Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଇଣ୍ଡିଆବୁକ ଅଫ ରେକର୍ଡ ରେସ୍ଥାନ ପାଇଲା କୁନୀ ଝିଅ ସୁରଭି |

19-May-2026

କୁନି ଝିଅ ସୁରଭି ର ନାମ ଯୋଡିହେଲା ଇଣ୍ଡିଆ ବୁକ ଅଫ ରେକର୍ଡ ରେ,  

       ଓଡିଶା ଜନ ମତ ବ୍ୟୁରୋ,

ବେଳେବେଳେ ଯାହା ବଡ଼ ଲୋକମାନେ କରିପାରୁନାହାନ୍ତି ତାହା କୁନୀ ପୁଅ ଝିଅ କରି ଦେଖାଇ ପାରୁଛନ୍ତି ଏବଂ ଗିନିଜ ବୁକଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ରେକର୍ଡ ରେନାମ ରଖି ପାରୁଛନ୍ତି |ମାତ୍ର ୨ ବର୍ଷ ୪ ମାସର ଝିଅ ସୁରଭି ଏବେ ଇଣ୍ଡିଆ ବୁକ ଅଫ ରେକର୍ଚ୍ଚରେ ନିଜ ନାମକୁ ଯୋଡି ଏକ ବିରଳ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୩ ନଭେମ୍ବର ୨୪ରେ ଜନ୍ମିତ ସୁରଭି ଗୌଡ଼ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ନିକଟସ୍ଥ ଇନ୍ଦ୍ରଗଡ଼ ଗ୍ରାମର ଗୌତମ ଗୌଡ଼ ଓ ସୁନିତା ଗୌଡ଼ଙ୍କ " ଝିଅ ଅଟନ୍ତି । ସେ ଏହି ବୟସରେ ୧୮ ପ୍ରକାର ଗୃହପାଳିତ ପଶୁ, ୧୯ ପ୍ରକାର ବନ୍ୟଜନ୍ତୁ, ୧୯ ପ୍ରକାର ପନିପରିବା, ୨୦ ପ୍ରକାର ଫଳ ଓ ୨୦ ପ୍ରକାର ପରିବହନ ସେବା କୁ ଚିହ୍ନଟ କରି ପାରିବ ସହ ୧୦ ପ୍ରକାର ରଙ୍ଗ, A ଶରୀରର ୨୦ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ, ୧ ଠାରୁ ୨୦ ଯାଏଁ ନମ୍ବର, ୨୬ ଟି ଇଂରାଜୀ ଅକ୍ଷର, ୧୨ ମାସ ୭ ଦିନ ସମ୍ପର୍କରେ କହିବା କଥା ୨୦ ପ୍ରକାରର ଅଙ୍ଗଭଙ୍ଗୀ ଓ ୧୦ ପ୍ରକାର ପଶୁଙ୍କ ବୋବାଇବାର ଶୈଳୀ ଆଦି ପଦର୍ଶିତ କରି ଏହି ସମ୍ମାନଜନକ ଇଣ୍ଡିଆ_କ୍ ଅଫ ରେକର୍ଚ୍ଚରେ ନିଜ ନାମକୁ ଯୋଡି ପାରିଛନ୍ତି। ଅତି କମ ବୟସରେ ତାଙ୍କର ଏଭଳି କୀର୍ତ୍ତିରେ ସମ୍ପୂର୍ଣ ଇନ୍ଦ୍ରଗଡ଼ ଗ୍ରାମ ଗର୍ବିତ ର୍ବିତ ବୋଲି ଗ୍ରାମବାସୀ କହିଛନ୍ତି।ସୁରଭିଙ୍କ ଏଭଳି ସଫଳତା ପାଇଁ ତାଙ୍କ ପିତାମାତାଙ୍କ ♦ ନିକଟରୁ ଏବେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

News Comment

You Might Also Like

BACK TO TOP