Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||

09-Aug-2026

ସନ୍ତୁଳିତ ପ୍ରଣାଳୀରେ ପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  |

   ଓଡିଶା ଜନ ମତ ବ୍ୟୁରୋ, 

ବ୍ଲକ କୃଷି ବିଭାଗ ଅଧିକାରୀ ଶୁଭ ଦର୍ଶିନୀ ବେହେରା ଙ୍କ ସଂଯୋଜନା ରେ  ଚାଷ ସମଦ୍ଧିୟଏକ ବୈଠକ ବ୍ଲକ ଆତ୍ମାର ଅଧକ୍ଷ ଙ୍କ ଶ୍ରୀ ଅରୁଣ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଆରମ୍ଭ କରା ଯାଇଥିଲା  |   ସନ୍ତୁଳିତ ପ୍ରଣାଳୀରେ  ଚାଷ କରି କିପରି ଭଲ ଚାଷ ହୋଇପାରିବ ଏବଂ ଚାଷୀମାନେ କିପରି ଉପକୃତ ହୋଇ ପାରିବେ ତାଉପରେ କୃଷି ଅଧିକାରୀ ଏବଂ ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ସହିତ ଆତ୍ମାର ଅଧକ୍ଷ ମତ ଦେଇଥିଲେ | 
ଏହି ପ୍ରଶକ୍ଷିଣ ଶିବିର ରେ ଚାଷୀ ମାନଙ୍କ ଜୈବିକଓ ରାସାୟନିକ ପ୍ରଣାଳୀରେ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ରାସାୟନିକ ଉପାୟରେ ମାଟିକୁ ସନ୍ତୁଳିତ କରି ଉନ୍ନତ ପ୍ରଣାଳିରେ ପନିପରିବା ଚାଷ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।  ଆତ୍ମା ର ଏହି କାର୍ଯ୍ୟକ୍ରମ ରେ ଆତ୍ମ ଅଧକ୍ଷ ଅରୁଣ କୁମାର ପଣ୍ଡା, କୃଷି ଅଧୂକାରୀ ଶୁଭଦର୍ଶନୀ ବେହେରା, ପ୍ରଶିକ୍ଷକ ଭାବେ କୃଷ୍ଣଚନ୍ଦ୍ର ମହାନ୍ତି ଓ ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ଚଳିତ ଖରିଫ ଋତୁରେ ପନିପରିବା ଚାଷ ପ୍ରଣାଳୀ ଓ ଉପ୍ତାଦନ ବୃଦ୍ଧି ନିମନ୍ତେ ବିହନ ବିଶୋଧନ ଠାରୁ ଆରମ୍ଭ କରି ଅଧୂକ ପନିପରିବା ଅମଳ ନିମନ୍ତେ ସନ୍ତୁଳିତ ପ୍ରଣାଳୀ ଉପରେ ବହୁ ଆବଶ୍ୟକୀୟ କୃଷି ଭିଭିକ ତଥ୍ୟାବଳୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଳକ ଓ ଏନ୍‌ଏସିର ଶତାଧ୍ଵକ ଅଗ୍ରଣୀ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।ପୁରୁଷୋତ୍ତମପୁର ବ୍ଲକ କୃଷି ବୈଷୟିକ ଉପଦେଷ୍ଟା କମିଟିର ଆନୁକୁଲ୍ୟରେ କାଳିଜାଇ SHG, ରାଧା ରାଣୀ SHG,ମା ବାଲୁଙ୍କେଶ୍ୱରୀ SHGଙ୍କୁ seed money ପାଣ୍ଠି 25000ଟଙ୍କାର  ସୁଧ ଛାଡ ଆର୍ଥିକ ଅନୁଦାନ ଦିଆଗଲା।ଓବ୍ୟବସାୟ କୁ ବଢ଼େଇବା ପାଇଁ ଆତ୍ମା ଅଧ୍ୟକ୍ଷ SHG ମାଁ ମାନଙ୍କୁ ପରାମର୍ଶ ଦେଲେ।

News Comment

You Might Also Like

BACK TO TOP