Breaking News

କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||     

ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |

11-Apr-2026

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ  ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

ଓଡିଶା ଜନମତ,ବାଲିଗୁଡା, ତା, ୧୧/୦୪: 

ସଞ୍ଜୟ କୁମାର ପାଣିଗ୍ରାହୀ: -

ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ଯ ବିଭାଗର ଅନଲାଇନ ମୂଲ୍ଯାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି l  ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ.ବିଭୁତି ଭୁଷଣ ଆଚାର୍ଯ୍ଯ ଉଭୟ ମୂଲ୍ଯାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ  କାର୍ଯ୍ଯ ତୁଲାଉଛନ୍ତି l ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ ଲାଇନ  ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି l ରାଜ୍ଯ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି  l ଏହି ମୂଲ୍ୟାୟନ ର ପ୍ରଥମ ପର୍ଯ୍ଯାୟ ଅପ୍ରେଲ ୨ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ରେ ସରିବାକୁ ଥିବା ବେଳେ ଏହାର ଦ୍ୱିତୀୟ ପର୍ଯ୍ଯାୟ ୧୫ ଅପ୍ରେଲରେ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି l

News Comment

You Might Also Like

BACK TO TOP