Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||

28-Aug-2026

ଖୋର୍ଦ୍ଧା ଜିଲ୍ଲା ର ଓଡ଼ିଆ ଦମ୍ପତି ନେପାଳ ବନ୍ୟା ରେ ନିଖୋଜ |

(ଆଉକିଛି ଓଡ଼ିଆ ଲୋକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି  ସେମାନେ ସମସ୍ତେ ଶୀଘ୍ର ଓଡିଶାକୁ ଫେରିବେ,|

ଓଡିଶା ଜନ ମତ ବ୍ୟୁରୋ,

ଲଗାତରବର୍ଷା ନଥିଲା , ଯାହା ଫଳରେ ନେପାଳର ଲୋକ ସନ୍ଦେହ କରିବେ ଯେ ବନ୍ୟା ଆସିବ |  କିଛି ଘଣ୍ଟାର ବାଦଲ ଫଟା ବର୍ଷାରେ ଚାହୁଁ ଚାହୁଁ  ସବୁ ଓଲଟ ପାଲଟ ହୋଇ ଗଲା |ବହୁତ ଲୋକ, ପଡ଼ୁ, ପକ୍ଷୀ, ଦୋକାନ ବଜାର ସବୁ ନିମିଷକ ମଧ୍ୟରେ ପାଣିର ପ୍ରବଳ ସ୍ରୋତରେ ଭାସିଗଲେ || ବନ୍ୟା ର ପ୍ରକୃତ କାରଣହେଲା ନେପାଳ -ତିବତ ସୀମାରେ  ହିମ ବାହ (ଗ୍ଲେସିୟର ) ଧସିବା ଯୋଗୁଁ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟାରେ ଏବେସୁଦ୍ଧା ମୃତ୍ୟୁ ସଂଖ୍ୟା 359 ଛୁଇଁଛି | 1500 ନିଖୋଜ ସେମଧ୍ୟରୁ 288 ଭାରତୀୟ ଅଟନ୍ତି | ତେବେ 84 ଭାରତୀୟ ଙ୍କୁ ଉଦ୍ଧାର କରାଯାଇଛି | ନେପାଳରେ ପ୍ରକୃତିର ତାଣ୍ଡବ ପରଠୁ ଆଜି ବି ନିଖୋଜ ୨ ଓଡ଼ିଆ। ସେମାନେ ହେଉଛନ୍ତି ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ରୁହନ୍ତି ଅଷ୍ଟ୍ରେଲିଆରେ। କିନ୍ତୁ ଗତ ୨୨ ତାରିଖରେ ଯାଇଥିଲେ ନେପାଳ। ସେଦିନ ହିଁ ପରିବାର ଲୋକଙ୍କ ସହ ଯାହା ଶେଷଥର ପାଇଁ କଥା ହୋଇଥିଲେ। ଏବେ ତାଙ୍କ ନା ମୋବାଇଲକୁ କଲ୍ ଯାଉଛି ନା ତାଙ୍କ ସହ ଯୋଗାଯୋଗ ହୋଇପାରୁଛି ।ପ୍ରଳୟର ଭିତରେ ଅଛନ୍ତି । ଫଳରେ ଚିନ୍ତାରେ ଖୋର୍ଦ୍ଧାରେ ରହୁଥ‌ିବା ସମ୍ପର୍କୀୟ । ଏହି ଛାତିଥରା ଆଶ୍ବସ୍ତିର ଖବର ହେଉଛି, ନେପାଳ ଯାଇଥିବା ଅନ୍ୟ କିଛି ଓଡ଼ିଆ ସୁରକ୍ଷିତ ବାରିପଦାର ୨୦ ବର୍ଷିୟା ଯୁବତୀ କୁଲସାମ୍ ନିଗାର ପରିବାର ସହ ଯୋଗା, ଯୋଗ କରିଛନ୍ତି । ସେମାନଙ୍କୁ ଠାବ କରି ଭାରତ ଫେରାଇ ଅଣାଯାଉଛି I ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା ଅନ୍ୟ ୨ ଜଣଙ୍କ ସହ ନେପାଳ ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ରକ୍ୟୁଲ୍ ସୀମା ଚେକ୍ ପୋଷ୍ଟ ଦେଇ ଭାରତ ଅଣାଯାଉଛି । ସେହିପରି ଓଡ଼ିଶାର ୬ ଫୁଟବଲ୍ ଖେଳାଳି, କୋଚ୍ ହଲିମଙ୍କ ସହ ଫସିରହିଛନ୍ତି ନେପାଳର ପୋଖରାରେ । ସେମାନେ ବି ସୁରକ୍ଷିତ ଥିବା ଜଣାପଡ଼ିଛି । ନେପାଳରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ସୂଚନା ପାଇବା ପାଇଁ କିମ୍ବା ଯୋଗା ଯୋଗ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ତାସହ ଜାରି ହୋଇଛି ୩ଟି ଫୋନ ନମ୍ବର । ହେଉଛି 011-23012807, 011-7428135044,  011- ,୮୫୨୭୫୮୦୨୪୫। ସେହିପରି ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ହେଉଛି, ୯୭୭ ୯୮୫୧୩୧୬୮୦୭ ଏବଂ ୯୭୭ ୯୭୦୯୧୦୭୫୦୦  ଅଟେ | ଏହି ନଂ ରେ ମଧ୍ୟ ଯୋଗାଯୋଗ କରିବାକୁ ନିଖୋଜ ଏବଂ ମୃତ ପରିବାର ଙ୍କୁ ଜଣାଇ ଦିଆ ଯାଉଛି |

News Comment

You Might Also Like

BACK TO TOP