Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଦଶମ, ଦ୍ୱାଦଶ ଓ ସିବିଏସ ଇ ରେ ଟପ୍ପର ଛାତ୍ର, ଛାତ୍ରୀ ଙ୍କୁ ସନ ସାଇନ ସ୍କୁଲ ତରଫରୁ ସମ୍ବର୍ଦ୍ଧନା |

01-Jun-2026

ଦଶମ, ଦ୍ୱାଦଶ ଓ ସି ବି ଏସ ଇ ରେ ଟପର ଛାତ୍ର ଛାତ୍ରୀଙ୍କୁ  ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ସମ୍ବର୍ଦ୍ଧନା ,

    ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥିତ କୁମାରୀ 14 ନଂ ୱାର୍ଡ ରେ ଥିବା ସନ୍ ସାଇନ୍ ଇଣ୍ଟରନେସନାଲ ସ୍କୁଲରେ   ସି ହେଚ ଏସ ସି, ହେଚ ଏସ ସି,ଏବଂ ସି ବି ଏସ ଇ ପରୀକ୍ଷାରେ  ସର୍ବୋଚ୍ଚ ନଂ ରଖିଥିବା ବ୍ଳକ ଲେବଲ ଛାତ୍ର, ଛାତ୍ରୀଙ୍କୁସମ୍ବର୍ଦ୍ଧନାକରାଯିବାର ଅୟୋଜନସ୍କୁଲରସଭାପତି  ପ୍ରଫୁଲ କୁମାର ରଥ ଙ୍କ ଅଧକ୍ଷତା ରେ ଏବଂ ସ୍କୁଲର  ନିର୍ଦେଶକ ସୁନୀଲ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା | ଆୟୋଜିତ ପ୍ରତିଭା ସମ୍ବଦ୍ଧନା ଉତ୍ସବର କୃତିତ୍ୱ ଅର୍ଜନ କରିଥ‌ିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଓ ଶ୍ରୀ ବିଜୟ କୁମାର ବେହେରା, ସମ୍ମାନିତ ଅତିଥୂଆତ୍ମାର ଅଧକ୍ଷ ଶ୍ରୀ ଅରୁଣ କୁମାର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ସିଆର ସି ହେମନ୍ତବେହେରା  ମଞ୍ଚାସିନ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀଙ୍କି ବହୁ ଉପଦେଶ ଦେଈ ଆଗାମୀ ଭବିଷ୍ୟତ ରେ ଯେଉଁମାନେ ଏତେ ପରିଶ୍ରମ କରି ତୁମକୁ ବଡ଼ କରିଛନ୍ତି ସର୍ବପ୍ରଥମେ ସେହି ଆଦ୍ୟଗୁରୁ ପିତା, ମାତା ଙ୍କ ଭକ୍ତି ସେବା କରିବା ସହ ବିଦ୍ୟାଗୁରୁ ଓ ସହଯୋଗୀ ମାନଙ୍କୁ ଶ୍ରଦ୍ଧା ଓ ଭକ୍ତିରେ ପ୍ରଣିପାତ କରି ଆଗକୁ ବଢ଼ | କୌଣସି କାର୍ଯ୍ୟରେ ଅସଫଳ ହେଲେ ନିରୁଚ୍ଛା ହିତ ନହୋଇ ପୁଣି ଚେଷ୍ଟା କର | ତୁମେ ତୁମ ଲକ୍ଷ ସ୍ଥଳ ରେ ପହଞ୍ଚି ପାରିବ  | ଉପସ୍ଥିତ ଛାତ୍ର, ଛାତ୍ରୀ ମାନଙ୍କୁ ପରିଶ୍ରମ, ଶୃଙ୍ଖଳା ଓ ଆତ୍ମବିଶ୍ବାସର ବାର୍ତ୍ତା ଦେଇ ଜୀବନରେ ଭଲ ହେବା ସହ ପରୋପକାର କାର୍ଯ୍ୟରେ ନିଜକୁ ଉଚ୍ଚର୍ଗୀକୃତ କରିବାକୁ ଉପଦେଶ ଦେବାସହ ଭଲ କାମ ପାଇଁ ଉତ୍ସାହିତ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଯୁକ୍ତ ଦୁଇ ତାରା ତାରିଣୀ ମହାବିଦ୍ୟାଳୟ ର ବିଜ୍ଞାନ ରେ ଶୁଭମ ବାଡତ୍ୟା, ଓ ସେହି କଲେଜ ର କଳାରେ ଶ୍ରୁତି ବେହେରା ଉପସ୍ଥିତ ଥିଲେ | ସେହିପରି ମେଟ୍ରିକ ବ୍ଳକ ଲେବଲ ରେ 7ଜଣ ଛାତ୍ର ଛାତ୍ରୀ ଥିଲେ ସେମାନେ ହେଲେ 1--ପୂଜା ସ୍ୱାଇଁ, 2--ଲିପ୍ସା ବେହେରା, 3--ସୋନୁ ଗୌଡ଼, 4--ଡି ବସନ୍ତ ପ୍ରଧାନ, 5--ତୁଳସୀ ସାହୁ, 6---ଆରୁଣୀ ସାହୁ, 7--କରିସ୍ମା ଦୋରା, ସେହିପରି ସି ବି ଏସ ଇ କୁମାରୀ ସନ ସାଇନ  ଇଣ୍ଟେର ନେସନାଲ  ଇଂଲିଶ ମିଡ଼ିଏମ ସ୍କୁଲ ର 1--ସାଇ କ୍ରିଷ୍ନା ବେହେରା, 2--ଆଦିତ୍ୟ ଦାସ, 3--ଡି କୋମନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ  | ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ  ଉପସ୍ଥିତ ଅତିଥି ଓ ସଭାପତି ଏବଂ ନିର୍ଦେଶକ ଙ୍କ ଦ୍ଵାରା ମାନ ପତ୍ର, ଉପ ଢୌକନ, ପୁଷ୍ପ ଗୁଛ ଦେଈ ସମ୍ବର୍ଦ୍ଧିତ କରାଯାଇ ଥିଲା  | ସମସ୍ତ କୃତୀଛାତ୍ର,ଛାତ୍ରୀ, ଉପସ୍ଥିତ ଅଭିଭାବକ,ଶିକ୍ଷକ-ଶିକ୍ଷ-ୟିତ୍ରୀ ଓ କର୍ମଚାରୀଙ୍କୁ ପାଦ ଛୁଈଁ ପ୍ରଣାମ ଜଣାଇ ଥିଲେ  |

News Comment

You Might Also Like

BACK TO TOP