Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଝରଣ ଛକ ରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୁରୁଷୋତ୍ତମପୁର ପୋଲିସ |

16-Sep-2026

ପୁରୁଷୋତ୍ତମପୁର ପୋଲିସ କୁ ବଡ଼ ସଫଳତା,  ଝରଣ ଛକରେ 95 କେଜି ଗଞ୍ଜେଇ ଜବତ  | 
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ,

 ଆଜି ଅପରାହ୍ନ ରେପୁରୁଷୋତ୍ତମପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ଅଲ୍ଟୋ କାର ରେ ଗଞ୍ଜେଇ ଚୋରା ଚାଲାଣହେଉଥିଲା ବେଳେ 
ପୁରୁଷୋତ୍ତମପୁର ପୋଲିସର ଚଢାଉ | 
ଅଲ୍ଟୋ କାର ସହ ୯୫ କେଜି ଗଞ୍ଜେଇ ଓ ଜଣେ ଯୁବକ ଅଟକ
ପୁରୁଷୋତ୍ତମପୁର ଥାନା ଝରଣ ଛକରେ ମାଡିବସିଲା ପୋଲିସ.  ଏହି ଗଞ୍ଜେଇ ର ମୂଲ୍ୟ ଲକ୍ଷାଧିକ ଟଙ୍କା ର ହେବାର ସୂଚନା ଦେଲେ ପୁରୁଷୋତ୍ତମ ପୁର ଆଇ ଆଇ ସି କୁଳମଣି ସେଠି | ପୁରୁଷୋତ୍ତମପୁର ପୋଲିସ ଅଧିକାରୀ ଓ ଷ୍ଟାଫ ଙ୍କ ମିଳିତ  ସହଯୋଗ ରେ ଅପରାଧୀ ଙ୍କ ଉପରେ ତୀକ୍ଷ୍ଣ ନଜର  ରଖି ଥିବାରୁ ଅପରାଧୀ  ମାନଙ୍କ ପାଇଁ  ଲକ୍ଷ୍ମଣ ରେଖା  ହୋଈ ଯାଇଛି | ତେବେସେମାନେ ଯଦି  ଆଗକୁ ସତର୍କ ନହୁଅନ୍ତି ତେବେ ଆଗକୁ ଏହି ଭଳି ବିପଦ ପଡିବ  ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ଏହି କେଶ ରେ ଉପଖଣ୍ଡ  ପୋଲିସ ଅଧିକାରୀ ସୁଜିତ କୁମାର ନାୟକଙ୍କ ସହିତ ଆଇ ଆଇସି କୂଳମଣି ସେଠୀ, ଓ ଷ୍ଟାଫ ଙ୍କ ସହଯୋଗ ରେ  କାର୍ଯ୍ୟ ଚଳୁ ରହିଥିଲା | ଏହି ଗଞ୍ଜେଇ ସବୁ ସୁରଟ କୁ ଯିବାର ଥିଲା  | ତେବେ ଠିକଣା ସମୟ ରେ ପୋଲିସ  ତାଙ୍କୁ ଧରିବାରେ ସଫଳ ହୋଇଛି | ତେବେ ଏହି କାର୍ଯ୍ୟରେ ବହୁ ଯୁବଗୋଷ୍ଟି  ଏହି ଅପରାଧିକ କାର୍ଯ୍ୟରେ ନିୟୋଜିତ ରହି  ଯେଉଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେଥିରୁ ନିବୃତ  ରହିବାସହିତ ଏହି କାର୍ଯ୍ୟରୁ ସେମାନେ ଦୁରେଇ ରହିବାକୁ  ଏସଡ଼ି ପିଓ  ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟରେ ସ୍ଥାନୀୟ ମାଜିଷ୍ଟେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର    ସଙ୍ଗୀତା ସେଠୀ ଉପସ୍ଥିତ ରହିଥିଲେ |  ଏହି ଜବତ ଗଞ୍ଜେଇ ର ଆନୂ ମୂଳିକ ମୂଲ୍ୟ ତିରିଶ ଲକ୍ଷ ଟଙ୍କା ହେବ ବୋଲି  ଏସଡ଼ି ପିଓ ସୂଚନା ଦେଈ ଛନ୍ତି |

News Comment

You Might Also Like

BACK TO TOP