Breaking News

ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||     

କରେଇ ଶୁଣି ପୀଠରେ ଭଏସ ଅଫ ମିଡ଼ିଆ ସାମ୍ବାଦିକ ମାନଙ୍କ ବୈଠକ ଅନୁଷ୍ଠିତ |

04-Aug-2026

ହିଞ୍ଜିଳି ପ୍ରେସ କ୍ଳବ ଆନୁକୂଲ୍ୟରେ ଭଏସ ଅଫ ମିଡ଼ିଆ ତରଫରୁ ବିଭିନ୍ନ ବ୍ଳକ ର ସାମ୍ବାଦିକ ମାନଙ୍କୁ ନେଇ  କରେଇସୁଣୀ ମନ୍ଦିର ରେ ବୈଠକ  | 

ଓଡିଶା ଜନ ମତ,ହିଞ୍ଜିଳିକାଟୁ, 

୦୪/୦୮ କୃଷ୍ଣ ଚନ୍ଦ୍ର ସାମନ୍ତରା :-----

 ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ମିଡିଆ ପ୍ରତିନିଧିମାନଙ୍କୁ ନେଇ ରାଜ୍ୟ ଭଏସ୍‌ ଅଫ୍‌ ମିଡିଆ ଦ୍ୱାରା ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଲବର ସଦସ୍ୟ ମାନଙ୍କ ମିଳିତ ଆଲୋଚନା ବୈଠକ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଗ୍ରାମ ନିକଟରେ ପ୍ରତିଷ୍ଠିତ ମା କରେଇ ଶୁଣିଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା, ପୁରୁଷୋତ୍ତମପୁର, ବୁଗୁଡ଼ା, ବେଲଗୁଣ୍ଠା, ଭଞ୍ଜନଗର, ଚିକିଟି ବ୍ଲକ ପ୍ରତିନିଧି ଯୋଗ ଦେଇ ଥିଲେ। ପ୍ରେସ କ୍ଲବର ସଭାପତି ରଞ୍ଜିତ କୁମାର ପୋଲାଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ କୁମାର ଗୌଡ଼, ଜିଲ୍ଲା ଉପ ସଭାପତି ପ୍ରିୟବ୍ରତ ପଣ୍ଡା, ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ, ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଉପ ସଭାପତି ରାମକୃଷ୍ଣ ପାଣି, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମନ୍ତରା, କୋଷାଧ୍ୟକ୍ଷ ଗୌରହରି ସାବତ, ଉପଦେଷ୍ଟା ଦିଲ୍ଲୀପ କୁମାର ତ୍ରିପାଠୀ, କାର୍ଯ୍ୟ କାରୀ ସଦସ୍ୟ ସାରଥୀ ପାଢ଼ୀ, ବାପୁନି ସେଠୀ, ସଦସ୍ୟ ଅବନୀ କାନ୍ତ ପଟ୍ଟନାୟକ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ହରିଶ ଚନ୍ଦ୍ର ଯୋଜନା, ବିକଳାଙ୍ଗ, ବାର୍ଦ୍ଧକ୍ୟ, ବିଧବା ଭତ୍ତା, ଓ ସରକାରଙ୍କ ସମସ୍ତ ଯୋଜନା ପାଇଁ ପ୍ରତି ପଞ୍ଚାୟତରେ ଦର୍ଶା ଯାଇଥିବା ତାଲିକାକୁ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ପାଇବାରେ ଉଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ରାଜ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଗୌଡ଼ ମତ ପ୍ରକାଶ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପଦକ୍ଷେପକୁ ସମସ୍ତ ପ୍ରତିନିଧି ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସଭାରେ ଅନୁରୋଧ କରାଗଲା। ସାଂଗଠନିକ ସୁଦୃଢ଼ ନିମନ୍ତେ ନୂତନ ସଦସ୍ୟ ଯୋଡ଼ିବା ପାଇଁ ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଭାରେ ଅନୁରୋଧ କରାଗଲା। 

News Comment

You Might Also Like

BACK TO TOP