Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ବୁଗୁଡ଼ା ବସଷ୍ଟାଣ୍ଡ ନିକଟ ରେ ଥଣ୍ଡା ପାନୀୟ ମିସିନ ଅଚଳ, ତୁରନ୍ତ ମରାମତି ପାଇଁ ଜନସାଧାରଣ ଙ୍କ ଦାବି |

03-Mar-2025

ବୁଗୁଡ଼ା ବସଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ମେସିନ୍ ଅଚଳ, ତୁରନ୍ତ ପ୍ରତିକାର ଦାବି,

ଓଡିଶା ଜନମତ, ବୁଗୁଡ଼ା, ହରପ୍ରସାଦ ପାଢ଼ୀ, ତା ୦୩/୦୩/୨୫ : 
ଆଗକୁ ଖରାଦିନ ଥିବାବେଳେ ଏବେଠାରୁ ହିଁ ଆରମ୍ଭ ହୋଇଗଲାଣି ଟାଣ ଖରା ସାଙ୍ଗକୁ ଜଳ କଷ୍ଟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ହିତ ସାଧନ ପାଇଁ ସ୍ଥାନୀୟ ବସଷ୍ଟାଣ୍ଡରେ ଏନ୍ଏସି ତରଫରୁ ପାନୀୟ ଜଳ ସେବା କେନ୍ଦ୍ରର ବ୍ଯବସ୍ଥା ରହିଛି । ତେବେ ଟାଣ ଖରାରେ ଆଉଟୁ ପାଉଟୁ ତୃଷାର୍ତ୍ତ ଯାତ୍ରୀଟିଏ ଥଣ୍ଡା ପାଣି ମୁନ୍ଦାଏ ପାଇଁ ସେଠାକୁ ଯାଇ ଦେଖିଲା ବେଳକୁ ମେସିନରୁ ପାଣି ବାହାରୁନି । ମେସିନ୍ ହୋଇଯାଇଛି ଅଚଳ । ଏଥି ପ୍ରତି ନିଘା ରଖୁନି ଏନ୍ଏସି ପ୍ରଶାସନ । ଥଣ୍ଡା ପାଣି ଟିକେ ପାଇଁ ପାନୀୟ ଜଳ ସେବା କେନ୍ଦ୍ରକୁ ଯାଇ ଲୋକଙ୍କୁ ନିରାଶ ହେବାକୁ ପଡୁଛି । ଏନ୍ଏସି ପ୍ରଶାସନର ଉଦାସୀନତା ଯୋଗୁଁ ପାନୀୟ ଜଳ ସେବା କାର୍ଯ୍ୟ ବ୍ଯାହତ ହୋଇ ଲୋକଙ୍କ ପାଇଁ ମରିଚିକା ପାଲଟିଛି । ଗ୍ରୀଷ୍ମ କାଳରେ ଧର୍ମକୁ ଆଖିଠାର ନ୍ଯାୟରେ କ`ଣ ସେହି ପାନୀୟ ଜଳ ସେବା କେନ୍ଦ୍ର ଏନ୍ଏସି ପକ୍ଷରୁ ଖୋଲା ଯାଇଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜନହିତ ପାଇଁ ସେହି ଅଚଳ ଥଣ୍ଡା ପାନୀୟ ଜଳ ମେସିନଟିକୁ ତୁରନ୍ତ ସଜାଡିବାକୁ ସାଧାରଣରେ ଦାବି ହେଉଛି ।

News Comment

You Might Also Like

BACK TO TOP