Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |

25-Aug-2026

ଘର ଉଚ୍ଛେଦ ପରେ  ପରିବାର ଙ୍କ ଗଛ ମୂଳ ହିଁ ଭରଷା,

ଓଡିଶା ଜନ ମତ ବ୍ୟୁରୋ, 

ସରକାର ଙ୍କ ନିୟମ ରହିଛି ଜବର ଦଖଲ କରିଥିବା ଗରିବ ପରିବାର ଙ୍କୁ କେଉଁଠି ଆଶ୍ରୟ ଦେଇ ପରେ ସେହି ମାଡ଼ିବସିଥିବା ଜାଗାକୁ ଉଛେଦ କରାଯିବ ବୋଲି | କିନ୍ତୁ ଜଣେ ନିରାଶ୍ରୟ ପରିବାରର କଥାକୁ କର୍ଣ୍ଣ ପାତ ନକରି ସେ ରହିଥିବା ସ୍ଥାନକୁ ଉଛେଦ କରାଯାଇଛି | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତିଙ୍କ ପରିବାର ରେ | ପ୍ରଶାସନ ର ଜିଦ ଯୋଗୁଁ 
ଘର ଉଚ୍ଛେଦ ପରେ ଗଣେଶ୍ୱର ନାଏକଙ୍କୁ ଗଛ ମୂଳ ହିଁ ଭରଷା, କେବେ ଶୁଣିବ ପ୍ରଶାସନ।ସରକାରଙ୍କ ଜମିକୁ ଖଜଣା ପାଉତି ଦେଇ ଦୀର୍ଘ ବହୁ ବର୍ଷ ଧରି ରହି ଆସୁଥିଲେ ଗଣେଶ୍ୱର ନାଏକ। ଭୂମି ଅଧିକାର ଦଖଲ କରି ନିଜର ବାସ ଗୃହ ସହ ଚାଷ କରି ନିଜର ପ୍ରତି ପୁଷଣ କରୁଥିଲେ। ହଟାତ କାରଣ ଦର୍ଶାଇ ସେହି ଜାଗାକୁ ଜବର ଦଖଲ ଉଚ୍ଛେଦ କରିଛି କାମାକ୍ଷାନଗର ପ୍ରଶାସନ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୋପୀଗାଡ଼ିଆ ଗାଁ ର ଗଣେଶ୍ୱର ନାଏକ ଦୀର୍ଘ ବହୁ ବର୍ଷ ଧରି ଶିବୁଳାପସୀ ମୌଜା ଠାରେ ଥିବା ଖାତା ନମ୍ବର ୨୩୧ ଏବଂ ଦୁଇଟି ପ୍ଲଟ ଯାହାର ନମ୍ବର ୧୭୯୮/୧୭୯୩ ଗ୍ରାମ୍ୟ ଜଙ୍ଗଲ ସହ ଜଙ୍ଗଲ-୨ ରେ ରହି ଆସୁଥିଲେ। ସେଠାରେ ତାଙ୍କର ପର୍ବ ପର୍ବାଣି ପାଳନ ସହ ମାଘ ମାସରେ ହଜାର ହଜାର ବାବା ମାନଙ୍କର ଏକ ହୋମ ଯଂଜ୍ଞ ପାଳନ କରନ୍ତି। ସ୍ୱାମୀ ସ୍ତ୍ରୀ ଦୁଇଜଣ ରହିବା ସହ ପୁଅ ଝିଅ ମାନଙ୍କୁ ନେଇ ନିଜର ଦିନ ମଜୁଆରିଆ କାର୍ଯ୍ୟ କରି ସେହି ଜାଗାରେ ରହି ଆସୁଥିଲେ। ରାଜ ନେତାଙ୍କ ଏବଂ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ପାଇଁ ଆଜି ଗଣେଶ୍ୱରଙ୍କ ଘର ଉଚ୍ଛେଦ କଲା କାମାକ୍ଷାନଗର ପ୍ରଶାସନ। ଘର ଉଚ୍ଛେଦ ହେବା ପରେ ଏକ ମହୁଲ ଗଛ ତଳେ ଦୁଇଖଣ୍ଡ ଆଜବେଷ୍ଟ ଢାଙ୍କି ତଳେ ଏକ ପାଲ ପକେଇ ଜୀବନଙ୍କୁ ସଙ୍ଗର୍ଷ କରୁଛନ୍ତି ପରିବାର। ବର୍ଷା ଦିନରେ ସେଇ ଜାଗା ତାଙ୍କ ପାଇଁ ଏକ ବିପଦ ପୂର୍ଣ୍ଣ ସାଜିଥିବା ବେଳେ ପ୍ରଶାସନର ଅଢୁଆଳରେ ଲୁଚି ରହିଲେ ଗଣେଶ୍ୱର। ଯଥା ଶୀଘ୍ର ଥଇଥାନ କରିବା ସହ ଏହି ଅସହାୟ ଗରିବ ପରିବାରକୁ ରହିବାକୁ ବାସ ଗୃହ ସହ ଥଇଥାନ କରିବା ପାଇଁ ଏକ ଜାଗା ଟିଏ ତାଙ୍କ ନାମରେ ଗୁଣ୍ଠି କିଆ ପଟ୍ଟା କରିବାକୁ ଗଣେଶ୍ୱରଙ୍କ ପରିବାର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି।
ଏହି ପରିବାର ଉପରେ ସରକାର ଦୃଷ୍ଟି ଦେଇ ଥଇଥାନ ବ୍ୟବସ୍ତା କରିବାକୁ ଅଞ୍ଚଳରେ ଦାବି ହୋଇଛି।

News Comment

You Might Also Like

BACK TO TOP