Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଏରସମା ବ୍ଲକରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତ ଭଙ୍ଗା ଘଟଣାରେ ବିଜେଡିର ପ୍ରତିବାଦ |

12-Sep-2026

ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା କୁ ନେଇ ବିଜେଡି ର ରଣହୁଙ୍କାର, ଲଢେଇ ଜାରିରହିବ l
ଓଡିଶା ଜନମତ ଜଗତସିଂହପୁର, ଜ୍ୟୋତି ରଞ୍ଜନ ପଟ୍ଟନାୟକ....  

ଜଣେ ପ୍ରବାଦ ପୁରୁଷ ଙ୍କ ପ୍ରତିମୂର୍ତ୍ତି ଙ୍କୁ ଭାଙ୍ଗିବା କଵତେବଡ଼ ଅପରାଧ ଅଟେ | ଓଡ଼ିଶାର  ଏକ ଉଜ୍ବଳ ତାରକା କହିଲେ ଅତୁକ୍ତି ହେବନି, ତାସହିତ ସେହେଉଛନ୍ତି କଳିଙ୍ଗ ଷଣ୍ଢ | ତାଙ୍କଭଳି ଜଣେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା କେତେଦୂର ଯୁକ୍ତି ଯୁକ୍ତ ଅଟେ!| ଏହା ଉପରେ ଶାସକ ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବା କଥା  | ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ର ଶିଆଳି ବେଳା ଭୂମିଠାରେ ନିର୍ମିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିବାଦ ଉଗ୍ରରୁପ ଧାରଣ କଲାଣି l କେତେକ ଦୁର୍ବୁତ୍ତ କେଉଁ ଉଦେଶ୍ୟରେ ବିଳମ୍ବିତ ରାତିରେ ଏପରି କାର୍ଯ୍ୟ କଲେ ସେ ନେଇ ବିଜେଡି ର ଏକ ଟିମ ସେଠାରେ ପହଂଚି ଦୋଷୀଙ୍କୁ ଧରିବାକୁ ଉଦ୍ୟମ କରିବାକୁ ନେଇ ରାଜନୈତିକ ଉଷ୍ମତା ଵି ବୃଦ୍ଧି ପାଇଛି | ଏଭଳି ହୀନ କାର୍ଯ୍ୟ କୁ ନେଇ ବିଜୁ ପ୍ରେମୀ ଓ ବହୁ ଦଳୀୟ କର୍ମୀ ଘୋର ନିନ୍ଦା କରିଵା ସହ ଘଟଣା ଆଢୁଆଳେ ହାତ କାହାର ସେ ନେଇ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି l ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ଏକ ଅମାନବୀୟ ଓ ହୀନ ମାନ୍ୟତାର ପରିଚୟ ଦେଇଥାଏl ଏପରିକି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାରେ ସଂପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ବିହିତ କାର୍ଯ୍ୟନୁଷ୍ଠାନ ଦାବି କରି ପଦ୍ମପୁର ପଞ୍ଚାୟତ ସରପଞ୍ଚ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଏ ଘଟଣା କିଛି ଦିନ ଆଗରୁ ପାରାଦୀପ ମାଟିର ପୁଅ, ବିଜେଡି ଦଳ ତୁଣ୍ଡ କହିଲେ କିଛି ବି ଅତୁକ୍ତି ହେବ ନାହିଁ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି କୁ ବି ଦିନ ଦ୍ବିପ୍ରହର ରେ ବନ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା l ଏହା କଣ ଶାସକ ବିଜେପି ଦଳର ଓଡ଼ିଆ ଅସ୍ମିତା ପ୍ରତି ଅସମ୍ମାନ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି l ଏହି ବିଜେଡି ନେତାଙ୍କ ଗ୍ରସ୍ତ ଏରସମା ବାଲିକୁଦା ବିଧାୟକ ସାରଦା ପ୍ରସନ୍ନ ଜେନା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏଥିରେ ପୂର୍ବତନ ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଚିରଞ୍ଜୀଵୀ ବିଶ୍ୱାଳ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ଜ଼ିଲ୍ଲା ସଭାପତି  ପ୍ରଶାନ୍ତ କୁମାର ମୁଦୁଲି, ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ବିଜୁ ଶ୍ରମିକ ନେତା ଅରିନ୍ଦମ ସରକେଲ, ଯୁବନେତ୍ରୀ ମିନତୀ ବେହେରା, ଲୋରା ମହାପାତ୍ର, ନାରାୟଣ ଜେନା, ବାଲିକୁଦା ବ୍ଲକ ଅଧକ୍ଷ୍ୟ ପ୍ରକାଶ ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଯଦି ଦୋଷୀଙ୍କୁ ତୁରନ୍ତ ଗିରଫ କରାନଯାଏ ତେଵେ ଏ ଆନ୍ଦୋଳନ ରାଜ୍ୟବାପି କରାଯିବ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି ଲ ତେବେ ସରକାର ଦୋଷୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଛି |

News Comment

You Might Also Like

BACK TO TOP