Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

କ୍ରିକେଟର ରିଙ୍କୁ ସିଂହ ଓ ପ୍ରିୟା ସରୋଜ ଙ୍କ ହେବ ବାହାଘର |

16-Sep-2026

ପ୍ରିୟାଙ୍କ ସହ ବିବାହ ତାରିଖ ହେଲା ଫାଇନାଲ୍, କ୍ରିକେଟର ରିଙ୍କୁ ଙ୍କ ସହ ହେବ ବାହାଘର  |

ଓଡିଶା ଜନ ମତ ବ୍ୟୁରୋ,

ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଉତ୍ତରପ୍ରଦେଶର ମଛଲିଶହର ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଡିସେମ୍ବର ୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ଲକ୍ଷ୍ନୌର ରମାଡା ହୋଟେଲରେ ଏହି ବିବାହ ସମାରୋହ ଆୟୋଜିତ ହେବ । ବିବାହରେ ଦେଶ ଓ ବିଦେଶରୁ ଅତିଥି ଯୋଗଦେବାର ସମ୍ଭାବନା ରହିଛି । ରାଜନୀତି, ପ୍ରଶାସନ ଏବଂ କ୍ରିକେଟ ଜଗତର ଅନେକ ବଡ଼ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଚର୍ଚ୍ଚା ହେଉଛି । ପ୍ରିୟା ସରୋଜଙ୍କ ପିତା ତଥା ସମାଜବାଦୀ ପାର୍ଟି ବିଧାୟକ ତୁଫାନୀ ସରୋଜଙ୍କ ଅନୁସାରେ, ଦୁଇ ପରିବାରର ସହମତିରେ ବିବାହ ତାରିଖ ଓ ସ୍ଥାନ ନିର୍ଦ୍ଧାରିତ ହୋଇଛି । ବିବାହ ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହେବ । ପୂର୍ବରୁ ବାରାଣସୀର ତାଜ୍ ହୋଟେଲରେ ରିଙ୍କୁ ଓ ପ୍ରିୟାଙ୍କ ବିବାହ ଆୟୋଜନ ହେବାର ଥିଲା । କିନ୍ତୁ ରିଙ୍କୁଙ୍କ ପିତାଙ୍କ ଦେହାନ୍ତ ପରେ ବିବାହ ତାରିଖକୁ ସ୍ଥଗିତ କରାଯାଇଥିଲା । ଏବେ ପୁଣିଥରେ ଦୁଇ ପରିବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜୁନ୍ ୨୦୨୫ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ।ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବେଶ ରୋଚକ । ପ୍ରିୟାଙ୍କ କହିବା ଅନୁସାରେ, ଇନଷ୍ଟାଗ୍ରାମରୁ ହିଁ ରିଙ୍କୁଙ୍କ ସହ ତାଙ୍କର ପରିଚୟ ଆରମ୍ଭ ହୋଇଥିଲା । ୨୦୨୨ରେ ରିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେତେବେଳେ ପ୍ରିୟା ଜଜ୍ ହେବା ପାଇଁ ପ୍ରସ୍ତୁତି କରୁଥିବାରୁ ବିବାହ ପାଇଁ ରାଜି ନଥିଲେ । ୨୦୨୩ରେ ରିଙ୍କୁ ଭାରତୀୟ ଦଳରେ ସୁଯୋଗ ପାଇବା ପରେ ସମ୍ପର୍କକୁ ନେଇ ଦୁଇ ପରିବାରର ମତ ବଦଳିଥିଲା । ଏବେ ଦୁଇ ପରିବାରର ସହମତିରେ ଏହି ସମ୍ପର୍କ ବିବାହର ରୂପ ନେବାକୁ ଯାଉଛି ।

News Comment

You Might Also Like

BACK TO TOP