Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

6ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେପୁରୁଷୋତ୍ତମପୁର ଏସଡ଼ିପିଓ |

22-Jul-2026

ପୁରୁଷୋତ୍ତମପୁର ପୋଲିସି କୁ ମିଳିଲା ବଡ଼ ସଫଳତା |  ୬ ଅଭିଯୁକ୍ତଙ୍କୁ କଲେ କୋର୍ଟ ଚାଲାଣ | 
(ସାମ୍ବାଦିକ ସମ୍ମିଳନୀ ରେ  ସୂଚନା ଦେଲେ ଏସଡ଼ି ପିଓ |

ଓଡିଶା ଜନ ମତ ବ୍ୟୁରୋ, 
 ଗାଡିଚୋରି ଘଟଣାରେ ସିସି ତିଭରେ ଜାଣି ଭାଟ କୁମାରଡ଼ା  ଗ୍ରାମରଶିବରାମ ସାହୁ ଏହିଚୋର ମାନଙ୍କ ବିଷୟରେ ଜାଣିଯିବା ପରେ ସେହିଗ୍ରାମର କିଛିବ୍ୟକ୍ତି ଓ ବାହାର ର କିଛି ଯୁବକ ମିଶି ମିଶି ଶିବରାମ ଙ୍କୁ ଏକ ଅନ୍ଧାରିଆ ଜାଗାକୁ ଡାକି  ଏକ ଲକ୍ଷ ଟଙ୍କା ମାଗିବା ସହ ଶିବ ମନା କରିବାରୁ ତାଙ୍କୁ କିଛି ଅସ୍ତ୍ର ଦ୍ଵାରା  ଆଘାତ କରିଥିଲେ | ଏବଂ ଏହି ବିଷୟ ନିଜ ଘରେ ବାପା ମାଆଙ୍କୁ ଜଣାଇଲେ ଜୀବନରେ ମାରିଦେବୁ କହିଥିଲେ | ଏବଂ ତୁରନ୍ତ ଏକ ଲକ୍ଷ ଟଙ୍କା ଆଣି ଦେବୁ  ବୋଲି କହି ଥିଲେ | ଏହାଥିଲା 18 ଜୁଲାଇ ରଘଟଣା , ଟଙ୍କା ନଦେବାରୁ ସେହି ଯୁବକ ମାନେ 19 ତାରିଖ ଦିନ ସନ୍ଧ୍ୟ ସମୟରେ ଟଙ୍କା ନପାଇବାରୁ ତାଙ୍କ ଘରପାଖକୁ ଯାଇ  ଗଣ୍ଡଗୋଳ କରି ଶିବରାମ ଙ୍କୁ ଆକ୍ରମଣ କରିଥିଲେ | ଏହାଦେଖି ଘରର ବାପା, ମାଆ ପୁଅକୁ ରକ୍ଷା କରିବାକୁ ଯାଇ ସେମାନେ ମଧ୍ୟ ମାଡ଼ ଖାଇଥିଲେ |ଏପଟେ ଶିବରାମ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଭାଟ କୁମରଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ଚିକିତ୍ସା ପାଇଁ ନେଇଥିଲେ  | 20 ତାରିଖ ଦିନ ଶିବରାମ ଙ୍କ ମାଆ ପୁରୁଷୋତ୍ତମପୁର ଥାନାରେ ଏହି ଅଭିଯୁକ୍ତ ମାନଙ୍କ ନାମରେ ଏତେଲା ଦେଇଥିଲେ | ଥାନା ରେ କେଶ ନଂ  457/26 ମାମଲା ୠଜୁକରୀ ଥିଲେ | ତେବେ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଏହି ଘଟଣା କୁ ଥାନା ଆଇ ଆଇ ସି କୁଲମଣୀ ସେଠୀ ଏସଡ଼ି ପିଓ ସୁଜିତ ନାୟକ ଙ୍କ ସହ କଥାବାର୍ତ୍ତା କରି ଏହି କେଶ ର ତଦନ୍ତ କାରି ଅଧିକାରୀ ଏସ ଆଇ ଦେବାଶିଷ ମିଶ୍ର ମିଶି ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ |  ତେବେ ଘଟଣା ଘଟିବାର ଦୁଇଦିନ ନପୂରୁଣୁ ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନେ ବ୍ୟବହୃତ କରିଥିବା ଜିନିଷ କୁ ଜବତ କରି 6 ଅଭିଯୁକ୍ତ ଙ୍କୁ କୋର୍ଟ ଫାରୁଆଡ଼ କରି ଏହି ବିଷୟ ରେ  ସାମ୍ବାଦିକ ସମ୍ମିଳନୀ ରେ ଏସଡ଼ି ପିଓ ସୂଚନା ଦେଇଥିଲେ | ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏହାସହ ସେମାନଙ୍କ ନିକଟରୁ ଗୋଟିିଏ ବନ୍ଧୁକ, ଦୁଇଟି ଜୀବନ୍ତଗୁଳି, ଏକ ଖଣ୍ଡା,୩ଟି ମୋବାଇଲ, ପଲସର ବାଇକ୍‌ ନଂ ଓଡି ୦୭ ବିଏ ୧୪୯୫କୁ ଜବତ କରିଛନ୍ତି। ଗିରଫ ଅଭିୁକ୍ତମାନେ ହେଲେ ଭାଟକୁମରଡ଼ା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆକାଶ ପଲେଇ(୨୫), ସୁଧୀର ନାହାକ( ୨୦), ବବୁଲୁ ଗୌଡ(୨୦),ବିଭୂ ଗୌଡ଼(୧୯), ଓମ୍‌ ଓରଫ ଶିବଶମ୍ଭୁ ଗୌଡ଼(୧୯) ଓ ହରିହର ଛାଟେଇ (୨୦)। ଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ |  ଏମାନଙ୍କ ସମେତ ଏହି ଗ୍ୟାଙ୍ଗରେ ଆହୁରି କିଛି ଅଭିଯୁକ୍ତ ଥିବାବେଳେ ସେମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବା ସହ ଏହାର ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ ପୋଲିସ କହିଛି।

News Comment

You Might Also Like

BACK TO TOP