Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

କାହିଁକି ଇସ୍ତଫା ଦେଲେ ଦୁଇ ଆଇ ପି ଏସ ଅଫିସର |

13-Jul-2026

ଦୁଇଦୁଇଜଣ ଅଇ ପି ଏସ ଅଫିସର ଚାକିରିଛାଡିଲେ,

 ତା ପଛର କାରଣ କଣ ସବୁଠୀ ପ୍ରଶ୍ନ ବାଚୀ ???? 

ଓଡିଶା ଜନ ମତ, ବ୍ରହ୍ମପୁର,

କୈଳାଶ ଚନ୍ଦ୍ର ଚୌଧୁରୀ :---

ଜଗମୋହନ ମୀନାଙ୍କ ପରେ ଯୁବ ଆଇପିଏସ୍ ସି.ଏ ରାମଦାସଙ୍କ ଇସ୍ତଫା  |ଆଇପିଏସ୍ ଜଗମୋହନ ମୀନାଙ୍କ  ପରେ ଆଉ ଜଣେ ଓଡ଼ିଶା କ୍ୟାଡର୍ ଯୁବ ଆଇପିଏସ୍ ଅଫିସର୍ ଚୌଧୁରୀ ଅଜିତାଭ୍ ରାମଦାସ ଇସ୍ତଫା ଦେଇଛନ୍ତି । ୩୩ ବର୍ଷିୟ ୨୦୨୫ ବ୍ୟାଚ୍ ଆଇପିଏସ ରାମଦାସ ହାଇଦ୍ରାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ତାଲିମ ନେଉଥିଲେ। ତାଙ୍କଘର ମହାରାଷ୍ଟ୍ର ବାରମତୀ ଅଞ୍ଚଳରେ । ସେ ଏବେ ପ୍ରଥମ ପର୍ଯ୍ୟାୟ ଟ୍ରେନିଂରେ ରହିଛନ୍ତି। ଓଡ଼ିଶାରେ ଚାକିରିରେ ଯୋଗ ଦେଇନାହାନ୍ତି। କେବଳ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସେ ତାଙ୍କ ଇସ୍ତଫାପତ୍ରଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିକଟକୁ ପଠାଇ ଦେଇଛନ୍ତି।ତେବେ ଜଣେ ପରେ ଜଣେ ଆଇପିଏସ୍‌ଙ୍କ ଏପରି ଇସ୍ତଫାକୁ ନେଇ ଆଜି ସାରା ରାଜ୍ୟରେ ସରଗରମ ଚର୍ଚ୍ଚା ହେଉଛି। ଅବଶ୍ୟ ରାମଦାସଙ୍କ ଇସ୍ତଫା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ସେ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡ଼ିଥିବା କୁହା ଯାଉଛି। ଆଇପିଏସ୍ ମୀନା ମଧ୍ୟ କୌଣସି ଚାପର ବଶବର୍ତ୍ତୀ ହୋଇ ଚାକିରି ଛାଡ଼ିଥିବା କଥାକୁ ଅସ୍ଵୀକାର କରି କେବଳ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡ଼ିଥିବା କହିଥିଲେ। ଓଡ଼ିଶା ପ୍ରଶାସନ, ଓଡ଼ିଆ ଲୋକ ଓ ତଥାପି ଏପରି ବୀତସ୍ପୃହ ପଛର କାରଣ ନେଇ ସବୁଠି ଚର୍ଚ୍ଚା ହେଉଛି। ଅଦ୍ୟାବଧି ସରକାର କିମ୍ବା ରାମଦାସଙ୍କ ତରଫରୁ କୌଣସି ସ୍ପଷ୍ଟି କାରଣ ଦିଆଯାଇନାହିଁ ।

News Comment

You Might Also Like

BACK TO TOP