Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ସ୍ଥାନୀୟ ଉତ୍ପାଦର ଭ୍ୟାଲୁ ଅଡିସନ ମାଧ୍ୟମରେ ଗଠନ ହୋଇପାରିବ ଦାଦନ ମୁକ୍ତ ସମାଜ |

15-Jun-2026

ସ୍ଥାନୀୟ ଉତ୍ପାଦର ଭ୍ୟାଲୁ ଆଡିସନ୍‌ ମାଧ୍ୟମରେ ଗଠନ ହୋଇପାରିବ ଦାଦନମୁକ୍ତ ସମାଜ : ବିଜେପିର ‘ଜନଜାତି ସଙ୍କୁଳ’ କାର୍ଯ୍ୟକ୍ରମ

ଓଡିଶା ଜନମତ,ରାୟଗଡ଼ା, ୧୫/୬,

କାମେଶ୍ୱର କରକରିଆ :-----

 ବିକଶିତ ଭାରତର ଲକ୍ଷ୍ୟ ସାକାର କରିବା ସହ ଦାଦନମୁକ୍ତ ଗାଁ ଗଠନ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ‘ଜନଜାତି ସଙ୍କୁଳ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବାହାର ପଦାମାଞ୍ଜି ଗାଁରେ ଆୟୋଜିତ ଏହି ସମାବେଶରେ ଜାତୀୟ ଓ ରାଜ୍ୟସ୍ତରୀୟ ନେତୃତ୍ୱ ଯୋଗଦେଇ ଆଦିବାସୀ ଅଞ୍ଚଳର ବିକାଶ, କୃଷି ଏବଂ ଜୀବିକା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। କୋରାପୁଟ ଲୋକସଭା କ୍ଷେତ୍ରର ପୂର୍ବତନ ପ୍ରାର୍ଥୀ କାଳୀରାମ ମାଝୀଙ୍କ ପୋଷ୍ୟ ଗାଁ ଯୋଜନାରେ ସାମିଲ ହୋଇଥିବା ପାଞ୍ଚଟି ଗାଁର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ସମାବେଶରେ ରାଷ୍ଟ୍ରୀୟ ସଙ୍ଗଠନକ ଭି. ସତୀଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, କୋରାପୁଟ ବିଧାୟକ ରଘୁରାମ ମାଛୋ ଓ କୋଟପାଡ଼ ବିଧାୟକ ରୂପୁ ଭତ୍ରା ମଞ୍ଚାସୀନ ଥିଲେ। ଅତିଥିମାନେ କହିଥିଲେ ଯେ, ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ଓ ସାଧାରଣ ଲୋକଙ୍କ ସଶକ୍ତିକରଣ ହେଉଛି ସରକାର ଓ ସଙ୍ଗଠନର ପ୍ରାଥମିକତା। ଗାଁ ଗାଁରେ ସଙ୍ଗଠନକୁ ଆହୁରି ସୁଦୃଢ଼ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ମନ୍ତ୍ରକୁ ଆଧାର କରି ଜନପ୍ରତିନିଧିମାନଙ୍କୁ ଗାଁ ଆଡପ୍ଟ କରି ଦାଦନମୁକ୍ତ ଗ୍ରାମ ଗଠନ ପାଇଁ ଆହ୍ୱାନ କରାଯାଇଛି। ବାଡ଼ି ଯୋଜନା, ସେଚ୍ଛା ସୁବିଧା ଓ ବହୁଫସଲୀ ଚାଷ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଉତ୍ପାଦର ଭ୍ୟାଲୁ ଆଡିସନ୍‌ ଓ ପ୍ରୋସେସିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହା ମାଧ୍ୟମରେ ଲୋକଙ୍କ ଆୟ ବଢ଼ିବା ସହ ଦାଦନ ପ୍ରଥାକୁ ରୋକାଯାଇପାରିବ ବୋଲି ନେତାମାନେ ମତ ପ୍ରକାଶ କରିଥିଲେ। ସେମାନେ ଆହୁରି କହିଥିଲେ ଯେ, ଏହି ପଦକ୍ଷେପ ଜାରି ରହିଲେ ଅଞ୍ଚଳବାସୀ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ଦାଦନମୁକ୍ତ ସମାଜ ଗଠନରେ ସହାୟକ ହେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ, ରାୟଗଡ଼ା ଜିଲ୍ଲା ସଭାପତି ଗାପି ଆନ୍ଦ, ଏସଡିସି ଚେୟାରମ୍ୟାନ ବିଦ୍ୟାଧର ସାବର, ଅରୂପା ଫାଉଣ୍ଡେସନର ନୀତା ଦ୍ୱିବେଦୀଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ଦୁଷ୍ମନ୍ତ କୁମାର ସିଂହଦେବ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ୱେଳା କଣ୍ଡାବାବୁ ଏବଂ ବିଭିନ୍ନ ମଣ୍ଡଳର ସମସ୍ତ ସଭାପତି ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP