Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ବେଗୁନିଆପଡା ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ||

19-Jan-2026

ବେଗୁନିଆପଡ଼ାରେ ବିଶାଳ ହିନ୍ଦୁ ସମ୍ମିଳନୀ 
ହଜାର ହଜାର ଲୋକଙ୍କ ସମାଗମ, ଯୋଗଦେଲେ ବହୁ ସାଧୁସନ୍ଥ 

 ଓଡିଶା ଜନ ମତ,, କୋଦଳା , ସୂର୍ଯ୍ୟ ନାରାୟଣ ବଡୁ 

ତା--,୧୮/୦୧/୨୦୨୬:
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ଖଣ୍ଡର ଏହି ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ ହିନ୍ଦୁଙ୍କ ସମାଗମ ହୋଇଥିବା ବେଳେ ବହୁ ସାଧୁସନ୍ଥ ମାନେ ଯୋଗଦେଇ ପ୍ରବଚନ ଦେଇଥିଲେ। ଏହି ଅବସରରେ ଏଠାରେ ୧୦୮ ହନୁମାନ ଚାଳିଶା ପଠନ ସହ ହିନ୍ଦୁ ମାନେ ଜାଗ୍ରତ ହୁଅ, ସଂଗଠିତ ହୁଏ, ଏକ ହୁଅ ବୋଲି ଆହ୍ବାନ ଦିଆଯାଇଛି। ହିନ୍ଦୁମାନଙ୍କୁ ଏକାଠି କରି ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଚାର କରିବା ଉଦ୍ଦେଶ୍ୟରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭିନ୍ନ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ସମାବେଶରେ ଉପସ୍ଥିତ ସାଧୁସନ୍ଥ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ମିଶି ଧର୍ମ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ସମ୍ମିଳନୀ ମାଧ୍ୟମରେ ହିନ୍ଦୁ ସମାଜର ଏକତା, ସନାତନ ସଂସ୍କୃତି ଓ ଧର୍ମୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଦୃଢ଼ ସଙ୍କଳ୍ପ ପ୍ରକାଶ ପାଇଛି।ଏଥିରେ ସମସ୍ତେ ହିନ୍ଦୁ ଧର୍ମ ଏବଂ ସଂଘ ପରିବାରର ମାର୍ଗଦର୍ଶିକା ଉପରେ ଅନେକ ସୁନ୍ଦର ସୁନ୍ଦର ବିଚାର ପ୍ରକଟ କରିଥିଲେ। ଏହି ସମ୍ମିଳନୀ ଦ୍ଵାରା ଯୁବ ସମାଜ କିପରି ରାଷ୍ଟ୍ର ଧର୍ମ ଏବଂ ସଂସ୍କୃତିକୁ ଭୁଲି ଯାଇଛନ୍ତି ଏହାକୁ କିପରି ତାଙ୍କ ମନରେ ଜାଗ୍ରତ ହୋଇପାରିବ ଆଲୋଚନା କରାଯାଇଛି।ମୁଖ୍ୟ ଅତିଥି ଭାବେ ମହାମଣ୍ଡେଳେଶ୍ୱର ସତ୍ୟାନନ୍ଦ ଗିରି, ସନ୍ଥ ଶ୍ରୀ ଦୀନବନ୍ଧୁ ଦାସ,ସୁଚିତ୍ରା ଦାସ ,ସ୍ୱାମୀ କ୍ରିଷ୍ଣା ନନ୍ଦ ଗିରି, ଶିବରାମ ଦାସ ମହାରାଜ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସମ୍ପର୍କ ପ୍ରମୁଖ ମୁଖ୍ୟ ବକ୍ତା ସୁନୀଲ କୁମାର ଗୌଡ଼ ପଞ୍ଚ ପରିବର୍ତ୍ତନ ବିଷୟ ଉପରେ ମତ ରଖିଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ସଞ୍ଜୟ କୁମାର ଦାଶ, ଜିଲ୍ଲା କାର୍ଯ୍ୟକର୍ତ୍ତା ନାରାୟଣ ପ୍ରଧାନ, ଗଣେଶ୍ବର ମୁଦୁଲି, ଖଣ୍ଡ କାର୍ଯ୍ୟବାହ ସଂଜୀବ କୁମାର ପ୍ରଧାନଙ୍କ ସମେତ ସମସ୍ତ ଆର୍ ଏସ୍ ଏସ୍ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ବିଶାଳ ହିନ୍ଦୁ ସମ୍ମିଳନୀର ସଭାପତି ସୁନୀଲ ରଥ ଓ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ସାଧୁ ସନ୍ଥ ହିନ୍ଦୁ ଧର୍ମ,ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସମାଜର ସଂରକ୍ଷଣ କରିବା ବିଷୟରେ ମତ ରଖିଥିଲେ। ଏହି ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

News Comment

You Might Also Like

BACK TO TOP