Breaking News

ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||     

ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||

29-Aug-2026

‘ମୁଁ ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ହିଁ ଉଠୁନାହିଁ ,TMCର ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ |  

ଓଡିଶା ଜନ ମତ ବ୍ୟୁରୋ,

ମ ମତା ବାନାର୍ଜୀ ପଶ୍ଚିମ ବଙ୍ଗରେ  ପରାଜୟ ପରେ ସେ ରାଜନୀତିରୁ ସନ୍ୟାସ ନେଇ  ଦିଘାରେ ସେ କରିଥିବା ଜଗନ୍ନାଥ ମନ୍ଦିର ରେ  ପ୍ରଭୁଙ୍କୁ ପାଖରେ ରହି ତାଙ୍କର ଦର୍ଶନ କରିବେ | ଏହି ଘଟଣା ସୋସିଆଲ ମିଡ଼ିଆ ରେ ପ୍ରଚାର ହେବାପରେ ଦିଦିଙ୍କ  ରାଗ ପଞ୍ଚମରେ | ସେଉତ୍ୟକ୍ତ ହୋଇ  ସେକେବେବି ରାଜ ନୀତିରୁ ସନ୍ୟାସ ନେବାକୁ ଚାହୁଁନାହିଁ ବୋଲି ରାଗି କହି ଥିଲେ | | ଆଜି ନହଲେ କାଲିକି ପୁଣି ପଶ୍ଚିମ ବଙ୍ଗରେ ସେ ଶାସନ କରିବେ ବୋଲି କହିଛନ୍ତି || TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। କି କେବେ ବି ନେବେ ନାହିଁ | ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍‌ ବସିବେ ନାହିଁ। ବଙ୍ଗଳା ବିଧାନସଭା ନିର୍ବାଚନରେ TMCର ପରାଜୟ ପରେ ଦଳ ଭିତରେ ବିଦ୍ରୋହ ଓ ରାଜନୈତିକ ସଙ୍କଟ ଦେଖାଦେଇଥିବା ବେଳେ ମମତାଙ୍କ ଏହି ବୟାନ ସାମ୍ନାକୁ ଆସିଛି।
ମମତା ବାନାର୍ଜୀ ତାଙ୍କର ଫେସବୁକ ଲାଇଭ୍‌ରେ କହିଛନ୍ତି, ବଙ୍ଗଳାରେ ସରକାର ପରିବର୍ତ୍ତନ ହେବାର ପ୍ରାୟ ୪ ମାସ ବିତିଗଲାଣି। ଏହି ସମୟ ମଧ୍ୟରେ ଭାଜପାର ପ୍ରକୃତ ଚେହେରା ଜନତାଙ୍କ ସାମ୍ନାକୁ ଆସିଛି। ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ମନଇଚ୍ଛା ମାମଲା ରୁଜୁ କରୁଛି ଏବଂ TMC କର୍ମୀଙ୍କୁ ଦଳର ଅଂଶ ନହେବାକୁ କୁହାଯାଉଛି। ବିନା ପ୍ରମାଣରେ ଲୋକଙ୍କୁ ଗିରଫ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କୁ ରାଲି ପାଇଁ ଅନୁମତି ଦିଆଯାଉନଥିବାରୁ କୋର୍ଟର ଆଶ୍ରୟ ନେବାକୁ ପଡ଼ୁଛି ବୋଲି ମମତା କହିଛନ୍ତି। ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣି ମମତା ବାନାର୍ଜୀ ପୁଣିଥରେ SIRକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ବିରୋଧ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ମମତା କହିଛନ୍ତି ଯେ, SIR ମାମଲା ଏବେ ବି ସୁପ୍ରିମକୋର୍ଟରେ ରହିଛି। ନିର୍ବାଚନ କମିଶନଙ୍କ ଯଦି ସାହସ ଅଛି, ତେବେ ଯେଉଁ ନାମଗୁଡ଼ିକ ଉପରେ ନିଷ୍ପତ୍ତି ହୋଇସାରିଛି, ସେଗୁଡ଼ିକୁ ମଧ୍ୟ ସାମିଲ କରିବା ଉଚିତ୍‌। ଆବଶ୍ୟକ ହେଲେ ଆମେ ବିରୋଧ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି। SIR ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ବେଆଇନ ଭାବେ ହଟାଯାଇଥିବା ମମତା ଅଭିଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।
ମହିଳାମାନଙ୍କୁ ‘ଅନ୍ନପୂର୍ଣ୍ଣା ଯୋଜନା’ ଅଧୀନରେ ଦିଆଯାଉଥିବା ଆର୍ଥିକ ସହାୟତାରେ ବିଳମ୍ବ ଅଭିଯୋଗକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଯୋଗ୍ୟତାର ବାହାନା ଦେଖାଇ ଶୁଭେନ୍ଦୁଙ୍କ ସରକାର ହିତାଧିକାରୀଙ୍କ ସଂଖ୍ୟା କମାଉଛି। ମମତା କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ପାଇଁ ଆମେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲୁ। କିନ୍ତୁ ଭାଜପା ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ପାଇଁ ଟଙ୍କା ଦେବାରେ ଧର୍ମ ଓ ଜାତିକୁ ଆଧାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାଜପା ଦେଇଥିବା ପ୍ରତିଶ୍ରୁତିରୁ ଏବେ ଓହରି ଯାଉଛି। ସମସ୍ତ ମହିଳାଙ୍କୁ ‘ଅନ୍ନପୂର୍ଣ୍ଣା ଯୋଜନା’ର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏବେ ମହିଳାମାନଙ୍କୁ ଧୋକା ଦିଆଯାଉଛି ବୋଲି ମମତା କହିଛନ୍ତି।

News Comment

You Might Also Like

BACK TO TOP