Breaking News

ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||      ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||     

ବେଲଘର ଲୋକଙ୍କ ସମସ୍ୟା ବୁଝିଲେ କନ୍ଧମାଳ ଜିଲ୍ଲପାଳ |

02-Feb-2026

କନ୍ଧମାଳ ଜିଲ୍ଲପାଳ ଦୁର୍ଗମ ବେଲଘର ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ,

      ଓଡିଶା ଜନ ମତ ବ୍ୟୁରୋ,

ତୁମୁଡିବନ୍ଧ ବ୍ଳକ ଦୁର୍ଗମ ବେଲଘର ଅଂଚଳ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଜିଲ୍ଲାପାଳ ବେଦ ଭୂଷଣ। କନ୍ଧମାଳ ଜିଲ୍ଲାପାଳ ବେଲଘରରେ ପହଞ୍ଚି ରାତ୍ରିଯାପନ କରିଥିଲେ। ଶନିବାର ଦିନ ସକାଳୁ ବିଭିନ୍ନ ବିଭାଗୀୟ ଅଧୂକାରୀଙ୍କ ସହିତ ମିଶି ବେଲଘର ପଞ୍ଚାୟତର ଗେରମେଲ, ତୁଆକେଲା, ଡୁନାପଡ଼ା, ଘୁର୍ଲିମାସ୍କା, ରାଙ୍ଗାପରୁ ଗ୍ରାମକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ସହିତ ଏହି ଗ୍ରାମଗୁଡିକ ର ମୌଳିକ ସମସ୍ୟା ବିଦ୍ୟୁତ, ବିଶୁଦ୍ଧ ପାଣି, ଆବାସ ଓ ବାଦ୍ଧ କ୍ୟ ଭତ୍ତା ଆଦି ଉପରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ଓ ବେଲଘର ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହିତବିଦ୍ୟାଳୟର ସମସ୍ୟା ନେଇ ପଚାରି ଥିଲେ । ତୁଆକେଳା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଭେଟି ଥିଲେ। ବେଲଘର ଅଞ୍ଚଳରେ ଥ‌ିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ବିଭାଗୀୟ ଅଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧୀକାରୀ ବନବିହାରୀ ହରପାଳ,ବାଲିଗୁଡା ସମ୍ମନିତ୍ଵ ଆଦିବାସୀ ଉନ୍ନ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧୀକାରୀ ଶୁଭକାନ୍ତ ନାୟକ, ସମେତ ବ୍ଲକ ଅଧୀକାରୀ ଉପସ୍ଥିତ ଥିଲେ। ବେଲଘ ଗସ୍ତ ସାରି ତୁମୁଡିବନ୍ଧ ଫେରି ଜିଲ୍ଲାପାଳ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ କନ୍ୟାଶ୍ରମ ଜଳେଶପଟାରେ ପହଂଚି ଥିଲେ।

News Comment

You Might Also Like

BACK TO TOP