Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଏଥର ବ୍ରିଟିଶ ପ୍ରତିରକ୍ଷା ବାହିନୀର ସୈନିକ ମାନେନିଶ ଓ ଦାଢ଼ି ରଖି ପାରିବେ |

02-Sep-2026

ଦାଢି ଓ ନିଶ ରଖିପାରିବେ ବ୍ରିଟିଶ ସୈନିକ, ସେମାନଙ୍କ ଉପରୁ ଉଠିଲା କଟକଣା  |

ଓଡିଶା ଜନ ମତ ବ୍ୟୁରୋ ,

ବିଶେଷ କରି ସୈନିକ ମାନଙ୍କ କ୍ଷେତ୍ର ରେ ସେହିଁ ଦେଶ ର  ଶାସକ ସରକାର କିଛି ନୀତି ନିୟମ ରଖିଥାନ୍ତି | ଯାହାକୁ ସେହିଦେଶର ସୈନିକ ମାନେ ପାଳନ କରିଥାନ୍ତି | ସେହିପରି ସୈନିକ ମାନଙ୍କୁ ଦାଢ଼ି ଓନିଶ ରଖିବା ଉପରେ ମଧ୍ୟ କଟକଣା ରହିଥାଏ |ସେପରି ଗୋଟିଏ ଦେଶ ହେଉଛି ନ୍ରିଟିଶ | ଅନେକ ଦେଶରେ ସୈନ୍ୟଙ୍କ ଦାଢ଼ି–ନିଶ ବଢ଼ାଇବା ଉପରେ କଟକଣା ରହିଛି । ଭାରତୀୟ ଆର୍ମିରେ ମଧ୍ଯ ଏହି ନିୟମ ରହିଛି। ବ୍ରିଟିଶ ପ୍ରତିରକ୍ଷା ବାହିନୀରେ ଏହି ନିୟମି ବିଗତ ୧୦୦ ବର୍ଷରୁ ରହିଛି। ଏବେ ଏହି ନିୟମ ଉପରୁ କଟକଣା ଉଠିଛି । ନିୟମରେ ପରିବର୍ତନକୁ କେବଳ ବ୍ରିଟିଶ ଆର୍ମିର କମାଣ୍ଡର ଇନ୍-ଚିଫ୍ କିଙ୍ଗ ଚାର୍ଲସ୍‌ଙ୍କ ମଞ୍ଜୁରି ମିଳିବା ବାକି ଅଛି । ଏଣିକି ସୈନ୍ୟମାନେ ମନ ଇଚ୍ଛା ଦାଢ଼ି ବଢ଼ାଇ ପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଏକ ସର୍ଭ ମାନିବାକୁ ପଡ଼ିବ । ସର୍ଭ ହେଉଛି ସୈନ୍ୟଙ୍କୁ ପୂରା ଦାଢି ରଖୁବାକୁ ଅନୁମତି ମିଳିବ ନାହିଁ । ସେତିକି ନୁହେଁ, ଦାଢ଼ିକୁ ସେମାନେ ବିଭିନ୍ନ ରଙ୍ଗରେ ମଧ୍ଯ ରଙ୍ଗାଇ ପାରିବେ ନାହିଁ । ଦାଢିକୁ ସଦାସର୍ବଦା ସଫାସୁତୁରା ରଖୁବାକୁ ପଡ଼ିବ । ଦାଢ଼ି ସମ୍ପର୍କିତ ନିୟମ ଲାଗୁ କରିବା ଲାଗି ସେମାନଙ୍କ ଦାଢ଼ିର ସର୍ବଦା ସମୀକ୍ଷା ହେବ ।
ରିପୋର୍ଟ ଅନୁସାରେ ବର୍ତମାନ ଯୁବପିଢ଼ିଙ୍କୁ ଦେଶର ସୁରକ୍ଷାରେ ଯୋଗଦାନ ଲାଗି ପ୍ରତିରିକ୍ଷା ବାହିନୀ ହିଁ ପ୍ରତି ଆକର୍ଷିତ କରିବା ପାଇଁ ଦାଢ଼ି ଉପରୁ ଏହି କଟକଣା ଉଠାଯାଇଛି ।ତେଣୁ କିଛି ସୈନିକ ମାନେ ସେମାନଙ୍କ ଖୁସି କୁ ଯାହା ନିଶ ଦାଢ଼ି ରଖିବା ପାଇଁ ଚିନ୍ତା କରୁ ଥିଲେ ତାହାକୁ ବ୍ରିଟିସ କାର୍ଯ୍ୟକାରୀ କରିବାକୁ ଯାଉଛି |

News Comment

You Might Also Like

BACK TO TOP