Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |

06-Aug-2026

ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆର.ଉଦୟଗିରି ପୋଲିସ ପକ୍ଷରୁ ୨୫୧ କେଜି ଗଞ୍ଜେଇ ଜବତ : ୨ ଗିରଫ  | 

ଓଡିଶା  ଜନ ମତ, ବ୍ରହ୍ମପୁର, 

କୈଳାଶ ଚନ୍ଦ୍ର ଚୌଧୁରୀ :-----
 ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ମହଜୁଦ୍ ରଖି ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଚାନକ ଚଢାଉ କରି ଦୁଇ କ୍ୟୁଣ୍ଟାଲ ୫୧ କେଜି ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି । ପୋଲିସ ସୂତ୍ରରୁ ଏକ ପ୍ରେସ ବିବୃତ୍ତ ରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାର ଏସ.ଆଇ ଶ୍ରୀ ଲକ୍ଷ୍ମଣ ବେଶ୍ରା ୪ ତାରିଖ ସକାଳ ସମୟରେଥାନାର କର୍ମଚାରୀଙ୍କ ସହିତ ଥାନା ଗାଡ଼ିରେ ଆର.ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର , କିରାମା, ନିଧୂଗୁଡି ଏବଂ ତବରସାହି ଗ୍ରାମ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଏକ୍ସାଇଜ୍  ୱାରେଣ୍ଟ ଚଢାଉ ସମୟରେ ସେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଲେ ଯେ, ତବରସାହିର କିଛି ଗ୍ରାମବାସୀ ଗୁପ୍ତ ଭାବରେ ନିଶାଦ୍ରବ୍ୟ ଗଞ୍ଜେଇ ବ୍ୟବସାୟ କରୁଛନ୍ତି ଏବଂ କିରାମା ପଞ୍ଚାୟତ ଅନ୍ତର୍ଗତ ତବରସାହି ଗ୍ରାମ ପଛ ପାର୍ଶ୍ଵରେ ରେ ଥିବା ଜଙ୍ଗଲରେ ବିପୁଳ ପରିମାଣରେ ଗଞ୍ଜେଇ ମହଜୁଦ ରଖିଛନ୍ତି।
ଏଭଳି ସୂଚନା ପାଇବା ସଙ୍ଗେ ସଙ୍ଗେ ସେ ତୁରନ୍ତ ଥାନା କର୍ମଚାରୀଙ୍କ ସହିତ ତବରାସାହି ଗ୍ରାମ ନିକଟସ୍ଥ ପଛ ପାର୍ଶ୍ଵ ଜଙ୍ଗଲକୁ ଖୋଜା ଖୋଜି ତଥା ଚଢାଉ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସେଠାରେ ସେ ଦେଖିବା ସହ ଜାଣିବାକୁ ପାଇଥିଲେ ଯେ ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି ବଡ଼ ଜରି ବସ୍ତାରେ ଗଞ୍ଜେଇ ସବୁ ପ୍ୟାକିଂ କରୁଥିଲେ। ଘଟଣା ସ୍ଥଳରେ ପୋଲିସ ଦଳ ଆସିବା ଦେଖି ଉଭୟେ ଗଞ୍ଜେଇ ବ୍ୟାଗ ଗୁଡ଼ିକ ଘଟଣା ସ୍ଥଳରେ ଛାଡି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ।
ଏହା ଦେଖି ସେ ଏବଂ ତାଙ୍କ ସହିତ ଥ‌ିବା କର୍ମଚାରୀ ମାନେ ସେମାନଙ୍କୁ ପିଛା କରିଥିଲେ ଏବଂ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏଥିରେ ଧାରା ପଡ଼ିଥିବା ଅଭିଯୁକ୍ତ ଅଭିନାଥ ରାଇକା (୪୪),  ଉଲାସା ରାଇକାଙ୍କ ପୁଅ ଏବଂ ଜାଖ୍ୟା ଗମାଙ୍ଗ (୫୫),  ସ୍ବର୍ଗତ ଲୁକା ଗମାଙ୍ଗ ଙ୍କ ପୁଅ ଏବଂ ଉଭୟେ ଗଜପତି ଜିଲ୍ଲା ଆର. ଉଦୟଗିରି , ଥାନା ଅନ୍ତର୍ଗତ ତାବରାସାହି ଗ୍ରାମର ଳ । ଅଭିଯୁକ୍ତ ମାନଙ୍କ ଠାରୁ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ୮ ଗୋଟି ବଡ଼ ଜରି ବସ୍ତାରେ ଭର୍ତ୍ତି ଥିବା ମୋଟ ୨୫୧-କେଜି ଅର୍ଥାତ୍‌ ୨ କ୍ରିଣ୍ଟାଲ ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ମାମଲାରେ ଆର. ଉଦୟଗିରି ଥାନା କେସ ନଂ ୧୪୩/୨୦୨୬ ତା:-୪/୮/୨୦୨୬ ୟୁ/ଏସ ୨୦(ବି)(ii)(ସି) ଏନଡିପିଏସ ଆକ୍ଟ ୧୯୮୫ ପ୍ରକାରେ ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ପଠାଇ ଦିଆ ଯାଇଥିବା ପୋଲିସ ପକ୍ଷରୁ ଜଣାଯାଇଛି।

News Comment

You Might Also Like

BACK TO TOP