Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ପୁରୁଷୋତ୍ତମପୁର ରେ ପାଳିତ ହେଲା ସ୍ୱାୟତ ଶାସନ ଦିବସ |

31-Aug-2026

ପୁରୁଷୋତ୍ତମପୁର ଏନଏସି ରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ |

 ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବିଜ୍ଞାପିତ ଆଞ୍ଚଳ ପରିଷଦ ତରଫରୁ ବହୁମୁଖୀ ଇଣ୍ଡୋର ଷ୍ଟାଡିଏମ ପରିସର ରେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟନିର୍ବାହି iଅଧିକାରୀ ସଙ୍ଗୀତା କୁମାରୀ ସେଠୀ ଙ୍କ ମିଳିତ ସଂଯୋଜନା ରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଥିଲା  | ଏହା  ମହା ଆଡମ୍ବର ଭାବରେ ପାଳନ କରାଯାଇ ଥିଲା  |ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇ ଥିଲା ||ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଏସ ଡି ପିଓ  ସୁଜିତ କୁମାର ନାୟକ , ଥାନା ଅଧିକାରୀ କୁଳମଣୀ ସେଠୀ, ମୁଖ୍ୟ ବକ୍ତା ଭାବେ ତହସିଲ ବିନୋଦ କୁମାର ବେହେରା,  ଏମପି ପୁରୁଷୋତ୍ତମପୁର ଏନଏସି ନମିନି ବିଶ୍ୱଜିତ ମହାପାତ୍ର, ଏକନଂ କାଉନ ସିଲର ଭବାନୀ ଶଙ୍କର ନାହାକ, 2ନଂ କାଉନ ସିଲର  ଭାସ୍କର ବେହେରା,3ନଂ କାଉନ ସିଲର କେ ପ୍ରମୋଦ କୁମାର ଆଚାରୀ, 4ନଂ କାଉନ ସିଲର ଅଶୋକ କୁମାର ମହାକୁଡ଼, 5ନଂ କାଉନ ସିଲର ସୁଜାତା ବେହେରା, 6ନଂ କାଉନ ସିଲର ସୁଦଷ୍ଣା ବେହେରା, 7ନଂ କାଉନ ସିଲର ଯମୁନା ବେହେରା, 8ନଂ କାଉନ ସିଲର ଲିଙ୍ଗରାଜ ବେହେରା, 9ନଂ କାଉନ ସିଲର ଅର୍ଚନା ପଣ୍ଡା, 10ନଂ କାଉନ ସିଲର ଅରୁଣ କୁମାର ମାହାଙ୍କୁଡ, 11ନଂ କାଉନ ସିଲର ସୁଜ୍ଞାନୀ କୁମାରୀ ପଣ୍ଡା, 12 ନଂ କାଉନ ସିଲର ଗିରିଜା ବେହେରା, ମଞ୍ଚାସିନ ଥିଲେ | କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି  ତାଙ୍କରି ଆଶିଷ ଭିକ୍ଷା କରିଥିଲେ | 
ଅତିଥି ମାନେ ସ୍ୱାୟତ ଶାସନ ର ବ୍ୟବସ୍ତା, କାର୍ଯ୍ୟ କାରିତା, ଏବଂ ଜନ ସାଧାରଣ ଙ୍କ ଦାଇତ୍ୱ ବୋଧତା ଉପରେ  ଅନେକ କଥା କହିଥିଲେ |ମୁଖ୍ୟ ବକ୍ତା ସ୍ୱାୟତ୍ତ ଶାସନର ମହତ୍ତ୍ୱ ଓ ନଗର ଉନ୍ନୟନ ଉପରେ ବକ୍ତବ୍ୟ ରଖିଥିଲେ। 
ଏହି ସମାରୋହରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାଜସେବା, ସାମ୍ବାଦିକତା ଓ ସାମାଜିକ ଅବଦାନ ପାଇଁ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହାସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ  ସାଂସଦ ଓ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।  କିଛି ଭତ୍ତା  ହିତାଧିକାରୀ ଙ୍କୁ କିଛି ମାସ ହେଲା ଭତ୍ତା ମିଳି ନଥିବାରୁ ସାଂସଦ ଙ୍କୁ ଅଭିଯୋଗ କରିଥିଲେ | ସାଂସଦ  କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ  ଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ କହିଥିଲେ  | ଶେଷରେ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା  ଏନଏସି ପାଈଁ କିଛି ନୂତନ ଆଶା ନେଇ ତହସିଲଦାର ଙ୍କ ସହ କଥାହୋଇ ସବୁ ଉନ୍ନତି କରିବେ ବୋଲି କହି ଉପସ୍ଥିତ ଅତିଥି, ଓ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ  |

News Comment

You Might Also Like

BACK TO TOP