଷ କୁମାର ସେଠୀ ଯୋଗଦେଇ ମଞ୍ଚାସିନ ଥିଲେ | ଅତିଥି ମାନେ ସବୁଝିଅ ପିଲାମାନେ କିପରି ପାଠ ପଢ଼ି, ସମୁର୍ଣ ଭାବେ ଆତ୍ମ ନିର୍ଭରଶିଳ ସହିତ ଆର୍ଥିକ ଅଗ୍ରଗତି ହୋଇ ଆଗକୁ ବଢିବେ, 18ବର୍ଷରୁ କମ ଝିଅଙ୍କ ବାହାଘର ବନ୍ଦ କରିବା, କିଶୋରୀ  ବାଳିକା ମାନଙ୍କ ସବୁକ୍ଷେତ୍ର ରେ ବିକାଶକରିବା ଉପରେ ବିଡ଼ିଓ ମତ ଦେଇଥିଲେ | ଅନ୍ୟ ଅତିଥିମାନେ ମଧ୍ୟ ମତ ଦେଇଥିଲେ ସେମାନଙ୍କ କହିବା କଥା ଯେମହିଳା ଏବଂ ବାଳିକାମାନଙ୍କୁ ଆର୍ଥିକ ଉପକରଣ, ସରକାରୀ ଯୋଜନା, ଆର୍ଥିକ ଅଧୂକାର ଏବଂ ସେମାନଙ୍କର ସାମାଜିକ ଏବଂ ରାଜନୈତିକ ଅଧିକାର ବିଷୟରେ ଜ୍ଞାନ ସହିତ ସଶକ୍ତ କରିବା, ଅଧୂକାର ବିଷୟରେ ଜ୍ଞାନ ସହିତ ସଶକ୍ତି କରିବା, ସେମାନଙ୍କୁ ସୂଚିତ ନିଷ୍ପତ୍ତ ନେବା ଏବଂ ସମାଜରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ସକ୍ଷମ ନିମନ୍ତେ କାର୍ଯ୍ୟକ୍ରମ କରିବା ଓଆର୍ଥିକ ସାକ୍ଷରତା ଏବଂ ସଶକ୍ତିକରଣ, ବ୍ୟାଙ୍କି ମୌଳିକତାକୁ ବୁଝିବା। ସଞ୍ଚୟ, ସୁକନ୍ୟା ସମୃଦ୍ଧି ଏବଂ PMJDY, ବଜେଟ୍ ପ୍ରସ୍ତୁତ, ଯୋଜନା ଏବଂ ଋଣ ଏଡାଇବା। ଡିଜିଟାଲ୍ ଆର୍ଥୀକ ଉପକରଣବିଷୟରେ ଜ୍ଞାନ ଆହରଣ ଓବିତରଣ କରିବା ଉପରେ  ଦିଗଦର୍ଶନ ଦେଈ ଥିଲେ | ଏହି କାର୍ଯ୍ୟକ୍ରମ ରେ କିଛି ଅଙ୍ଗନ ବାଡ଼ି କର୍ମୀ, ଆଶା, ଶିଶୁ ବିଭାଗ ସୁପର ଭାଇଜର, ଓ ସାନନ୍ୱିତ ବିଭାଗ ଓ ବ୍ଳକ ବିଭାଗ ର ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ | ଶେଷରେ କିଛି ଛାତ୍ର, ଛାତ୍ରୀ ଙ୍କୁ ବିଭିନ୍ନ ବିଷୟ ରେ କୃତିତ୍ୱ ହାସଲ ପାଈଁ ଅତିଥି ମାନେ ପୁରସ୍କୃତ କରି ସାର୍ଟିଫିକେଟ ପ୍ରଦାନ କରି ଥିଲେ  | 

News Comment

You Might Also Like

BACK TO TOP