Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |

09-Aug-2026

ନଗ୍ନ ବେଶରେ ପୁରୁଷ ଓ ମହିଳା ବିଚରଣ କରୁଥିବା ସହର  |

ଓଡିଶା ଜନ ମତ ବ୍ୟୁରୋ,

ପୃଥିବୀରେ ଏପରି ଏକ ସହର ଅଛି ଯେଉଁଠି ଲୋକମାନେ ବିନା ଡ୍ରେସ ରେ ଯିବା ଆସିବା କରୁଛନ୍ତି | ସେଥିପାଇଁ ସେହି କେବଳ ସହର କୁ ପ୍ରଶାସନ ର କୌଣସି କଟକଣା, ପ୍ରତିବନ୍ଧକ, କଠୋର ନିୟମ ରହିନାହିଁ | ସେହି ସହର ଅଧିବାସୀ ଙ୍କୁ ପୁରା ସ୍ୱାଧୀନ ଦିଆ ଯାଇଛି | ଏଠାରେ, ଲୋକମାନେ ପୋଷାକ ପିନ୍ଧନ୍ତି ନାହିଁ, ଅର୍ଥାତ୍ ସେମାନେ ବିନା ପୋଷାକରେ ରୁହନ୍ତି। ବର୍ତ୍ତମାନ ଆପଣ ଏହାକୁ ବିଶ୍ବାସ କରିପାରୁନଥିବେ, ଅଜବ ଲାଗିଲେ ମଧ୍ୟ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ କଥା।
ଲଜ୍ଜା ନିବାରଣ କରିବାକୁ ସମସ୍ତେ ପୋଷାକ ପିନ୍ଧନ୍ତି । କିନ୍ତୁ ଦୁନିଆରେ ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ପୋଷାକ ପିନ୍ଧନ୍ତି ନାହିଁ । କହିବାକୁ ଗଲେ ସେମାନଙ୍କୁ ଏତେ ସ୍ୱାଧୀନତା ଦିଆଯାଇଛି ଯେ, ବିନା ପୋଷାକରେ ସେମାନେ ଚାଲବୁଲ କରିପାରିବେ ।
ଏହାର ଅର୍ଥ ଆପଣ ବିନା ପୋଷାକରେ ଏହି ସହରର ଯେକୌଣସି ସ୍ଥାନରେ ବୁଲାବୁଲି କରିପାରିବେ । ହଁ, ଆପଣ ଠିକ ପଢିଛନ୍ତି । ଯିଏ ଏହି ସହର ବିଷୟରେ ଶୁଣେ, କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ହୁଏ ଯେ ପ୍ରକୃତରେ ଏପରି ସହର ଅଛି କି? ଏହି ସହର ନୁଡେଷ୍ଟ ସିଟି ଭାବରେ ମଧ୍ୟ ଜଣାଶୁଣା । ନଗ୍ନ ପର୍ଯ୍ୟଟନ ପାଇଁ ଏହି ସହର ସାରା ବିଶ୍ୱରେ ପ୍ରସିଦ୍ଧ ।
ଭୂମଧ୍ୟସାଗର ଉପକୂଳ ନିକଟର ବାସ୍ତବରେ, ଏହି ସହର ହେଉଛି ଏକ ଫରାସୀ ସହର, ଯାହାର ନାମ କ୍ୟାପ୍ ଡି’ଆଡେ । ଏହି ସହର ଭୂମଧ୍ୟସାଗର ଉପକୂଳ ନିକଟରେ ଅବସ୍ଥିତ । ଏହି ସହର ସାରା ବିଶ୍ୱରେ ଲୋକପ୍ରିୟ କାରଣ ଏଠାରେ ସବୁକିଛି କରିବାର ସ୍ୱାଧୀନତା ଅଛି । ଏହା ଦୁନିଆର ଖୋଲା ଗନ୍ତବ୍ୟସ୍ଥଳ ପାଇଁ ମଧ୍ୟ ଜଣାଶୁଣା ।
ଏହି ସହରରେ ବହୁତ କମ୍ ପ୍ରତିବନ୍ଧକ ଅଛି, ଅଧିକାଂଶ ଦମ୍ପତି ଏଠାରେ ହନିମୁନ୍ ପାଳନ କରିବାକୁ ଆସନ୍ତି । ସମୁଦ୍ର କୂଳକୁ ଯିବା ପରେ ଏଠାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ । ଆପଣ ସହରର ଯେକୌଣସି ସ୍ଥାନରେ ଦୋକାନ ବଜାର କିମ୍ବା ରେଷ୍ଟୁରାଣ୍ଟ  ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପୋଷାକ ପିନ୍ଧିବା ଆବଶ୍ୟକ ନାହିଁ । କେବଳ ସେତିକି ନୁହେଁ ଜିମ୍ ଯାଉଥିଲେ ମଧ୍ୟ ପୋଷାକର ଆବଶ୍ୟକତା ନାହିଁ ।
ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଏହି ସହରରେ ଗରମରେ ହନ୍ତସନ୍ତ ହୁଏ । ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଏଠାକୁ ୫୦ ହଜାରରୁ ଅଧିକ ପର୍ଯ୍ୟଟକ ଆସନ୍ତି। ଅଧିକାଂଶ ପର୍ଯ୍ୟଟକ ଫ୍ରାନ୍ସ, ବେଲଜିୟମ, ଜର୍ମାନୀ, ଆମେରିକା, କାନାଡା ଏବଂ ଇଟାଲୀରୁ ଆସିଥାନ୍ତି । ଏଠାକୁ ଯାଉଥିବା ଲୋକମାନଙ୍କର ଏକ ଅଦ୍ଭୁତ ଅନୁଭୂତି ଅଛି ।

News Comment

You Might Also Like

BACK TO TOP